Breaking News

ମାଡ଼ିଆସୁଛି ଭୟଙ୍କର ବାତ୍ୟା, ୫ ଜିଲ୍ଲାର ଭାଗ୍ୟ ଖରାପ !

ଦର୍ଶକବନ୍ଧୁ ପାଣିପାଗକୁନେଇ ଆସିଲା ବଡ଼ ସୂଚନା ବାତ୍ୟା ଆସାନୀ ପ୍ରଭାବ ଆଣ୍ଡାମାନ ରେଭିଭିନ୍ନ ଅଞ୍ଚଳରେ ଅଞ୍ଚଳ ରେ ପ୍ରବଳ ବର୍ଷା । ଏବେ ଅବପାତ ରେ ନୌଚି ବାତ୍ୟା ର ରୂପ |ତେବେ ଓଡ଼ିଶା ଉପରେ ରହିବା କିପରି ପ୍ରଭାବ ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ଏହି ସବୁ ଜିଲ୍ଲା କୁ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକେଇବା ।

ତେବେ ଆଣ୍ଡାମାନ ଉପରେ ସୃଷ୍ଟି ହେଉଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବବାସହ ଗଭୀର ଅବପତ ରୂପ ଧାରଣ କରିଛି । ଏହା ର ପ୍ରଭାବ ରେ ଆଣ୍ଡାମାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ଧୀରେ ଧୀରେ ଏହା ଘନୀଭୂତ ହେବା ସହ ଏହା ରାତି ଭିତରେ ବାତ୍ୟା ବା ସାଇକ୍ଲନ ର ରୂପ ଧାରଣା କରିବା ବୋଲି ଭାରତ ର ପାଣିପାଗ ବିଭାଗ ରୁ ସୂଚନା ଦିଆଯାଇଛି । ତେବେ ଆଣ୍ଡାମାନ ଏବଂ ଏହା ର ନିକଟ ବର୍ତ୍ତୀ ଅଞ୍ଚଳ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା।

ଏହା ର ପଶ୍ଵବର୍ତ୍ତି ଅବସ୍ଥା ଅଧିକ ଘନୀଭୂତ କରିବା ପାଇଁ ସହାୟକ କରିଥିଲା । ପରେ ଏହା ଗଭୀର ଅବପତ ରେ ପରିଣତ ହେବ ସହ ଦୀପପୁଞ୍ଜ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଯାଇଛି ଏହା ବତିତ ଆଣ୍ଡାମାନ ନିକାବର୍ କୁ ଗତି କରୁଛି ବୋଲି ଭାରତୀୟ ପାଣିପାଗ ରୁ ସୂଚନା ଦିଆଯାଇଛି। ଏହା ମିଆଁମାର ଏବଂ ବାଙ୍ଗଲା ଦେଶ ନିକଟରେ ସ୍ଥଳ ଭାଗ ସ୍ପର୍ଶ କରିପାରେ । ଏହା ର ପ୍ରଭାବ ର ମିଆଁମାର ଏବଂ ଆଣ୍ଡାମାନ ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଏହା ୨୪ ତାରିଖ ରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏବେ ପାଣି ପାଗ ବସେଷଜ୍ଞ ଆହୁରି ସୂଚନା ଦେଉଛନ୍ତି କି ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ଗଞ୍ଜାମ, ମୟୂରଭଞ୍ଜ ,ବାଲେଶ୍ଵରର,ଭଦ୍ରକ ଜିଲ୍ଲା ରେ ହାଲୁକା ରୁ ମଧ୍ୟମ ଧାରଣ ର ବର୍ଷା ହେବାର ସମ୍ଭାବନା ରହିଛି । ଏହା ଥିଲା ପାଣିପାଗ ବିଭାଗ କେନ୍ଦ୍ର ରୁ ଲଟେଷ୍ଟ୍ ଅପଡେଟ।

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.