Breaking News

ପଣା ସଂକ୍ରାନ୍ତି ରେ ଏହି ଉପାୟ ନିହାତି କରନ୍ତୁ ପୁରଣ ହେବ ସବୁ ମନସ୍କାମନା !

ଦର୍ଶକବନ୍ଧୁ ଏପ୍ରିଲ ୧୪ ତାରିଖ ଦିନ ମହା ବିଶୁଭ ସଙ୍କରାନ୍ତି ଯାହା କୁ ମଧ୍ୟ ପାନ ସଙ୍କରନ୍ତି ବୋଲି କୁହା ଯାଇଥାଏ | ଏହିଦିନ ଯଦି ଆପଣମାନଙ୍କୁ ୨ ଟି ଉପାୟ କହିବି,ଏହି ଦୁଇଟି ଉପାୟ ଯଦି କରିଦେଉଛନ୍ତି ଆପଣଙ୍କ ଘରେ ଥିବା ଗ୍ରହ ଦୋଷ ଖଣ୍ଡନ ହେବ ତାହା ସହ ଆପଣଙ୍କ ପରିବାର ରେ ବୋହୁତ କିଛି ଉନ୍ନତି ଘଟିବ |

 

ଯାହା କି ଶାସ୍ତ୍ର ରେ କୁହାଯାଇଛି ଏହି ବିଶୁଭା ସଂକରନ୍ତି ଟି ବା ପଣା ସଙ୍କରନ୍ତି ଦିନ ଅତ୍ୟନ୍ତ ଶୁଭ ଦିନ ବୋଲି କୁହାଯାଏ | ଯାହାକି ଆମର କିଛି ଉପାୟ କରିବାର ଅଛି ଏହିଦିନ। ପ୍ରଥମ ଟି ହେଉଛି ଆପଣଙ୍କ ଶୋଇବା ରୁମ ରେ ଯଦି ଗୋଟିଏ ଶାମୁକା ଆଣି ରଖୁଛନ୍ତି ତାହେଲେ ଆପଣଙ୍କ ଗ୍ରହ ଦଶ ଖଣ୍ଡନ ହୋଇଥାଏ ଏମିତି ଆପଣଙ୍କ ର ଉନ୍ନତି ହେବ ବୋଲି ଏମିତି କିଛି କୁହାଯାଏ |

ଯଦି ଆପଣ ଏହି ପଣାସଙ୍କରନ୍ତି ଦିନ କେଉଁଠୁ ଗୋଟେ ଶାମୁକା ଆଣି ଶୋଇବା ଘରେ ରଖୁଛନ୍ତି | ତାହା ସହ ଦ୍ୱତୀୟ ଉପାୟ ହଉଚି ଏହି ଦିନ ଆପଣ ରାଧା କୃଷ୍ଣ ଙ୍କ ମୂର୍ତ୍ତି ହଉ କିମ୍ବା ଫଟା ହଉ ତାକୁ ଆଣି ଆପଣ ପଣା ସଂକ୍ରାନ୍ତି ଦିନ ପଶ୍ଚିମ କୋଣ ରେ ଫଟ ଲଗାଇ ଦେଉଛନ୍ତି ତାହେଲେ ଆପଣଙ୍କ ଜିବନ ରେ ଉନ୍ନତି ଆସିବ ଏବଂ ଆପଣଙ୍କ ଗ୍ରହ ଦାସ ଖଣ୍ଡନ ହେବ |

ଯଦି ମୂର୍ତ୍ତି ବା ଫଟୋ ନାହିଁ ତେବେ ଶ୍ରୀକୃଷ୍ଣ ଙ୍କ ମୁକୁଟ କିମ୍ବା ମୌର ପିଂଚ କୁ ଯଦି ଆପଣ ଘରେ ଅନି ରଖୁଛନ୍ତି ତାହେଲେ ଆପଣଙ୍କ ଗ୍ରହ ଦଶା ଖଣ୍ଡନ ହେବ ସହିତ ଜିବନ ରେ ଆପଣଙ୍କର ଉନ୍ନତି ଆସିବ ଯଦି ଆପଣ ଏହି କାମ ଟିକୁ ପଣା ସଂକ୍ରାନ୍ତି କିମ୍ୱା ବିସୁଭ ସଂକରାନ୍ତି ଏହି ଦିନ ରେ ହ୍ନିନପାନଙ୍କୁ କରିବାକୁ ପଡ଼ିବ | ତେବେ ଏ ଥିଲା ଆପଣମାନଙ୍କ ପାଇଁ କିଛି ଜାଣିବା କଥା | ଆପଣ ଏମିତି କିଛି କରୁଛନ୍ତି ତେବେ ଆପଣଙ୍କ ଗ୍ରହ ରେ ବୋହୁତ କିଛି ପରିବର୍ତ୍ତନ ଘଟିବ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.