Breaking News

ଏକାଠି ପିକନିକ ମନାଉଥିବାର ଓ ମଜାମସ୍ତି କରୁଥିବାର ନଜର ଆସିଲେ ସ୍ୱରାଜ ଓ ଶିବାନୀ, ଦେଖନ୍ତୁ ଭିଡିଓ

ଦର୍ଶକବନ୍ଧୁ ଓଲିଉଡର ଜବରଦସ୍ତ ହିରୋ ସ୍ବରାଜ ଓ ଶିବାନୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିସାରିଥିବେ ଶିଶୁ କଳାକାର ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ଓଲିଉଡର ଏହି ଜବରଦସ୍ତ ହିରୋ ଏବଂ ହିରୋଇନ୍ ଆଉ ବର୍ତ୍ତମାନ ସମୟରେ ମୁଖ୍ୟ ନାୟକ ଓ ମୁଖ୍ୟ ନାୟିକା ଭାବରେ ଫିଲ୍ମରେ ଅଭିନୟ କରୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ସ୍ବରାଜ ଓ ଶିବାନୀ ଦୁହେଁ ନିଜ ପରିବାର ଲୋକଙ୍କ ସହିତ ପୀକ୍ନିକ୍ ମନାଇବା ପାଇଁ ଯାଇଥିବାର ଦେଖା ଦେଇଛନ୍ତି ଆଉ ପୀକ୍ନିକ୍ ରେ ସେମାନେ ବୋହୁତ ସାରା ମଜାମସ୍ତି କରିବା ସହିତ ବୋହୁତ ସାରା ନାଚଗୀତ ବି କରୁଛନ୍ତି ଏବଂ ଏହିସବୁ ଫଟୋ ଏବଂ ଭିଡିଓ ସେମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ କରିଥିବାର ନଜର ଆସିଛନ୍ତି।

ଦର୍ଶକ ବନ୍ଧୁ ଆଗାମୀ ଦିନମାନଙ୍କରେ ସ୍ବରାଜ ଓ ଶିବାନୀଙ୍କୁ ନେଇ ଗୋଟିଏ ନୂଆ ଓଡ଼ିଆ ଫିଲ୍ମଟିଏ ଆସିବାକୁ ଯାଉଛି ଯାହାର ସୁଟିଂ ବର୍ତ୍ତମାନ ସମୟରେ ଚାଲିଛି ଓ ଆସନ୍ତା ରଜରେ ଏହି ଫିଲ୍ମଟି ରିଲିଜ ହେବ ବୋଲି ମଧ୍ୟ କୁହାଯାଇଛି।

ବର୍ତ୍ତମାନ ସମୟରେ ସ୍ବରାଜ ଓ ଶିବାନୀ ଦୁହେଁ ପରସ୍ପରଙ୍କ ପରିବାର ଲୋକଙ୍କ ସହିତ ପୀକ୍ନିକ୍ ମନଉ ଥିବାର ନଜର ଆସିଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ସ୍ବରାଜ ଓ ଶିବାନୀଙ୍କ ଯୋଡ଼ିରେ ଓଡ଼ିଆ ଫିଲ୍ମ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାନ୍ତୁ ।

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.