Breaking News

ପେଟରେ ବଢୁଥିବା ଛୁଆ ପୁଅ ନା ଝିଅ ଜାଣନ୍ତୁ ଏଇ 6 ଟି ଉପାୟରୁ …

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ପୁଅ ବା ଝିଅ ଜନ୍ମ ନେବାର ଲକ୍ଷଣ ଗୁଡ଼ିକ ବିଷୟରେ। ଆପଣ କିପରି ଜାଣିବେ ଆପଣଙ୍କର ପୁଅ ହେବ ନା ଝିଅ। ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ ସର୍ବପ୍ରଥମେ ତାଙ୍କର ଏହା ଜାଣିବାକୁ ଇଚ୍ଛା ହୋଇଥାଏ କି ତାଙ୍କ ପେଟରେ ବଢ଼ୁଥିବା ଶିଶୁ ପୁଅ ନା ଝିଅ। ଯଦିଓ ଆମ ଦେଶରେ ଭ୍ରୁଣର ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ କିନ୍ତୁ ପ୍ରତ୍ୟେକ ମାଙ୍କୁ ଇଚ୍ଛା ହୋଇଥାଏ ଯେ ସେ ଜାଣି ପାରନ୍ତି ଯେ ତାଙ୍କ ପେଟରେ ଥିବା ଛୁଆ ପୁଅ ନା ଝିଅ ଅଛି।

ପେଟର ଆକାର – ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ପେଟର ଆକାର ଉପରେ ଧ୍ୟାନଦିଅନ୍ତୁ। ଯଦି ଗର୍ଭବତୀ ମହିଳାର ପେଟର ଆକାର ଗୋଲ୍ ଏବଂ ବାହାର ପଟକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ। ସେହିପରି ଯଦି ପେଟର ଆକାର ଚଉଡ଼ା ଅଛି ଏବଂ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ।

ମିଞ୍ଜାସରେ ପରିବର୍ତ୍ତନ – ଜେନେରାଲ ସାଇକୋଲୋଜି ଏବଂ ବିହେଭିଆରରେ ଛାପ ହୋଇଥିବା ଏକ ଗବେଷଣାକୁ ଆଧାର କରି ଏହା କୁହାଯାଇ ପାରେ ଯେ ଯେଉଁ ମହିଳାଙ୍କ ଗର୍ଭଧାରଣର ତିନି ମାସରେ କିଛି କିଛି କଥାରେ ଦୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ ତେବେ ହେବାକୁ ଥିବା ଶିଶୁ ପୁଅ ହୋଇପାରେ। ଅନ୍ୟ ପକ୍ଷରେ ପେଟରେ ଝିଅ ଥିଲେ ମାଆମାନେ ମେଳାମେଳା ଭାବନା ପ୍ରକାଶ କରିଥାଆନ୍ତି |

ଖଦ୍ୟରୁ ଘୃଣାହେବା – ଗର୍ଭଧାରଣ ସମୟରେ ଅନେକ ମହିଳା ପ୍ରଚୁର ଖାଇଥାନ୍ତି ଆଉ କେତେକ ମହିଳାଙ୍କୁ ଖାଦ୍ୟର ଘୃଣା ହୋଇଥାଏ | ସାଧାରଣତଃ ଏହି ପରିବର୍ତ୍ତନ ପେଟରେ ଥିବା ଛୁଆ ଉପରେ ନିର୍ଭର କରିଥାଏ | ଏକ ଗବେଷଣାରୁ ଜଣାଯାଇଛି ଯେ ଯେଉଁ ମହିଳାମାନଙ୍କୁ ଖାଦ୍ୟରୁ ଘୃଣାଭାବା ବା ଖାଇସାରିବା ପରେ ବାନ୍ତିର ସମସ୍ୟା ବେଶୀ ହୋଇଥାଏ ତାଙ୍କର ହେବାକୁ ଥିବା ଶିଶୁ ପୁଅ ହୋଇପାରେ। କାରଣ ଗବେଷଣାରୁ ଜଣାଯାଇଛି ଯେ ଗୋଟିଏ ଝିଅର ଭ୍ରୁଣ ଅପେକ୍ଷା ଗୋଟିଏ ପୁଅର ଭ୍ରୁଣ ଅଧିକ ଅସୁରକ୍ଷିତ ହୋଇଥାଏ। ତେଣୁ ତାକୁ ଅଧିକ ସୁରକ୍ଷା ଦେବାର ଆବଶ୍ୟକତା ଥାଏ |

ତ୍ଵଚା ସମ୍ବନ୍ଧିତ ସମସ୍ୟା ହେବା – ଏକ୍ସପୋର୍ଟ ଲୋକମାନେ କୁହନ୍ତି ଯେ ଯଦି ମହିଳାଙ୍କ ପେଟରେ ପୁଅ ଥାଏ ତେବେ ତାଙ୍କ ମୁହଁରେ ବ୍ରଣ ଆଦି ସମସ୍ୟା ଦେଖାଦିଏ। ଅନ୍ୟ ପକ୍ଷରେ ଯଦି ମହିଳାଙ୍କ ରୂପରଙ୍ଗରେ ନିଖାର ଆସିଥାଏ ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ |

ବେକିଂସୋଡ଼ା ବା ଖାଇବା ସୋଡ଼ା ଟେଷ୍ଟ୍ – ଖାଇବା ସୋଡ଼ାର ବ୍ୟବହାର କରି ମଧ୍ୟ ଆପଣ ଗର୍ଭରେ ଥିବା ଶିଶୁର ଲିଙ୍ଗ ନିରୂପଣ କରିପାରିବେ | ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନବେ, ଏଥିରେ ଗୋଟିଏ ଚାମଚ ବେକିଂସୋଡ଼ା ପାକାଇବେ। କୁହାଯାଏ ଯେ ପରିସ୍ରାରେ ବେକିଂସୋଡ଼ା ପକାଇବା ପରେ ଫେଣ କିମ୍ବା ଫୋଟକା ହେବାକୁ ଲାଗେ ତେବେ ଗର୍ଭରେ ଝିଅ ଅଛି। ଯଦି ସୋଡ଼ା ପକାଇବା ପରେ କୌଣସି ପରିବର୍ତ୍ତନ ନ ଆସିଲା ତେବେ ଗର୍ଭରେ ଥିବା ଶିଶୁ ପୁଅ ହୋଇଥାଏ |

ଚଟପଟା କିମ୍ବା ମିଠା ଖାଇବାର ଇଚ୍ଛାହେବା – ଗର୍ଭଧାରଣ ସମୟରେ ଯଦି ଜଣେ ମହିଳାକୁ ମିଠା ଅଧିକ ଖାଇବାର ଇଚ୍ଛା ହୁଏ ତେବେ ତାଙ୍କ ପେଟରେ ଝିଅ ହୋଇଥାଏ | ଅନ୍ୟପଟେ ଯଦି ତାଙ୍କୁ ଅଧିକ ଖଟା,ଚଟପଟା, ମସଲା ଯୁକ୍ତ ଖାଦ୍ୟ ଏବଂ ଲୁଣି ଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.