Breaking News

ପତି ପତ୍ନୀ ପରସ୍ପର କିପରି ବ୍ୟବହାର କରିବା ଉଚିତ !

ଦର୍ଶକବନ୍ଧୁ ଆଜିର ଦୁନିଆରେ ଏମିତି କିଛି ଦେଖିବାକୁ ମିଳୁଛି ଯାହା ନ ଦେଖାଯିବା ଉଚିତ ଆମ ଏଇ ଦୁନିଆରେ ଦିନ କୁ ଦିନ ବହୁତ ଡେଭଲପ ହେବାକୁ ଲାଗିଛି ଏଠି ସହିତ କିଛି ସମସ୍ୟା ମଧ୍ୟ ଦେଖା ଦେଇଛି ପ୍ରାୟ ଜାଗାରେ ପତି ପତ୍ନୀଙ୍କ ଝଗଡା ବହୁତ ଜାଗାରେ ବଢ଼ିଯାଇଥାଏ ଏଥିପାଇଁ ସମାଜରେ ଏକ ପ୍ରକାର ନିନ୍ଦା ର ସାମ୍ନା କରିବାକୁ ପଡେ |

ତେବେ ଆସନ୍ତୁ ଜାଣିବା ପତି ପତ୍ନୀ କେମିତି ରହିବ ଉଚିତ | ଦର୍ଶକବନ୍ଧୁ ପତି ପତ୍ନୀ ପରସ୍ପର କିପରି ବ୍ୟବହା କରିବା ଉଚିତ ପତି ସବୁବେଳେ ବିଚର କରିବା ଉଚିତ ଯେ ମାତା ପିତା ଭାଇ ଭଉଣୀ ଙ୍କୁ ଛାଡି ବହୁତ ଇଛି ତ୍ୟାଗ ଦେଇ ପତ୍ନୀ ମୋ ପାଖକୁ ଆସିଛି ତାର କୌଣସି ପ୍ରକାର ଅସୁବିଧା ହେବା କଥା ନୁହେଁ ମୋ ଅପେକ୍ଷା ତାକୁ ଉତ୍ତମ ସୁଖ ସୁବିଧା ମିଳୁ |

ତାର ପତି ବ୍ରତା ଧର୍ମ ସୁରକ୍ଷିତ ହେଉ ଓ ତାର ଉଦ୍ଧାର ହେଉ | ପତ୍ନୀ ବିଚାରିବା ଉଚିତ ଯେ ସମୁଦ୍ର ପାରି ହୋଇ ଆସି ମୁ କୂଳରେ ପୁଣି ବୁଡି ନଯାଏ ଅର୍ଥାତ ମୁ ନିଜେ ମୋ ଗୋତ୍ର କୁଳ ଓ କୁଟୁମ୍ବ ଛାଡି ପତି ଗୃହକୁ ଆସିଛି |

ଅଥଜେ ମୋ କାରଣରୁ ପାଇ କୂଳେ ଦୁଃଖ ଅପମାନ ନିନ୍ଦା ନ ହେଉ ମୁ ସମସ୍ତ ପ୍ରକର କଷ୍ଟ ସହନ ପାଇଁ ପ୍ରସ୍ତୁତ | କିନ୍ତୁ ସ୍ୱାମୀଙ୍କୁ କିଛିଭି ମାତ୍ର କଷ୍ଟ ନ ହେଉ ପତିଙ୍କର ମଙ୍ଗଳ ହେବ ପ୍ରତି ପତ୍ନୀର ଦୃଷ୍ଟି ରହିବା ଉଚିତ ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଲେ ତ ପତି ଓ ପତ୍ନୀ ପରସ୍ପର କିପରି ରହିବ ଉଚିତ ଓ କିପରି ରହିଲେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭଲ ସେ ଗଢି ଉଠିବ ଯଦି ଆପଣମାନଙ୍କୁ ଏହା ଠିକ ଲାଗୁଥାଏ ତେବେ ଗୋଟେ ସେଆର ନିଶ୍ଚିତ କରିବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.