Breaking News

ପରୀ ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଓଡିଶା ଆସିବେ ନିର୍ଭୟା ଓକିଲ ସୀମା ! ଯଦି ଆପଣ ମାନେ ଚାହୁଁଛନ୍ତି ସୀମା ପରିର କେସ ଲଢନ୍ତୁ ତାହେଲେ ଏହି ଖବର କୁ ସେୟାର କରନ୍ତୁ..

ଆପଣମାନ ଜାଣିଥିବେ ବହୁ ଚର୍ଚ୍ଚିତ ନୟାଗଡ଼ ପରି କେସ କୁ ନେଇ ଦିନକୁ ଦିନ ନୂଆ ଘଟଣା ମାନ ସାମ୍ନା କୁ ଆସୁଛି।ତେବେ କେସ ରେ ଗିରଫ ହୋଇଥିବା ଦୋଷୀ ସରୋଜ ସେଠି କୁ ଦୋଷୀ ବୋଲି ଗ୍ରହଣ କରିବାକୁ ନାରାଜ ପରିର ପରିବାର ଲୋକ ।

 

ଏପରିକି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରୋଜ ସେଠି ନାବାଳକ ହୋଇଥିଲେ ହେଁ କୋର୍ଟ ରେ ସାବାଳକ ବୋଲି SIT ଦର୍ଶାଇଥିଲା Iଏପଟେ ପୋସ୍କୋ କୋର୍ଟ କହିଛନ୍ତି ଯେ ସରୋଜ ନାବାଳକ ଅଟେ।ଆପଣ ମାନେ ଜାଣିଥିବେ ନିର୍ଭୟା ଙ୍କ କେସ ଲଢ଼ିଥିବ ଓକିଲ ସୀମା ଙ୍କୁ ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଯେ ପରି ର କେସ ସୀମା ଲଢନ୍ତୁ ।

କିଛି ଲୋକ ମଧ୍ୟ ସୀମା ଙ୍କୁ ଟ୍ୱିଟ କରି କହିଥିଲେ କି ସେ ଏ କେସ ଲଢନ୍ତୁ। ବିଶେଷ କରି ଢେଙ୍କାନାଳ ର ସମ୍ବିତ ନନ୍ଦ ଙ୍କ ଟ୍ୱିଟ ର ପ୍ରତି ଜବାବ ଦେଇ ଘଟଣାର ସବିଶେଷ ତଥ୍ୟ ମାଗିଥିଲେ ସୀମା Iଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।କଣ ସତରେ ସୀମା ଲଢ଼ିବେ ପରିର କେସ ତେବେ ଆସନ୍ତୁ ଜାଣିବା ଏହି ଖବର ରେ।

 

ଆପଣ ମାନେ ଜାଣିଥିବେ ନିର୍ଭୟା କେସ ରେ ଦୋଷୀ ଙ୍କୁ ଦଣ୍ଡ ରୁ ତିନି ତିନି ଥର ବଞ୍ଚାଇ ଦେଇଥିଲେ ଦୋଷୀଙ୍କ ଓକିଲ କିନ୍ତୁ ସୀମା ହାର ମାନିନଥିଲେ ଲଢ଼ିଥିଲେ ଏବଂ ଶେଷରେ ଦୋଷୀ ମାନଙ୍କୁଫା ସୀଦଣ୍ଡ ମିଳିଥିଲା।


ପରି କେସ ର ସମସ୍ତ ରିପୋର୍ଟ ପାଇବା ପରେ ସେ ସେହି ରିପୋର୍ଟ ଗୁଡିକୁ ଭଲ ଭାବରେ ଯାଞ୍ଚ କରୁଛନ୍ତି। ଆଗାମୀ ଦିନରେ ହୁଏତ ସୀମା ଏହି ପରି କେସ ଲଢ଼ିପାରନ୍ତି।ତେବେ ପରି କେସ କୁ ନେଇ ସୀମା ଏବେ ଗୋଟେ ଟ୍ୱିଟ କରିଛନ୍ତି।

ଜଷ୍ଟିସ ଫର ପରୀ ଲେଖି ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ସମେତ ମିଡ଼ିଆ ମାନଙ୍କୁ ଟ୍ୟାଗ କରିଛନ୍ତି Iଆପଣ ମାନଙ୍କୁ ଏଥିରୁ କଣ ଜଣିପାରୁଛନ୍ତି ପରିର କେସ ଲଢ଼ିବେ କି ସୀମା ଯଦି ହଁ ତାହେଲେ ଏହି ଖବର ଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *