Breaking News

ଫୁଣି ଉପର ମୁହାଁ ହେଉଛି କରୋନା, ସରକାର ଜାରିକଲେ ମାର୍ଚ୍ଚ ମାସ ଗାଇଡ ଲାଇନ, ଦେଖନ୍ତୁ କଣ ଖୋଲା କଣ ବନ୍ଦ,

କରୋନା କଣ୍ଟା ହେଲା ଉପର୍ ମୁହଁ ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର କଲେ ନୂଆ ଗାଇଡ୍ ଲାଇନ୍ । ଗାଇଡ ଲାଇନ୍ ରେ କରାଯାଇଛି ଆହୁରି କଡା କଡ଼ି ଆସନ୍ତୁ ଜାଣିବା ମାର୍ଚ୍ଚ ମାସ ରେ ଗାଇଡି ଲାଇନ୍ ରେ କଣ ଜାରି ରହିଛି । ସାରା ଦେଶ ରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ରହି କରୋନା ଗାଇଡ ଲାଇନ । କରୋନା ର ସଂକ୍ରମଣ ଦୃଷ୍ଟି କୁ ଦେଖି ନିଆ ଯାଇଛି ଏହି ପଦକ୍ଷେପ ନେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ । କରୋନା ନ ଗାଇଡ ଲାଇନ ଅନୁଯାୟୀ ପୂର୍ବ ଭଳି ହେଉଥିବା କଣ୍ଟେନ୍ ମେଣ୍ଟ ବ୍ୟବସ୍ଥା ଓ ସାବଧାନତା ।

ଟୀକା ର ପ୍ରକ୍ରିୟା କରଣ କରିବା ପାଇଁ ସବୁ ରାଜ୍ୟ କୁ ନିର୍ଦେଶ ଦିଆଯାଇଛି । ପୂର୍ବ ଭଳି ଯେମିତି ମାସ୍କ ପିନ୍ଧି ,ସାମାଜିକ ଦୂରତା ବ୍ୟବହାର କରୁଥିଲେ ସେଗୁଡିକ ମଧ୍ୟ ବଳବତ୍ତର ରହିବ । କୋଭିଡ ଗାଇଡ ଲାଇନ ପାଳନ କରି ଖୋଲାଯିବା ସ୍କୁଲ ଏବଂ କଲେଜ । କ୍ଲାସ୍ ରେ ଛାତ୍ର ଛାତ୍ରୀ ମାଷ୍କ ପିନ୍ଧିବେ ସେହିଭଳି 50% ଦର୍ଶକ ଙ୍କୁ ନେଇ ସିନେମା ହଲ ଖୋଲିବ । ବାହାଘର ଏବଂ ଅନ୍ତିମ ସଂସ୍କାର ରେ ମାଷ୍କ୍ ପିନ୍ଧିବା ଓ ସାମାଜିକ ଦୂରତା ବ୍ୟବହାର କରିବା ବାଧ୍ୟତାମୂଳକ ଯଦି ଏହି କରୋନା ର ଗାଇଡ ଲାଇନ କୁ କେହି ଯଦି ନମାନନ୍ତି ତାହାଲେ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷଠାନ ନିଆ ଯିବା ।

ତେବେ ଫେବୃଆରୀ ମାସ ରେ ଯେଉଁ ଗାଇଡ ଲାଇନ ଥିଲା ତାହା ମାର୍ଚ୍ଚ ମାସ ଯାଏଁ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ କରୋନା ର ନୂଆ ସ୍ଟ୍ରେନେ ସାମ୍ନା କୁ ଆସିଚି ଯାହା ଫଳରେ ପାଞ୍ଚ ଟି ରାଜ୍ୟ ରେ କରୋନା ହୁହୁ ହେଇ ବଢ଼ିଯାଇଛି ସେଥିପାଇଁ ସେ ପାଞ୍ଚ ଟି ରାଜ୍ୟ ରେ ଲକ୍ ଡାଉନ୍ ଘୋଷଣା ମଧ୍ୟ ହେଇଛି । ଓଡ଼ିଶା ରେ ମଧ୍ୟ କରିବା ର ନୂଆ ଷ୍ଟ୍ରେନ ଦେଖାଦେଇଛି ।

ସେଥିପାଇଁ ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ମାନେ ଆଇଶୋଲେଶନ ରେ ରହିବ ବୋଲି ଜାରି କରାଯାଇଛି । ଏବଂ ରାଜ୍ୟ ସରକାର ଆହୁରି କହିଛନ୍ତି ଯଦି କରୋନା ସାଙ୍ଘାତିକ ହୁଏ ତାହେଲେ ପୁଣି ଲକ୍ ଡାଉନ୍ ଘୋଷଣା ହୋଇଯିବ । ଏଥିପାଇଁ ସମସ୍ତେ ମାସ୍କ୍ ଓ ସାମାଜିକ ଦୂରତା ବ୍ୟବହାର କରନ୍ତୁ

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *