Breaking News

କରୋନା କଟକଣା ପାଇଁ ଫୁଣି ଲାଗୁହେଲା ନାଇଟ କର୍ଫ୍ୟୁ, ଦେଖନ୍ତୁ କଣ ଖୋଲା ରହିବ କଣ ବନ୍ଦ ରହିବ, ପୁରା ଗାଇଡ ଲାଇନ କଣ ଜାଣନ୍ତୁ

ଆଜି ଡିସେମ୍ବର ୩୧ ରାତି ୯ ଟା ପରେ ଏବଂ କାଲି ସକାଳ ୫ ଟା ପର୍ଯ୍ୟନ୍ତ ଭୁନେଶ୍ଵର ଏବଂ କଟକ ଦୈତ୍ୟ ନଗରୀରେ ଆମେ ୧୪୪ ଧାର ଜାରି କରୁଛୁ ତେଣୁ ସମସ୍ତ ଙ୍କୁ ଅନୁରୋଧ ସମସ୍ତେ ଏ ସମୟରେ ଦୋକାନ ବଜାର ବନ୍ଦ ରଖିବେ ଆଉ ହୋଟେଲ୍ ଗୁଡ଼ିକ ମଧ୍ୟ ବନ୍ଦ ହୋଇଯିବସବୁ।

ସମସ୍ତ ନିଜ କାମ ସାରି ଜଲ୍ଦୀ ଘରକୁ ଯିବେ ଭାରି ଅତି ଆବଶ୍ୟକ ସେବା ଜେମିକି ଡାକ୍ତରୀ କାମ , ଔଷଧ ଦୋକାନ ଖୋଲା ରହିବ କିନ୍ତୁ ଅନ୍ୟ ସମସ୍ତେ ଙ୍କୁ ଅନୁରୋଧ କରାଯାଇଛି ଯେ ସିଏ ତାଙ୍କ କାମ ସାରି ଫେରି ଯିବେ । ରାସ୍ତାରେ ପୋଲିସ କର୍ମଚାରୀ ମାନେ ବିଭିନ୍ନ ଜାଗାରେ ରହିବେ ଆମେ ମାନେ ମଧ୍ୟ ରହିବୁ ଆମେ ଆଶା କରୁଛୁ ଯେ ଜନ ସାଧାରଣ ଆମ କୁ ସାହାଯ୍ୟ କରିବେ ।

 

ଯେମିତି କୌଣସି ଜାଗାରେ ଲୋକ ଏକାଠି ହେବ ନାହିଁ । ବିଶେଷ କରି ଆମେ ଖବର ପାଇଛୁ ଯେ ଆଜି ଯୋଉ ବଡ଼ ବଡ଼ ଆପଟମେଣ୍ଟ ଅଛି ସେଠି ନୂଆ ବର୍ଷ ର ଭୋଜି ଆରେଞ୍ଜେ କରିଛନ୍ତି । ଏଭଳି କରନ୍ତୁ ନାହିଁ କାରଣ ଆମର ପୋଲିସ ଗାଡି ଯାଇଁ କି ଚେକ୍ କରି ପାରନ୍ତି ସମସ୍ତେ ଘରେ ରହିବା ପାଇଁ ଆମେ ଆଉ ଥରେ ଅନୁରୋଧ କରୁଛୁ ଯଦିଓ ଆପଣ ମାନେ ଜାଣିଛନ୍ତି କରୋନା ସ୍ଥିତିରେ ଉନ୍ନତି ଆସିଛି କିନ୍ତୁ ପୁରା ପୁରି ସମସ୍ୟା ଯାଇନାହିଁ ।

ଆଉ ଦ୍ଵିତୀୟ ଢେଉ ନା ଆସୁ ଏବଂ ଯୋଉ ବିଶେଷଜ୍ଞ ମାନେ ଯେଉଁ ପରାମର୍ଶ ଦେଉଛନ୍ତି ଟାଉନ୍ ସାରା କାମ କରିବାକୁ ପଡ଼ିବ ମୁଁ ସେଥିପାଇଁ ସମସ୍ତ ଙ୍କୁ ଅନୁରୋଧ କରୁଛି ଆପଣ ଙ୍କ ଗଣ ମାଧ୍ୟମ ଜରିଆରେ ପାଖାପାଖି ୪୦ ପ୍ଲାଟୁର୍ନ ପୋଲିସ ରାସ୍ତା ମଝିରେ ବିଭିନ୍ନ ଜାଗାରେ ନାକା ଲଗେଇବେ । ଏବଂ ଯେଉଁ ଜାଗାରେ ଆମେ ଗାଡ଼ି ଚେକ୍ କରିବୁ ଯେଉଁ ମାନଙ୍କର ଅନୁମତି ନଥିବ ଆଉ କୌଣସି ଅତି ଆବ୍ୟାଶକ୍ ସାଥୀରେ ସେମାନେ ସମ୍ପୂତ ନଥିବେ ତାଙ୍କୁ ଆଗକୁ ଯିବା ପାଇଁ ଦିଆଯିବ ନାହିଁ ।

ଏହି ଦୃଷ୍ଟି କୋଣରୁ ଆପଣ ମାନେ ବର୍ତ୍ତମାନ ଭିତରେ ସମସ୍ତେ ଲକ ଡାଉନ୍ ତେଣୁ ଫୁଣି ଏଇ ରାତି କ ଆମେ ଲକ ଡାଉନ୍ ଭଳି ଗୋଟେ ସ୍ତିତିକ ଆମେ ଜାଣୁଛେ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର । ସମସ୍ତେ ନିଜ ଘରେ ରହିବ ବୋଲି ଅନୁରୋଧ କରା ଯାଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *