Breaking News

ପେଟ୍ରୋଲ ପାଇଁ ନିଜ ଗାଡିକୁ ସାଇକେଲ କରିଦେଲେ ଯୁବକ ଭିଡ଼ିଓ ଦେଖି ହସି ହସି ଗଡିଯିବେ !!

ଦର୍ଶକବନ୍ଧୁ ବାଧିଲା ତେଲ ଦର ନିଜ ବାଇକ୍ କୁ କରିଦେଲେ ସାଇକେଲ ଏହି ଯୁବକ ରାତି ପାହିଲେ ବଢୁଛି ପେଟ୍ରୋଲ ଓ ଡିଜେଲ୍ ଦର ପେଟ୍ରୋଲ ଓ ଡିଜେଲ୍ ଦର ଏପରି ମହଙ୍ଗା ହୋଇଛି ସାଧାରଣ ଲୋକ କରୋନା କାଳରେ ଅନେକ ଲୋକ ବେରୋଜଗାର ହୋଇ ପଡିଛନ୍ତି ସେହିପରି ବୋଝ ଉପରେ ନଳିତା ବିଡା ପରି ବଢୁଛି ତେଲ ଦର |

ରାତି ପାହିଲେ କ୍ରମ ସ୍ଥଲକୁ ଯିବା ପାଇଁ ଗାଡ଼ିର ଆବଶ୍ୟକତା ପଡୁଛି ତାଙ୍କୁ ଖୁବୁ ବାଧିଛି ଏପରି ବେଳରେ ତେଲ ଦରବୃଦ୍ଧି ଯୋଗୁଁ ଜଣେ ଲୋକ ଏପରି ଉପାୟ ବାହାର କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ପଢ଼ିବେ |

ବ୍ୟକ୍ତି ଜାଣଙ୍କ ଜଣଙ୍କ ବାଇକ୍ ଚଲଉଛନ୍ତି ହେଲେ ବାଇକ୍ ଚାଲୁନି ତାକୁ ପେଡିଲି ମାରିବାକୁ ପଡୁଛି ତେଲ ଦରରୁ ମୁକ୍ତି ପାଇବ ବେକ୍ତି ଜଣଙ୍କ ସବୁ ଯୋଗାଡ କରିଛନ୍ତି | ଯାହା ଦେଖି ଜଣେ ହସି ହସୀ ବେଦମ୍ ହୋଇଯିବ ତେଲ ପକାଇବା ବଞ୍ଚିତ ହେବାରୁ ଜଣେ ଵେକ୍ତି ଏହି ଉପାୟ ଆପଣେଇଛନ୍ତି |

ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଈରାଲ ହେବାକୁ ଲାଗିଛି ଭିଡିଓରେ ଦେଖିବାକୁ ମିଳିଛି ବ୍ୟକ୍ତି ଜଣଙ୍କ ବାଇକ୍ ଚଲାଉଛନ୍ତି ହେଲେ ପେଡେଲ ମାରୁଛନ୍ତି ତେଣୁ ତାଙ୍କ ଗାଡ଼ିଟି ଅଧା ସାଇକେଲ ଅଧା ବାଇକ୍ ଏହା ଚଲେଇବେ ସାଇକେଲ ପରି ଦେଖା ଯିବ ବାଇକ୍ ପରି |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.