Breaking News

ପିଲା ର ନାଁ ରଖିବାକୁ ଯାଉଛନ୍ତି ତେବେ ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ୍, ଯଦି କରିଛନ୍ତି ଏହି ଭୁଲୁ ଜଣାନ୍ତୁ କଣ ହେବ ନହେଲେ ଭାଗ୍ୟ Upare ପଡ଼ିବ ଏହି ସବୁ ପ୍ରଭାବ !

ନମସ୍କାର ଦର୍ଶକବନ୍ଧୁ ଜନ୍ମରୁ ମୄତ୍ୟୁ ପର୍ଯ୍ୟନ୍ତ ସମସ୍ତ ମଣିଷ ପାଇଁ 16 ସଂସାର ପ୍ରସୂତ କରାଯାଏ ବିଶ୍ୱାସ କରାଯାଏ ଜଣେ ବ୍ୟକ୍ତି ନିଜ ଜୀବନରେ ଏହି 16 ସଂସାର ସମ୍ପୂର୍ଣ କରିବା ଉଚିଛି | ପିଲା ଜନ୍ମ ହେବା ସହିତ ଘରକୁ ସୁଖ ଆସିଥାଏ କୁନି ପିଲାଟିର କାନ୍ଦ ସମସ୍ତଙ୍କୁ ମନରେ ହସ ଆଣିଥାଏ ସନ୍ତାନର ଜନ୍ମ ସହିତ ତା ନାମ ରଖିବା ପାଇଁ ଲୋକଙ୍କ ମନରେ ଘୋର ଅସଂସ୍ତା ଦେଖା ଯାଏ ହିନ୍ଦୁ ଧର୍ମରେ ଶିଶୁ ଜନ୍ମ ପରେ ଶିଶୁର ନାମ କରଣ ପାଇଁ ଏକ ନାମ କରଣ ସମାରହ ହୋଇଥାଏ |

16 ସଂସାର ମଧ୍ୟରେ ଏହା ପଞ୍ଚମ ସ୍ତନ ଦିଆଯାଇଥାଏ ଯେ କୌଣସି ବ୍ୟକ୍ତିଙ୍କ ପାଇଁ ନାମ ହିଁ ଅତ୍ୟନ୍ତ ଶତନ୍ତ୍ର ହୋଇଥାଏ ଏପରି ପରିସ୍ଥିତିରେ ନାମଟି ଅତି ସତର୍କ ସାହୀତ୍ତ ରଖାଯିବ ଉଚିଛି | ଏପରି ପରିସ୍ଥିତିରେ ଏପରି କିଛି ଦିନିଷ ଅଛି ଯାହା ନାମ କାରଣ ସମୟରେ ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ | ପିଲାର ନାମ ନକ୍ଷେତ୍ର ଓ ଗ୍ରହଙ୍କର ଦିଗ ତିଥିକୁ ଦେଖି ରଖ ଯାଇଥାଏ ଏହାର ଆଧାରରେ ହିଁ କୁଣ୍ଡଳୀ ମଧ୍ୟ ପ୍ରସ୍ତୁତ କରାଯାଏ |

ଏବଂ ରାଶିର ନିର୍ଧାରନ ହୋଇଥାଏ ଏହାପରେ ପିଲାର ନାମ ରଖା ଯାଇଥାଏ ପିଲାର ନାମ କାରଣ ଦିନ ଯଜ୍ଞର ଆୟୋଜନ ନିଶ୍ଚୟ କରାଯିବ ଉଚିତି ଏହା ସହିତ ବ୍ରହ୍ମମଣ ଙ୍କୁ ଭଜନ କରାଇବା ମଧ୍ୟ ଉଚିତି | ନାମକରଣ ଦିନ ପିଲା ମାନଙ୍କୁ ସୂର୍ଯ୍ୟଙ୍କ ଦର୍ଶନ କରନ୍ତୁ ଏବଂ ଏହାପରେ ପିଲାର ଜେଜ ଜେଜେମା ଏବଂ ମାତା ପିତା ପିଲାର ଡାହାଣ କାନରେ ରଖାଯାଉଥିବା ନାମ ଉଚ୍ଚାରଣ କରନ୍ତୁ | ପୂଜା ପାଇଁ ବେବହାର କରାଯାଉଥିବା ଥାଳି ନୂଆ ହେବ ଉଚିଛି |

ଘରେ ହିଁ ଲୋକଙ୍କ ପାଇଁ ଭୋଜନ ପ୍ରସ୍ତୁତ କରନ୍ତୁ ଏମିତିରେ ପିଲା ନାମ କାରଣ ସଂସାର କରିବା ଉଚିତି ଯଦି ଓ ସୁବିଦା ଅନୁସାରେ ଯଜ୍ଞ ମନ୍ଦିରରେ କରାଯାଇପାରେ ନାମ କରଣ ସଂସାର ସମୟରେ ପୂଜା କଳସରେ ଓଃ ଏବଂ ଶସ୍ତିକ ଚିହ୍ନ ବନାନ୍ତୁ ପିଲାଙ୍କୁ ପୂଜା ସ୍ତନକୁ ଆଣିବା ପୂର୍ବରୁ ତାହାର ଅଂଟାରେ ସୁତିଲି କିମ୍ବା ରେଶମୀ ଧାଗା ବାନ୍ଧନ୍ତୁ | ପିଲାର ନାମ ରଖିବା ସମୟରେ ଏହି କଥା ନିଶ୍ଚୟ ଧ୍ୟାନ ରଖନ୍ତୁ କି ଯାହା ନାମ କୌଣସି ପର୍ବ ଦିନ ଅଷ୍ଟମୀ ଅମାବାସ୍ୟା ପୁର୍ଣିମା ରଖିବା ଉଚିତି ନୁହେଁ |

ପିଲାର ନାମ ରଖିବା ପାଇଁ ତାରିଖ ବାଛିବାର ଅଛି ତେବେ 1, 2, 3, 5,6,7,10,11,12 ତାରିଖକୁ ନାମକରଣ ସଂସାର କରାଯାଇପାରେ ପିଲାର ନାମ କୁଲଦୀପି କିମ୍ବା ଦେବତାଙ୍କ ନାମ ରଖିବା ଶୁଭ ହୋଇଥାଏ | କୁଣ୍ଡଳୀ ଏବଂ ଗ୍ରହଙ୍କୁ ଚଳନ ରଖାଯାଉଥିବା ନାଁ ପିଲାର ଚରିତ୍ର କୁ ଦେଖା ଯାଏ ଯଦି ପିଲାର ନାମ ଗ୍ରହଣ ସ୍ଥିତି ସହ ମିଳୁଥାଏ ନାହିଁ ତେବେ ତାଙ୍କ ପାଇଁ ଦୃଭାଗ୍ୟ ମଧ୍ୟ ଆଣିପାରେ |

About odisha news

Check Also

ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ତିତ ମନ୍ଦିର ଆଖଣ୍ଡଳମଣି (Aradi) ର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ି ଠାରେ ଅବସ୍ତିତ ଏକ ପ୍ରଧାନ ଶୈବ ପିଠ ଏହା ବୈତରଣୀ ନଦୀ …

Leave a Reply

Your email address will not be published.