Breaking News

ପଣା ସଂକ୍ରାନ୍ତି ଦିନ ଭୁଲ୍ ରେ କରନ୍ତୁ ନାହିଁ ଏହି ୫ ଟି କାମ ନହେଲେ ଜିବନସାରା ପସ୍ତେଇବେ

ବନ୍ଧୁଗଣ ପାନ ସଂକ୍ରାନ୍ତି କୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଇଥାଏ ଏହା ସାଧାରଣତଃ ଏପ୍ରିଲ ୧୪ ତାରିକରେ ପଡେ | ବନ୍ଧୁଗଣ ଏହି ବର୍ଷ ଏହି ପଣା ସଂକ୍ରାନ୍ତି ଏହି ମାସ ଠିକୀ ଏହି ଦିନରେ ପଡ଼ିବାକୁ ଯାଉଛି ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରସ୍ମ ଋତୁର ଆରମ୍ଭ ହୋଇଥାଏ ଏବଂ ଏହାକୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ ଏବଂ ଜଗା ଜାଗରେ ଏହାକୁ ଜଳ ସଂକ୍ରାନ୍ତି ଠେକି ବସା ସଂକ୍ରାନ୍ତି ଛତୁଆ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ |

ବନ୍ଧୁଗଣ ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉଁରା ମୂଳେ ବାନ୍ଧି ଦିଆଯାଇଥାଏ ମାଠିଆରେ ଥିବା ଛୋଟ କଣାରୁ ଧୀରେ ଧୀରେ ପାଣି ଝରେ ଯାହାକୁ ବର୍ଷାକୁ ସୂଚାଇ ଥାଏ ଏବଂ ଏହି ଠେକିକୁ ବସୁନ୍ଧରା ଠେକି ମଧ୍ୟ କୁହାଯାଇଥାଏ | ଏବଂ ଏହି ଦିନକୁ ଲୋକ ବେଳ କିମ୍ବା ଛତୁଆ ସହ ପାଳନ କରିଥାନ୍ତି ଏବଂ ଦକ୍ଷିଣ ଓଡ଼ିଶାରେ ମାସ ଧିକ କଲା ଧରି ଚାଲୁଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ବହୁତ ବଡ଼ ଆକାରରେ ପାଳନ କରାଯାଏ | ଯଦି ଏହି ଦିନ ଯେଉଁ ବ୍ୟକ୍ତି ଏହି ୫ଟି କାମ କରିଥାଏ ତେବେ ସେମାନଙ୍କୁ ଗରିବ ଏବଂ ଭିକାରି ହେବାରୁ କେହି ମଧ୍ୟ ବଞ୍ଚେଇ ପାରନ୍ତି ନାହିଁ |

ପ୍ରଥମରେ ହେଉଛି ସମ୍ବଦ୍ଧ ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କର କୃପା ଦୃଷ୍ଟି ନ ପଡୁ ବୋଲି ତ ଖାସ କରି ଆପଣକୁ ସୂଚନା ଦେଉଛୁ କି ଏହି ଦିନ କାହା ସହିତ ମଧ୍ୟ ସମ୍ବଦ୍ଧ ରଖନ୍ତୁ ନାହିଁ | ବନ୍ଧୁଗଣ ମାନ୍ୟତା ଅଛିକି ଏହି ଦିନ ସମ୍ବଦ୍ଧ ସ୍ଥାପନ କରିବା ଦ୍ୱାରା ସନ୍ତାନ ବିକଳାଙ୍ଗ ହୋଇପାରନ୍ତି ଏଥି ପାଇଁ ଏହି ଦିନ ମନକୁ ଆୟତ କରି ରଖନ୍ତୁ ନହଲେ ଭୟଙ୍କର ବିପତି ମାଡି ଆସିଥାଏ |

ଦ୍ୱିତୀୟରେ ହେଉଛି ଦୁଧ ରେ ବନା ହୋଇଥିବା ଜିନିଷ ଘରକୁ ଅଣାନ୍ତୁ ନାହିଁ ଏହି ଦିନ ଦୁଧ ରେ ତିଆରି ହୋଇଥିବା ମିଠା ତଥା ବରଫି ଏବଂ ରାବିଡି ଵର୍ଜିତ ବନା ଯାଇଛି ଦୁଧକୁ ଚନ୍ଦ୍ରମାଙ୍କର କାରକ ମନା ଯାଇଛି ଚନ୍ଦ୍ରମା ଏବଂ ମଙ୍ଗଳ ଜଣେ ଦୁଇ ଜଣଙ୍କର ବିରୁଦ୍ଧରେ ଅଟନ୍ତୁ ଏଥି ପାଇଁ ଏହିଦିନ ଦୁଧରେ ତିଆରି ହୋଇଥିବା ଦିନିଷ ଘରକୁ ଅଣାନ୍ତୁ ନାହିଁ ନହେଲେ ଆପଣଙ୍କୁ ଭାରି ମାତ୍ରେ ରେ ଖେତୀ ସହିବାକୁ ପଡିଥାଏ |

