Breaking News

ପତ୍ନୀ ଙ୍କ ସହ ରୋମାନଟିକ ଡାନ୍ସ ରେ ନଜର ଆସିଲେ ଧୋନୀ

ଯେପରିକି ଆପଣମାନେ ସମସ୍ତେ ଏହା ନିଶ୍ଚିନ୍ତ ଜାଣିଥିବେ ଯେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସବୁଦିନ ପାଇଁ ସନ୍ନ୍ୟାସ ନେଇଯାଇଛନ୍ତି କିନ୍ତୁ ସେ ଫ୍ୟାନ୍‌ଙ୍କ ଠାରୁ ଦୂରେଇ ଯାଇନାହାନ୍ତି। ତେବେ ମଝିରେ ମଝିରେ ସେ ତାଙ୍କ ସୋସିଆଲ ମିଡିଆ ଏକାଉନ୍ଟ ରେ ନିଜର କିଛି ନା କିଛି ଝଲକ୍‌ ଦେଖାଇଥାନ୍ତି।ତେବେ ଧୋନିଙ୍କଠାରୁ ଅଧିକ ତାଙ୍କ ପତ୍ନୀ ସାକ୍ଷୀ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହିଥାନ୍ତି। ତେବେ ସାକ୍ଷୀ କିଛି ଦିନ ପୂର୍ବେ ସୋଶିଆଲ ମିଡିଆ ଏକାଉନ୍ଟ ରେ ଏକ ଭିଡିଓ ଛାଡିଥିଲେ ଯେଉଁଥିରେ ସେ ତାଙ୍କ ସ୍ଵାମୀ ମାହି ଙ୍କ ସହ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି |

ତେବେ ସାକ୍ଷୀ ନିଜ ସାଙ୍ଗମାନଙ୍କ ସହ ଏବଂ ଧୋନିଙ୍କ ସହ ଫଟୋ ଉଠାଉଛନ୍ତି। ପରେ ତାଙ୍କ ସାଙ୍ଗମାନେ ଚାଲିଯିବା ପରେ ସେ ଧୋନିଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ତେବେ ଏହି ଭିଡିଓ ଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି । ପ୍ରକାଶ ଯେ ଏହି ଭିଡିଓଟି ସାକ୍ଷୀଙ୍କର ଜଣେ ସାଙ୍ଗର ବିବାହ ବେଳର।

ସାକ୍ଷୀ ତାଙ୍କ ବିବାହ ବେଳର ଅନେକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ତେବେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏହି ବିବାହରେ ମହେନ୍ଦ୍ର ସିଂହ ଧୋନିଙ୍କ ଲୁକ୍‌ ମଧ୍ୟ ବେଶ୍‌ ଡାସିଙ୍ଗ ଲାଗୁଛି।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.