Breaking News

ପରିସ୍ଥିରେ ପଡ଼ି ଦ୍ୱତୀୟ ବିବାହ କଲେ ଓଡ଼ିଆ ହିରୋ ଅମ୍ଲାନ, ଏମିତି କଣ ହେଲା କି ଦ୍ୱତୀୟ ବିବାହ କାହିଁକି କଲେ ଅମ୍ଲାନ ଆପଣମାନେ ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ ଅଲିଉଡର ଜବରଦସ୍ତ ଅଭିନେତ୍ରୀ ତୃପ୍ତିଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ତୃପ୍ତି | ତାହାଲେ ସେ କାହାକୁ ବିବାହ କରିଛନ୍ତି ଆସନ୍ତୁ ଜାଣିବା | ଆଗରୁ ଆପଣ ମାନେ ମହାଦେବୀ ସିରିଏଲ ରେ ତୃପ୍ତିକୁ ଅବିନୟ କରୁଥିବା ଦେଖିଥିବେ ଏଜେହିଁ ସିରିଏଲ ଖୁବୁ ଶୀଘ୍ର ଅଭିନୟ ଅକରଣରୁ ସାରା ଓଡିଶା ରେ ଲୋକ ମାନେ ତାଙ୍କୁ ବହୁତ ଅଧିକ ପସନ୍ଦ କରିଥିଲେ ଏହି ସିରିଏଲ ସାରିବା ପରେ ସେ ବର୍ତମାନ ସମୟରେ ବହୁ ସିରିଏଲ ଓ ସିନେମାରେ ଅଭିନୟ କରୁଥିବା ନଜର ଆସିଛନ୍ତି |

ସିରିଏଲ ରେ ସି ମୁଖ୍ୟ ହିରୋଇନି ଭାବରେ ଅଭିନୟ କରୁଥିବା ବେଳେ ସେ ବର୍ତମାନ ସମୟରେ ସେ ସିନେମାରେ ମୁଖ୍ୟ ହିରୋଇନି ଭାବରେ ନଜର ଆସୁଛନ୍ତି | ବର୍ତମାନ ସମୟରେ ତୃପ୍ତିଙ୍କୁ ହାତରେ ୭ଟି ଫିଲ୍ମର ଅଫର ରହିଛି ଆଉ ଏହି ଫିଲ୍ମର ସୁତିଙ୍ଗି ସେଟରେ ସେ ବହୁତ ବେସ୍ତ ଥିବାର ଜଣା ପଡିଛି | ତୃପ୍ତିଙ୍କର ଆସୁଥିବା ଓଡ଼ିଆ ଫିଲ୍ମର ସୁଟିଙ୍ଗ ସେଟରେ ବହୁସାରା ମଜା ମସ୍ତି କରୁଥିବାରନଜର ଆସୁଛନ୍ତି |

ଗତ ଦିନ ମାନଙ୍କରେ ତାଙ୍କର ଅମ୍ଲାନ ସହିତ ଗୋଟିଏ ଓଡ଼ିଆ ଫିଲ୍ମର ସୁତିଙ୍ଗି ଚାଲୁଥିଲା ବେଳେ ଯେଉଁଥିରେ ସେ ଅମ୍ଲାନଙ୍କୁ ସେ ବିବାହ କରିବାଉ ଯାଉଛନ୍ତି ତୃପ୍ତି ରିଏଲ ଲାଇଫ ରେ ବିବାହ କରିନାହାନ୍ତି ବରଂ ଫିଲ୍ମ ଲାଇଫ ରେ ବିବାହ କରିଛନ୍ତି | ଏହା ସହିତ ଗତଦିନ ମାନଙ୍କରେ ସମ୍ବିତିଙ୍କ ସହିତ ଗୋଟେ ନୂଆ ଓଡ଼ିଆ ଫିଲ୍ମର ସୁତିଙ୍ଗିରେ ସେ ମଧ୍ୟ ବେସ୍ତ ଅଛନ୍ତି ଏହି ଫିଲ୍ମଟିର ନାମ ରହିଛି ମୁ ଫେରିଲେ ତୁମର ଏହି ଆଗାମୀ ଦିନ ମାନଙ୍କରେ ରିଲିଜି ହେବାକୁ ଯାଉଛି | ଏହି ଫିଲ୍ମର ସୁଟିଙ୍ଗ ବର୍ତମାନ ସମୟରେ ଖୁବୁ ଜୋର ସୋର ଚାଲିଛି | ତାହାଲେ ଫ୍ରେଣ୍ଡସେ ଆପଣଙ୍କୁ ତୃପ୍ତିଙ୍କ ଅଭିନୟ ମହାଦେବୀ ସିରିଏଲରେ କେମିତି ଲାଗୁଥିଲା ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.