ତୃତୀୟରେ ହେଉଛି ବନ୍ଧୁଗଣ ଏହି ଦିନ ଲୁହା ଦିନିଷ ଏହି ଦିନ କିଣନ୍ତୁ ନାହିଁ | ବନ୍ଧୁଗଣ ଏହି ଦିନ କୌଣସି ଲୁହା ଦିନିଷ କିଣିବା ଅଶୁଭ ମନା ଯାଇଛି ଏବଂ ଷ୍ଟିଲ ଜିନିଷ କିମ୍ବା ଧାର ଥିବା ବସ୍ତୁ ଯେମିତି ଚାଖୁ କଇଁଚି କେବେବି କିଣନ୍ତୁ ନାହିଁ ବ୍ଲେଡ କିମ୍ବା ନେଲକଟ କିଣନ୍ତୁ ନାହୁଁ ଏହା ଅଶୁଭ ମାନାଯାଇଛି ଏବଂ ଏହି ଦିନ ନଖ ଏବଂ ବାଳ କେବେବି କାଟିବା ଉଚିତି ହୋଇ ନଥାଏ ବନ୍ଧୁଗଣ ଏହା କରିବା ଦ୍ୱାରା ହନୁମାନଙ୍କର କୋପ ଦୃଷ୍ଟି ଆପଣଙ୍କୁ ସମୁଖୀନ କରିବାକୁ ପଡିଥାଏ |

ଚର୍ତୁଥ ରେ ହେଉଛି ମାଛ ମାଂସ ଏବଂ ମଦରୁ ଏହି ଦିନ ଦୂରରେ ରୁହନ୍ତୁ ବନ୍ଧୁଗଣ ବଜରଙ୍ଗୀ ବାଳିଙ୍କର କ୍ରୋଧର ସାମ୍ନା ଏହି ପରି ଲୋକଙ୍କୁ ସର୍ବଦା କରିବାକୁ ପଡିଥାଏ ଯେଉଁ ଲୋକ ମାନେ ଏହି ଦିନ ମାଂସ କିମ୍ବା ମଦ ସେବନ କରିଥାନ୍ତି ସେମାନଙ୍କୁ ବଜରଙ୍ଗୀ ବାଲି ଵରଵଦା କରିଦେଇଥାନ୍ତି ଏବଂ ସେହି ପରି ଲୋକଙ୍କୁ ହନୁମାନ ଭିକାରି କରି ହିଁ ଛାଡି ଥାନ୍ତି ଏଠି ପାଇଁ ଆପଣ ଏମିତି ଭୁଲୁ କେବେବି କରନ୍ତୁ ନାହିଁ ବନ୍ଧୁଗଣ ଯଦି ଏହି ଦିନ ଆପଣ କ୍ରୋଧରେ ଅଛନ୍ତି କିମ୍ବା ମନରେ ରାଗ ଅଛି ତେବେ ଭୁଲୁରେ ମଧ୍ୟ ହନୁମାନଙ୍କୁ ପୂଜା କରନ୍ତୁ ନାହିଁ ହନୁମାନଙ୍କୁ ଶାନ୍ତି ଅଧିକ ପ୍ରିୟ ଅଟେ |

ପଞ୍ଚମ ରେ ହେଉଛି ଯେଉଁ ବ୍ୟକ୍ତି ହନୁମାନଙ୍କୁ କୌଣସି କାରଣରୁ କ୍ରୋଧ ରଖି ପୂଜା କାରିଥାଏ ତାଙ୍କୁ କୌଣସି ଫଳ ମିଳିନଥାଏ | ବନ୍ଧୁଗଣ ଏହି ଦିନ ହନୁମାନଙ୍କୁ ଭଲ ସୁଗନ୍ଧ ଫୁଲ ଫଳ ଏବଂ ମୋତିର ଲଡୁ ଦେବା ଦ୍ୱାରା ବଜରଙ୍ଗ ବାଲି ଆପଣଙ୍କ ଉପରେ ଖୁସି ହୋଇଥାନ୍ତି ଏବଂ ତାଙ୍କର ଆଶୀରିବାଦ ଆପଣାକୁ ମିଳିଥାଏ | ବନ୍ଧୁଗଣ ଆପଣଙ୍କୁ କହି ରଖୁଛୁ ମଙ୍ଗଳବାର ଏବଂ ଶନିବାର ଏହି ଦୁଇଟି ଦିନକୁ ହନୁମାନଙ୍କର ସର୍ଵଦ ଦିନ ବୋଲି ଜଣା ପଡିଥାଏ ଏବଂ ଏହି ଦିନରେ ଏହି କାମ ଗୁଡିକୁ କେବେବି କରନ୍ତୁ ନାହିଁ ବନ୍ଧୁଗଣ ପଣା ସଂକ୍ରାନ୍ତି ଦିନ କଲା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.