ରାଜ୍ୟରେ ମୌସୁମୀ ପ୍ରଭାବ ଜାରି ରହିଛି ଆଜି ମଧ୍ୟ 13 ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା 26 ପର୍ଯ୍ୟନ୍ତ ଲାଗି ରହିବ ଏହି ଭଳି ବର୍ଷା ତେବେ ବର୍ଷା ଓ ବଜ୍ରପାତକୁ ନେଇ ଏହି ସବୁ ଜିଲ୍ଲାକୁ ରେଡ ଆଲଟ ଜାରିକରିଛି ପାଣିପାଗ ବିଭାଗ ପୂର୍ବ ଝାଡ଼ଖଣ୍ଡ ଓ ପଶ୍ଟିମ ବ୍ରତୀ ଅଞ୍ଚଳ ଉତ୍ତର ଓଡ଼ିଶାର ବାୟୁ ମଣ୍ଡଳ ଉପରେ ସମୁଦ୍ର ପତନ ଠାରୁ 1.5 କିଲୋ ମିଟର ଓ 5.8 କିଲୋ ମିଟର ଭିତରେ ଗୋଟେ ଘୁନି ବଳୟ ସକ୍ରିୟ ରହିଛି ଯାହାକି ବାୟୁ ମଣ୍ଡଳର ଦକ୍ଷିଣ ଆଡକୁ ଢାଳିଛି ଏହା ପ୍ରଭବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାସହିତ ବଜ୍ରପାତ ର ସମ୍ଭାବନା ଅଛି |
ସୁନ୍ଦର ଗଡ଼ ଝାରସୁଗୁଡା ସମ୍ବଲପୁର ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଗୋଟେ କିମ୍ଭା ଦୁଇଟି ସ୍ତନରେ ବର୍ଷା ହେବାର ସଂଭବନ ରହିଛି ଉପକୂଳ ଓଡିଶା ସମତେ ବାକି ଜିଲ୍ଲା ଗୁଡିକରେ କାଳବୈଶାଖୀ ବର୍ଷା ହେବ ନେଇ ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ତେବେ 26 ତରିକା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲା ରେ ପାଗ ମୁଖ୍ୟତଃ ମେଘୁଆ ରହିବ |
ଘଡଘଡି ଓ ବଜ୍ରପାତ କୁ ନେଇ ମଧ୍ୟ ପାଣିପାଗ ବିଭାଗ ଏହି ସବୁ ଜିଲ୍ଲାକୁ ଅଲଟ ଜାରି କରିଛି ସେଥି ମଧ୍ୟରେ ନୂଆ ପଡା ନବରଙ୍ଗପୁର କଲାହାଣ୍ଡି କନ୍ଧମାଳ କଳାହାଣ୍ଡି ବୋଦ୍ଧ ନୟାଗଡ଼ ଜଗସିଂଗିପୁର କଟକ କେନ୍ଦ୍ରପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ସେହି ପରି 25 ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମତେ ଅଭୁନ୍ତରଣ ଓଡ଼ିଶାରେ ବର୍ଷା ହୋଇ ପାରେ 26 ତାରିଖରେ ନବରଙ୍ଗପୁର ନୂଆ ପଡା ବରଗଡ଼ ବଲାଙ୍ଗୀରି ରେ ମଧ୍ୟ ବର୍ଷା ହେବ ନେଇ ଆକଳନ ହୋଇଛି |
ଜୁନି 26 ସୁଦା ରାଜ୍ୟରେ ଦକ୍ଷିଣ ପଶ୍ଟିମ ମୌସୁମୀ ହାରା ହରି 14 ପ୍ରତିଶତ 1 ମିଲିମିଟର ରହିଥିଲା ଯାହାକି ସୋଭଵିକା ବର୍ଷା ଠାରୁ 80 ପ୍ରତିଶତ ନିଅଁଟିଏ ରହିଥିଲା | ରାଜ୍ୟକୁ ମୌସୁମୀର ଆଗସର ହେବାରୁ 30 ତାରିଖ ସୁଦ୍ଧା ଏହି ବର୍ଷାର ପରିମାଣ 78 ମିଲିଲିଟର ସହ ସାତ ଦିନରେ 42 ପ୍ରତିଶତ ବର୍ଷା ହେବ | ଆଜି ଦିନ ସମୟରେ କେନ୍ଦୁଝର ସର୍ବାଧିକ 53 ମିଲିଲିଟର ବର୍ଷା ହୋଇଛି |
Check Also
ଫୁଣି ପଣିପାଗ ପକ୍ଷରୁ ଆସିଲା ବଡ଼ ଖବର, ଏହି ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଦେଖି ରଖନ୍ତୁ କେଉଁ ସବୁ ଜିଲ୍ଲାରେ ଅଧିକ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି !
ବର୍ତମାନର ବଡ଼ ଖବର ଫୁଣି ପାଣିପାଗକୁ ନେଇ ଆସୁଛି ବଡ଼ ସୂଚନା ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 16 …