Breaking News

ପପୁ ପମ ପମ ଙ୍କ ଫ୍ୟାମିଲି ଆପଣ ଆଗରୁ ଦେଖିନଥିବେ …

ଦର୍ଶକବନ୍ଧୁ ଆପଣମାନେ ତ ଓଲିଉଡ଼ ର ଜବରଦସ୍ତ କମେଡିଆନ ପପୁ ପମ ପମ ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ କମେଡି ଭିଡିଓ ଆପଣମାନେ ନିଶ୍ଚିତ ଭାବରେ ହସିଥିବେ ଓ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଥିବେ ତେବେ ସେ ତାଙ୍କ କମେଡି ଦ୍ୱାରା ଲୋକଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ମଧ୍ୟ ସଫଳ ହୋଇପାରିଛନ୍ତି ତେବେ ଫ୍ରେଣ୍ଡ୍ସ ଆସନ୍ତୁ ଜାଣିବା ପପୁ ଙ୍କ ବିଷୟରେ ଓ ତାଙ୍କ ପରିବାରରେ କିଏ ସବୁ ଅଛନ୍ତି |

ଓଲିଉଡ଼ ର କମେଡି କିଙ୍ଗ ହେଉଛନ୍ତି ପପୁ ପମ ପମ ସେ ଓଡ଼ିଆ ଫିଲ୍ମ ରେ ପ୍ରାୟ 10 ବର୍ଷ ହେବ ରାଜ କରି ଆସୁଛନ୍ତି ଓ ତାଙ୍କର କମେଡି ଓଡିଶା ର ଘରେ ଘରେ ପସନ୍ଦ କରାଯାଉଛି ଏବେ ପପୁ ପମ ପମ ପରିବାର ସହ ଭୁବନେଶ୍ୱର ରେ ରହୁଛନ୍ତି ଓ ବର୍ତ୍ତମାନ ସମୟରେ ପପୁ ଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ମଧ୍ୟ ଅଛନ୍ତି |

ପପୁ ପମ ପମ ଙ୍କର ଆଗାମୀ ସମୟରେ ଆସିବାକୁ ଯାଉଛି ଏକ ନୂଆ ଫିଲ୍ମ ଯାହା କରୋନା ସଂକ୍ରମଣ ଯୋଗୁ ସୁଟିଂ ବନ୍ଦ ରହିଛି ଏବେ କିଛିଦିନ ହେବ ପପୁ ପମ ପମ ଙ୍କ ପୁଅ ମଞ୍ଜରି ଟିଭି ରେ ଏକ କମେଡି ସୋ ରେ ନଜର ଆସୁଛନ୍ତି ଫ୍ରେଣ୍ଡ୍ସ ଆପଣମାନଙ୍କୁ ପପୁ ପମ ପମ ଙ୍କ କମେଡି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.