Breaking News

ପେଟର କୃମିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ !

ଆଜ୍ଞା ହଁ, ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ପେଟରେ କୃମି ହେବାର କିଛି ଲକ୍ଷଣ ଓ ସେଥିରୁ ବଞ୍ଚିବାର କିଛି ଉପାୟ । ତେବେ ଆସନ୍ତୁ ଜାଣିବା ।
ବାହାର ର ଖୋଲା ଖାଦ୍ୟ ପେଟ ସମ୍ବନ୍ଧିୟ କେତେ ରୋଗ ସୃଷ୍ଟି କରିଥାଏ । ବାହାର ଖାଦ୍ଯ ଖାଇବା ଦେହ ପ୍ରତି ହାନିକାରକ ହୋଇଥିବା ହେତୁ ବାହାର ଖାଦ୍ଯ ଖାଇବା ଅନୁଚିତ ଅଟେ । ହେଲେ ଆଜିକାଲି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ବାହାର ଖାଦ୍ଯ ଖାଇବାକୁ ବହୁତ ପସନ୍ଦ କରନ୍ତି।


ଫାଷ୍ଟ ଫୁଡ ହେଉ କି କୋଲ୍ଡ ଡ୍ରିଂକ୍ସ ବା ଫ୍ରୋଜେନ ଫୁଡ ସବୁଥିରେ ପ୍ରଚୁର ମାତ୍ରାରେ ଫ୍ୟାଟ, ସୁଗାର ଅର୍ଟିଫିସିଆଲ କଲର ଏବଂ ପ୍ରିଜର୍ବେଟିବ ଆଦି ଥାଏ । ଯାହାର ଅତ୍ୟଧିକ ସେବନ ଆମ ଶରୀରୀକୁ ଅସୁସ୍ଥ କରିବାରେ ବେସୀ ସମୟ ଲାଗନ୍ତି ନାହିଁ ।

ଏଥିରୁ ମୁକ୍ତି ପାଇବା ପାଇଁ ଚାହାନ୍ତି ତ ସବୁଠୁ ପ୍ରଥମେ କିଛି ପୋଦିନା ପତ୍ରକୁ ଧୋଇ, ଏଥିରେ ½ ଚାମଚ୍ ଲେମ୍ବୁ ରସ ଓ 5ଟି ଗୋଲମରିଚ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ । ତାପରେ ଏଥିରେ ସ୍ଵାଦ ଅନୁସାରେ ଅଳ୍ପ ଲୁଣ ବା ଚିନି ମିଶାଇ ଏଥିରୁ ପ୍ରତି ସକାଳ ସନ୍ଧ୍ୟା ରେ ଏହାକୁ ଏକ ଚାମଚ୍ ସେବନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ପେଟରେ କୃମି ସମସ୍ୟାରୁ ମୁକ୍ତି ପାଇପାରିବେ ଓ ଆରମ ମିଳିବ । କେବଳ ଏତିକି ନୁହେଁ ଏହା ବ୍ୟତିତ ଆପଣକୁ ନିଜର ଖାଦ୍ଯ ପେୟ ପ୍ରତି ବହୁତ ସଜାଗ ରହିବାକୁ ପଡିବ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *