Breaking News

ପାଣିରେ ବୁଡିଯିବ ଏହି ୯ଟି ସହର….. ଓଡିଶା ର ଏହି ସବୁ ସହର ଅଛି କି ନାହିଁ….

ଦର୍ଶକବନ୍ଧୁ ୨୦୩୦ ସୁଦ୍ଧା ଆଉ ମାତ୍ର ୯ ବର୍ଷ ପରେ ପାଣି ରେ ବୁଡ଼ିଯିବ ଏହି ଦୁଇଟି ସହର।ଆସିବ ଭୟଙ୍କର ଜଳ ପ୍ରଳୟ । ବନ୍ଧୁଗଣ ସୁଚନା ଅନୁଯାଇ ଆଉ ମାତ୍ର ୯ ବର୍ଷ ବାକି ଏହା ପରେ ପାଣି ରେ ବୁଡ଼ିଯିବ ସହର। କେବଳ ଗୋଟିଏ ସହର ନୁହେଁ ପାଣିରେ ବୁଡ଼ିଯାଇପରେ ୯ ଟି ସହର । ୨୦୩୦ ସୁଧ ପାଣିରେ ବୁଡିଯାଇପରେ କଲିକତା ସହର ସମେତ ବିଶ୍ୱ ର ଏହି ସବୁ ସହର। ଏହି କଥା ଟି ମିଛ ଭଳି ଲାଗୁଥିଲେ ମଧ୍ୟ ସତ ହେବାକୁ ଆଉ ମାତ୍ର କେତୋଟି ଶବ୍ଦ ବାକି ଅଛି।

ସମୁଦ୍ର ର ଜଳ ପତ୍ତନ ବୃଦ୍ଧି ଯୋଗୁଁ ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱ ର କିଛି ସହର ଜଳ ମଗ୍ନ ହେବ ବୋଲି କ୍ଲାଇମେଟ ସେଣ୍ଟର୍ ଦର୍ଷାଇଚି। ବର୍ତ୍ତମାନ ନ ହେଲା ମଧ୍ଯ ୨୦୩୦ ସୁଦ୍ଧା ଅନେକ କିଛି ବଦଳିବକୁ ଯାଉଛି। ଏବେ ଠାରୁ ବନ୍ୟା ପ୍ରତିରୋଧ କରି ପଚାରି ନିର୍ମାଣ ସହିତ ସହର ର ଢାଞ୍ଚା ପରିବର୍ତ୍ତନ କରାଗଲେ ବିଶ୍ୱ ର ୯ ଟି ସହର ଆଂଶିକ ଅଥବା ସମ୍ପୂର୍ଣ୍ଣ ଭାବରେ ଜଳ ମଗ୍ନ ହେବାର ଆଶଙ୍କା କରଯାଇଛି। କ୍ଲାଇମେଟ ସେଣ୍ଟ୍ରାଲ ଜାରି କରିଥିବା ମାନଚିତ୍ର ରେ ବିଶ୍ଵ ର ୯ ଟି ସହର ରହିଛି।

ନେଦରଲାଣ୍ଡ ର ଅଷ୍ଟ୍ରଡ଼ା, ଇରାନ ର ବାସ୍ରା,ଯୁକ୍ତ ରାଷ୍ଟ୍ର ଆମେରିକା ର ନୁଏ ଆଇସଲ୍ୟାଣ୍ଡ,ଇଟାଲୀ ର ଭାନିସ,ଥାଇଲାଣ୍ଡ ର ବ୍ୟାଙ୍କକ, ଭିଆନା ର ଯାଇ ଟାଉନ ଏବଂ ଯୁକ୍ତ ରଷ୍ଟେଲର ଆମେରିକା ର ଅଭାର୍ଣ୍ଣ ଜଳ ମଗ୍ନା ହେବାର ଆଶଙ୍କା କରାଯାଇଛି।ଏହା ସହ ଭାରତ ର ସର୍ବ ପୁରାତନ ସହର କଲିକତା କୁ ପାଣି ଚଡି ଯିବ ବୋଲି କୁହାଯାଉଛି।ଉର୍ବର ମୂର୍ତ୍ତିକୁ ଯୋଗୁ ପୂର୍ବାଞ୍ଚଳ ର ଅଧିଙ୍କାସ ଅଞ୍ଚଳ ସହ ସହ ବର୍ଷ ଧରି ବିଗତ ରହିଆସିଛି। କିନ୍ତୁ କ୍ଲାଇମେଟ ସେଣ୍ଟ୍ରାଲ ମାନଚିତ୍ର ଅନୁସାରେ କଲିକତା ଏବଂ ତାହାର ଚତୃପାଶ୍ଵ ପ୍ରତି ବଡ଼ ବିପଦ ଅଛି।

ଅନବୃଷ୍ଟି ଯୋଗୁଁ ମେନ ସହର ଭଳି କଲିକତା ମଧ୍ୟ ଜଳ ସଙ୍କଟ ର ସମ୍ମୁଖୀନ ହୋଇପାରେ।କିନ୍ତୁ ଆଗକୁ ସ୍ଥଳ ଭାଗ ଆଡ଼କୁ ମଧ୍ୟ ଆସିବ ସମୁଦ୍ର। ବର୍ଷ ବର୍ଷ ଧରି ସମୁଦ୍ର ପ୍ରାଚୀର ଉପରେ ନିର୍ଭର କରି ତିଷ୍ଟି ରହିଥାଏ। ଏହି ବଡ ବଡ଼ ସହର ର ମାନଙ୍କର ଚାରି ପାଶ୍ୱ ରେ ସମୁଦ୍ର ତଥା ନଦୀ ରହିଥିବା ରୁ ସହର ଗୁଡିକ ସଙ୍କଟ ପୂର୍ଣ୍ଣ ବେଶ ରେ ରହି ଅଛି ବୋଲି ଦର୍ଶାଯାଇଛି।ବିଶ୍ଵ ର ଉତପା ଯୌନ ଭଳି ଭାବ ରେ ବଢ଼ିବାକୁ ଲାଗିଛି ଆଜିଠାରୁ ସାଧାରଣ ଜନତା ତାହା ଜାଣିବା ଆବଶ୍ୟକ ରହିଛି । ବନ୍ଧୁଗଣ ଏହି ଗୁରୁତ୍ୱ ପୂର୍ଣ୍ଣ ବିବରଣୀ ସମ୍ବଧ୍ୟ ରେ ଆମକୁ କମେଣ୍ଟ ବକ୍ସରେ ରେ ଜଣାନ୍ତୁ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.