ୟୁରୋପ ର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ଉପରେ ରୁଷ ହ-ମ-ଲା କରିବା ପରେ ସମଗ୍ର ବିଶ୍ୱ ପ୍ରତି ସମସ୍ୟା ସୃଷ୍ଟି ହୋଇଛି ଏହି ପରମାଣୁ ପ୍ଲାଣ୍ଟ ଉପରେ ରୁଷ ବୋ-ମା-ମା-ଡ କରିବା ପରେ ପ୍ଲାଣ୍ଟ ରେ ନିଆଁ ଲାଗି ଯାଇଛି ତେବେ ଏହାକୁ ଯଦି ଠିକ ସମୟରେ ଲିଭା ନ ଯାଏ ତେବେ ଭ-ୟ-ଙ୍କ-ର ପରିସ୍ଥିତି ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଇଛି |
ନିଆଁ ଲାଗିଥିଲେ ମଧ୍ୟ ରୁଷ ସେଠାକୁ ଅଗ୍ନିଶ୍ରମ କର୍ମଚାରୀ ମାନଙ୍କୁ ସେଠାକୁ ଛାଡୁନାହିଁ ଏପରି ଏକ ବି-ପ-ଦ କୁ ନେଇ ଆମେରିକା ର ରାଷ୍ଟ୍ରପତି ଜୋଏ ବାଇଡେନ ରୁଷ କୁ ସହାୟତା କରିବାକୁ ନିଵେଦନ କରିଛନ୍ତି ୟୁକ୍ରେନ ର ଏହି ପେଣ୍ଟ ପାଖରେ ସମସ୍ତ କମାକାର୍ୟ ବନ୍ଦ କରି ରୁଷ କିଛି ସୈନିକଙ୍କ ସ୍ତିତି ନୟନ୍ତ୍ରଣ କରନ୍ତୁ ବୋଲି ବାଇଡେନ ରୁଷ କୁ ନିବେଦନ କରିଛି |
ତେବେ ଏହି ଘଟଣା ଘଟିବ ପରେ ୟୁକ୍ରେନ ର ରାଷ୍ଟ୍ରପତି ଡରିଯାଇ ଜୋଏ ବାଇଡେ଼ନ କୁ ସମସ୍ତ କଥା କହିଥିଲେ ଏଥିସହିତ ସେ ପ୍ଲାଣ୍ଟ ରେ ଲାଗିଥିବା ନିଆଁ ଲିଭାଇବାକୁ ସହଯୋଗ କରିବା ପାଇଁ ବାଇଡେନ କୁ ଅନୁରୋଧ କରିଥିଲେ |
ୟୁକ୍ରେନ ର କର୍ମଚାରୀ ମାନେ ନିଆଁ ଲିଭାଇବାକୁ ସେଠାକୁ ଯାଇପାରୁ ନାହାନ୍ତି ଯେଉଁ କାରଣରୁ ପ୍ଲାଣ୍ଟ ର ଅତ୍ୟଧିକ ସ୍ଥାନରେ ନିଆଁ ବଢିବାକୁ ଲାଗିଛି ଯେଉଁ କାରଣରୁ ଅନେକ ଦେଶ ରୁ କୁ ଅନୁରୋଧ କରିଛନ୍ତି କି ସେ ନିଅଁ ଲିଭାଇବାରେ ଅଗ୍ନିଶମ ଟିମ ଙ୍କୁ ସହଯୋଗ କରନ୍ତୁ |
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଯୁଦ୍ଧ ର ସ୍ତିତି ଆଗକୁ ବଢି ବଢି ଯାଉଛି ଯେଉଁ କାରଣରୁ ସାରା ଦେଶରେ ବିଶ୍ୱଯୁଦ୍ଧ କୁ ନେଇ ପ୍ରଶ୍ନ ଉଠିଛି ଏହି ସବୁ ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଡରାଇ ଦେଇଛି ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |