Breaking News

ପାଣିପାଗ ବିଭାଗର ସୂଚନା !! ମାଡି ଆସୁଛି ବାତ୍ୟା , ପ୍ରବଳ ବର୍ଷାର ସମ୍ଭାବନା !!

ଦର୍ଶକବନ୍ଧୁ ଆପଣମାନେ ତ ଜାଣିଥିବେ ଆମ ରାଜ୍ୟରେ ପ୍ରତି ବର୍ଷ ଛୋଟ ହେଉ କିମ୍ବା ବଡ଼ ହେଉ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ହୁଏ । କେଉଁ ବର୍ଷ ଫାଇଲିନ ତ କେଉଁ ବର୍ଷ ହୁଡହୁଡ ଫୁଣି କେଉଁ ବର୍ଷ ଫନି ର ଭୟଙ୍କର ରୁପ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ପାଣିପାଗ ବିଭାଗର ସୂଚନା ଆସିଥିଲା ଯେ ଏଇ କିଛି ଦିନ ମଧ୍ୟରେ ପଶ୍ଚିମ ଉପକୂଳରେ ବାତ୍ୟା ର ଏକ ଆଶଙ୍କା ରହିଛି। ମାତ୍ର ଏବେର କଳନା ଅନୁଯାୟୀ ନୂଆ ସୂଚନା ସାମ୍ନାକୁ ଆସିଛି।ତାହା ହେଉଛି ଓଡିଶା ଉପରେ ପୂର୍ବରୁ ପଶ୍ଚିମ ଯାଏଁ ଏକ ଟ୍ରପ ଲାଇନ ରହିଛି ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଗ କୋହଲା ହେବା ସହ ପ୍ରବଳ ବର୍ଷା ମଧ୍ୟ ହେଉଛି।

ତେଣୁ ପାଣିପାଗ ବିଭାଗର ନୂଆ ଆକଳନ ଅନୁଯାୟୀ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳ ବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ଲାଗିରହିବ।ଗତ କାଲି ପାଞ୍ଚଟି ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ ଭଞ୍ଜନଗର ରେ 26 ମିଲିମିଟର ର ବର୍ଷା ହୋଇଥିବା ରେକର୍ଡ ହୋଇଚି। ସୂଚନା ଅନୁଯାୟୀ ଜଣାପଡିଛି ବିଶେଷ କରି କେନ୍ଦ୍ରୀୟ ଓଡ଼ିଶାରେ ପ୍ରବଳ ବର୍ଷା ର ସମ୍ଭାବନା।ସୁନ୍ଦରଗଡ଼, ମୟୁରଭଙ୍କ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ରାୟଗଡା,ମାଲକାନଗିରି,ଭଦ୍ରକ,ସୋନପୁର,ଯାଜପୁର,କଟକ ,ପୁରୀ ,ନୟାଗଡ଼, ଗଜପତି,ଜଗତସିଂହପୁର ରେ ପ୍ରବଳ ବର୍ଷା ଯୋଗୁଁ ଏହି ସବୁ ଅଞ୍ଚଳକୁ ୟେଲୋ ୱାରନିଂ ଜାରି କରା ଯାଇଛି।ଏହି ସବୁ ଅଞ୍ଚଳରେ ଆଗାମୀ 8 ତାରିଖ ବେଲକୁ ପ୍ରବଳ ରୁ ପ୍ରବଳ ବର୍ଷା ର ସମ୍ଭାବନା ରହିଛି।

ଘୁର୍ଣ୍ଣି ଝଡ଼ ସହ ପ୍ରବଳ ବେଗରେ ପବନ ଓ ବର୍ଷା ହେବାର ଆଶଙ୍କା ରହୁଛି । ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ର ଯେଉଁ ଖବର ରହିଛି ସେ ଅନୁସାରେ ମାଲକାନଗିରି, କଳାହାଣ୍ଡି, ସୋନପୁର,ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଜ ଏସବୁ ଅଞ୍ଚଳରେ ତିରିଶି ରୁ ଚାଳିଶି ବେଗରେ ପବନ ବହିବା ସହ ପ୍ରଚୁର ବର୍ଷା ମଧ୍ୟ ରହିଛି। ତାଛଡା ଅନ୍ୟ ସମସ୍ତ ଜାଗାରେ ଏହି ଦିନ ସ୍ଥିତି କିଛି ପରିମାଣରେ ଭଲ ରହିବ।

9 ତାରିଖ ବେଳକୁ ମଧ୍ୟ ଏହାର ପ୍ରଭାବ ରହିବ ଯେମିତିକି ଗଜପତି ,ପୁରୀ, ଜଗତସିଂହପୁର, କଟକ ଆଦି ଅଞ୍ଚଳରେ ଏହିଦିନ ଟିକିଏ ଅଧିକ ପ୍ରଭାବ ଦେଖାଇବାର ସମ୍ଭାବନା ରହିଛି। ସେହିପରି 10 ତାରିଖ ବେଳକୁ ଏହି ଘୁର୍ଣ୍ଣି ଝଡ଼ ର ପ୍ରଭାବ ପ୍ରାୟ ସମସ୍ତ ଅଞ୍ଚଳରେ କମିଯାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେଣୁ ଏହି ପଞ୍ଚଦିନ ଏହି

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *