ଦର୍ଶକବନ୍ଧୁ ଫୋନ ରେ ଗପୁଛନ୍ତି ମା ସେପଟେ ଚଢି ଯାଇଥାନ୍ତା ତାଙ୍କ କୁନି ଶିଶୁ ଉପରେ କାରେ ସଠିକ ସମୟରେ ଯବାନ ଜଣଙ୍କ ଏପରି ଜୀବନ ବଞ୍ଚଇଦେଲେ | ମା ପିଲାକୁ ସ୍କୁଲ ଛାଡି଼ବାଉ ଆସିଥିଲା ସେପଟେ ମା ଫୋନରେ କଥା ହଉ ହଉ ହଟାତ ପିଲାଟି ରାସ୍ତ ସେପଟକୁ ଦୌଡ଼ି ଯାଉଥିଲା | ତେବେ ବର୍ତମାନ ସମୟରେ ମୋବାଇଲ ଫୋନ ସମସ୍ତଙ୍କୁ ଅନ୍ୟମନସ୍କ କରି ସାରିଲାଣି ଏକଥା ପାଇଁ ସମସ୍ତେ ଅନୁଭା କରି ପାରୁଥିବେ ଏପରି ଏହି କାରଣରୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି ବର୍ତମାନ ଏପରି ଏକ ଭିଡ଼ିଓ ସୋସିଆଲ ଖୁବୁ ଭିରଲ ହେବାରେ ଲାଗିଛି |
ଯେଉଁଥିରେ ଦେଖା ଯାଉଛି କି ମା ଜଣଙ୍କ ଅନ୍ୟମନସ୍କ ଅଛନ୍ତି କିନ୍ତୁ ମା ଜଣଙ୍କର ଶିଶୁ ପ୍ରତି ଧ୍ୟାନ ନାହିଁ କାରଣ ସେ ଫୋନ ରେ ଗପିବାରେ ବେସ୍ତ ଅଛନ୍ତି ଏହାରି ମଧ୍ୟରେ ଦେଖା ଯାଉଛି କି ତାଙ୍କର କୁନି ଝିଅଟି ହାତଟା ରାସ୍ତ ଉପରକୁ ଚାଲି ଯାଉଛି ଆଉ ଠିକି ଏହି ସମୟରେ ଏକ କାରେ ମଧ୍ୟ ରାସ୍ତ ଉପରେ ମାଡି ଆସୁଛି ଭିଡିଓ ଠିକୀ ଏଠିକି ବେଳେ ଜଣେ ଯବାନଙ୍କ ନଜର ଏହି କୁନି ଝିଅ ଉପରେ ପଡିଛି |
ପିଲାଙ୍କୁ ବଞ୍ଚାଇବାରେ ସଫଳ ମଧ୍ୟ ହୋଇଛନ୍ତି ଯବାନ ଜଣକ କିହିଁ ନଭାବି ସିଧା ସଳକ କୁନି ଝିଅକୁ ବଞ୍ଚାଇବା ପାଇଁ ରାସ୍ତ ଉପରକୁ ହଲି ଆସିଛନ୍ତି ସବୁ ଠାରୁ ବଡ଼ କଥା ଏଥେ ସବୁ ଘଟି ଯିବା ପରେ ମଧ୍ୟ ମାଙ୍କୁ ଏବିଷୟରେ କିଛି ଜଣା ପଡୁନାହିଁ | ଶିଶୁକୁ ଉଦ୍ଧାର କରିବା ପରେ ଯବାନ ଜଣଙ୍କ ମାଙ୍କ ପାଖକୁ ଆସିକି କିଛି କୋଉଛନ୍ତି ମା ଜଣଙ୍କର ଏପରି ଅବେହଳା ପାଇଁ ଯବାନ ଜଣଙ୍କ ତାଙ୍କ ଠାରୁ ତାଙ୍କ ମୋବାଇଲ ଟି ଆଣି ରାସ୍ତା ଉପରକୁ ଫୋପାଡ଼ି ଦଉଛନ୍ତି |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …