Breaking News

ପୁଣି 35 ଦିନ ଲକ ଡାଉନ ଘୋଷଣା କଲେ ସରକାର, ଫିକା ପଡିବ ବଡ ଦିନ ଓ ନୂଆ ବର୍ଷ, ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ

ଆପଣମାନେ ଜାଣିଥିବେ କୋରନା ମହାମାରୀ ଯୋଗୁ ବହୁତ ଲୋକ ଜୀବିକା ହରେଇଛନ୍ତି ।ଆପଣ ନିଜେ ବେ ପରୋକ୍ଷ ହେଉ ଅବା ପ୍ରତ୍ୟକ୍ଷ ରେ ପ୍ରଭାବିତ ହୋଇଥିବେ ।ବର୍ତ୍ତମାନ କୋରନା ସାରା ବିଶ୍ୱ ରେ କୋକୁଆ ଭୟ ସୃଷ୍ଟି କରିଛି।ଆମେ ଆଜି ଆପଣମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଦେବାକୁ ଯାଉଛୁ ଯାହା କି କୋରନା ସହ ଜଡିତ।ଆସନ୍ତୁ ଜାଣିବା ଖବର ଟି କଣ?

କୋରନା ପାଇଁ ପୁଣି ଥରେ 35 ଦିନ ଲକ ଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ। କୋରନା ପାଇଁ ସମସ୍ତ ଦେଶ ରେ ଜାରି ରହିଛି ଲକ ଡ଼ାଉନ।କାରଣ ଲୋକ ଘରୁ ନବାହାରିଲେ ସେମାନେ ସୁରକ୍ଷିତ ରହିବେ ।ଏହି 35 ଦିନିଆ ଲକ ଡ଼ାଉନ କରିବାର କାରଣ ଏବେ କୋରନା ର ଦ୍ୱିତୀୟ ଲହରୀ ଲୋକମାନଙ୍କୁ ଆକ୍ରାନ୍ତ କରିବାରେ ଲଗିଛି।

କୋରନା କମିବାର ନା ନେଉ ନାହିଁ ଖାସ କରି ଆମେରିକା ଜର୍ମାନୀ ଓ ଇଟାଲୀ ବିଭଳି ବିକଶିତ ଦେଶ ପ୍ରଭାବିତ ହେଇଛନ୍ତି।ଏବେ ଦେଖିବାକୁଗଲେ ନେଦରଲ୍ୟାଣ୍ଡ ରେ ଦିତୀୟ ଲହରୀ ଆରମ୍ଭ ହୋଇ ବହୁତ ଲୋକ ସଂକ୍ରମଣ ର ଶିକାର ହୋଇସାରିଲେଣି ।ନେଦରଲ୍ୟାଣ୍ଡ ସରକାର ପୁଣି ଥରେ ଲକ ଡାଉନ ଘୋଷଣା କରିଛନ୍ତି ।ଏହି ଦିତୀୟ ଲହରୀ କୁ ଆଖିଆଗରେ ରଖି ସରକାର 35 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି।

ମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *