Breaking News

ପଣା ସଂକ୍ରାନ୍ତିରେ ଏହି 5ଟି ରାଶିର ଭାଗ୍ୟ ବଦଳିବ, ଘରେ ହେବଧନର ବର୍ଷା !

ବନ୍ଧୁଗଣ 14 ଏପ୍ରିଲ ଗୁରୁବାର ଦିନ ପଡୁଅଛି ଓଡ଼ିଆ ନୂଆ ବର୍ଷ ବା ପଣା ସଂକ୍ରାନ୍ତି ଏହି ପଣା ସଂକ୍ରାନ୍ତୀ ଠାରୁ ଏହି 5 ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି ବନ୍ଧୁଗଣ ଆଜିର ବିଷୟଟି ରହିଛି ଓଡ଼ିଆ ନୂଆ ବର୍ଷ 2022ରେ ରାଜାଙ୍କ ଭଳି ଜୀବନ ବିତାଇବେ ଏହି 5ଗୋଟି ରାଶିର ବ୍ୟକ୍ତି ମିଳିବ ବହୁତ ବଡ଼ ଖୁସି ଖବର ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଖୁସିରେ ରହିବାକୁ ଚାହିଁଥାନ୍ତି ଏବଂ ଏହା ମଧ୍ୟ ଚାହିଁଥାନ୍ତି ତାଙ୍କ ପାଖରେ ବହୁତ ଗୁଡିଏ ପଇସା ରହୁ ଏବଂ ତାଙ୍କୁ କୌଣସି ଦିନିସର ଅଭାବ ନରହୁ ତେଣୁ ନିଜ ଭବିଷ୍ୟତ ବିଷୟରେ ପ୍ରତେକ ବ୍ୟକ୍ତି ଜାଣିବାକୁ ଚେଷ୍ଟା କରିଥାନ୍ତି |

ଭରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ତାନସ୍ତରଣ କୁ ସଂକ୍ରାନ୍ତି କୁହାଯିଥାଏ 12 ଗୋଟି ରାଶି ଅନୁସାରେ 12 ଟି ସଂକ୍ରାନ୍ତି ରହିଅଛି ମକର ସଂକ୍ରାନ୍ତି ରୁ ସୂର୍ଯ୍ୟ କ୍ରମ ସହ ପୃଥିବୀର ବିଷୁବ ରେଖା ଆଡକୁ ଗତି କରିଥାନ୍ତି ତେଣୁ ସୂର୍ଯ୍ୟଙ୍କର ରଶ୍ମି କ୍ରମସହ ପ୍ରଖର ହୋଇଥାଏ ଯେଉଁ ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି ସେହି ଦିନକୁ ମେଷ ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି କୁହାଯିଥାଏ ବା ପଣା ସଂକ୍ରାନ୍ତି କୁହାଯାଇଥାଏ | ଏହି ରାଶି ମାନଙ୍କ ଜୀବନରେ ଭଲ ପରିସ୍ଥିତି ଦେଖିବାକୁ ମିଳିବ ଆପଣଙ୍କୁ ଆପଣଙ୍କର ପୂର୍ବରୁ କାର୍ଜିଥିବା କାର୍ଯ୍ୟର ଭାରି ଲାଭ ଏବେ ପ୍ରାପ୍ତ ହେବାକୁ ଯାଉଛି ଘର ପରିବାରର ମାହାଲ ପରିବର୍ତନ ହେବାକୁ ଯାଉଛି |

ବୃଷ ରାଶି
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଖୁବୁ ଭଲ ରହିବାର ଅଛି ଆପଣ ମାନଙ୍କର ଭାଗ୍ୟର ଦ୍ୱାର ଖୋଲିଯିବ ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁଯାଉଅଛି ଆପଣଙ୍କର କିଛି ନୂଆ ଯୋଜନା ହେବାକୁ ଯାଉଅଛି ତାହା ଉପରେ କାମ କରିବା ଆରମ୍ଭ କରିଦିଅନ୍ତୁ ପ୍ରଭୁ ବଜରଙ୍ଗୀ ବାଳିଙ୍କର କୃପା ଆପଣଙ୍କ ଉପରେ ବର୍ଷୀବ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ ଯଦି ଆପଣ ଲମ୍ୱ ସମୟରୁ ପ୍ରୋମସନ କରିବାକୁ ଆପେକ୍ଷ କରିଛନ୍ତି ତେବେ ଏହା ଆପଣାକୁ ଫଳ ପ୍ରାପ୍ତି ହେବ |

ମେଷ ରାଶି
ଏହି ରାଶିର ବ୍ୟକ୍ତି ମାନଙ୍କ ପେଁ ରାଜଯୋଗର ସମୟ ଆସୁଅଛି ଲମ୍ବା ସମୟର ଯେଉଁ ସବୁ ଅସୁବିଦା ସହି ଆସୁଥିଲେ ଏବେ ତାହା ଦୂରୀ ଭୁତ ହେବ ଏବଂ ସମସ୍ୟା ମାନଙ୍କରୁ ମୁକ୍ତି ମିଳିବ ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ ଏବଂ ଉର୍ନତି ମିଳିବ ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ ଯାହାକି ସଠିକ ଦିଗ ଦେଖାଇବା ବେପାରୀ ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ଧନର ବର୍ଷା ହେବାର ଯୋଗ ବନୁଅଛି |

ସିଂହ ରାଶି
ଏହି ରାଶିର ଲୋକମାନଙ୍କ ପାଇଁ ବଡ଼ ଧାନ ଲାଭର ଯୋଗ ବନୁଅଛି ବେପାରୀ ମାନଙ୍କ ପାଇଁ ଏହି କ୍ଷେତ୍ରରେ ଧନ ଲାଭର ସମ୍ଭାବନା ରହିଅଛି ଆପଣ ବହୁତ ଦିନରୁ ଅପକ୍ଷ କରିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ ଏହି ଯୋଗ ପେର ଆପଣଙ୍କର ପଇସାରେ କିଛିବି ଅସୁବିଦଂ ରହିବ ନାହିଁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ଏହି କାରଣରୁ ଆପଣ ସବୁ କ୍ଷେତ୍ରରେ ଆପଣ ସଫଲତ ପ୍ରାପ୍ତ କରିବେ |

ତୁଳା ରାଶି
ତୁଳା ରାଶିର ଲୋକ ମାନଙ୍କୁ ଏହି ମହା ସଂଯୋଗ କାରଣରୁ ବହୁତ କମ ସମୟରେ ଅଧିକ ଲାଭ ଦେଖିବାକୁ ମିଳିବ ଆଗାମୀ ସମୟ ଅପଣଙ୍କ ପାଇଁ ବହୁତ ଖୁସି ପୂର୍ଣ୍ଣ ରହିବ କେବେବି ଆପଣ ପାଖରେ ଧନର ଅଭାବ ଦେଖା ଯିବନାହିଁ ଏବଂ ବଜରଙ୍ଗୀ ବାଳିଙ୍କର କୃପା ଆପଣଙ୍କ ଉପରେ ବନି ରହିବ |

କୁମ୍ଭ ରାଶି
ଏହି କୁମ୍ଭ ରାଶିର ଲୋକ ମାନଙ୍କ ଉପରେ ଏହି ମହା ସଂଯୋଗ ଫଳରେ ଧନର ବର୍ଷା ହୋଇପାରେ କିନ୍ତୁ ଆପଣଙ୍କୁ ବି ସାବଧାନ ରହିବାକୁ ପଡିବ ଆଗାମୀ ଦିନରେ ଆପଣ ଦ୍ୱାରା କୌଣସି ଭୁଲୁ ନହୁଏ ଯାହା ଫଳରେ ବଜରଙ୍ଗୀ ବାଲି ଆପଣଙ୍କ ଉପରେ ରାଗି ନଯାଆନ୍ତି ଏମାନଙ୍କର ସବୁ ଅସୁବିଦା ବହୁ ଶୀଘ୍ର ଦୂର ହେବାକୁ ଯାଉଅଛି | ଏହା ବେତିତ ଚାଲୁଥିବା ଆର୍ଥିକ ଅସୁବିଦଂ ମଧ୍ୟ ବହୁ ଜଲଦି ସମାପ୍ତ ହେବ କୌଣସି କାର୍ଯ୍ୟକୁ ତରତର କଲେ ଆପଣ ଅସୁବିଦାରେ ପଡ଼ି ପାରନ୍ତି | ବନ୍ଧୁଗଣ ଏହା ଥିଲା ସେହି 5 ଗୋଟି ରାଶି ଯେଉଁ ମାନଙ୍କର ଭାଗ୍ୟ ଏହି ପଣା ସଂକ୍ରାନ୍ତିରେ ଠାରୁ ବଦଳିବାକୁ ଯାଉଅଛି ତେବେ ଯଦି ଆପଣଙ୍କ ମଧ୍ୟରେ କେଉଁବି ରାଶି ହୋଇଥାଏ ତାହାନେ ତଳେ ଥିବା ଆମ କମେଣ୍ଟ ବକ୍ସରେ ଜୟ ବଜରଙ୍ଗୀ ବାଲି ଲେଖନ୍ତୁ

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.