Breaking News

ପଣା ସଂକ୍ରାନ୍ତି ଦିନ ଏହି 5ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ !

ଦର୍ଶକବନ୍ଧୁ ଏପ୍ରିଲ 14 ତାରିକ ଦିନ ପବିତ୍ର ପଣା ସଂକ୍ରାନ୍ତି ପଡୁଅଛି ଏବଂ ଏହା ସହିତ ହନୁମାନ ଜୟନ୍ତୀ ମଧ୍ୟ ପଡୁଅଛି ଏହାକୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ ଏହି ଦିନ ପ୍ରଭୁ ହନୁମାନ ତାଙ୍କ ଭକ୍ତ ମାନଙ୍କର ଦୁଃଖ କଷ୍ଟ ଶୁଣି ଥାନ୍ତି ଏବଂ ସେହି ଦୁଃଖ କଷ୍ଟକୁ ଲୋଚନ କରିବାକୁ ପ୍ରୟାସ ମଧ୍ୟ କରିଥାନ୍ତି ଭାରତୀୟ ଜ୍ୟୋତିଷ ଅନୁସାରେ ସୂର୍ଯ୍ୟ ଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିର ସ୍ଥାନ ସସ୍ଥାନତରଣକୁ ସଂକ୍ରାନ୍ତି କୁହାଯାଇଥାଏ 12 ଗୋଟି ରାଶି ଅନୁସାରେ 12ଟି ସଂକ୍ରାନ୍ତି ରହିଅଛି ମକର ସଂକ୍ରାନ୍ତି ରୁ ସୂର୍ଯ୍ୟ କ୍ରମଶଃ ପୃଥିବୀ ବିଷୁବ ରେଖା ଅଦାକୁ ଗତି କରନ୍ତି ଏଣୁ ସୂର୍ଯ୍ୟଙ୍କର ରଶ୍ମି କ୍ରମସହ ପ୍ରଖର ହୋଇଥାଏ ଯେଉଁ ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି ସେହି ଦିନକୁ ମେଷ ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି କିମ୍ବା ପଣା ସଂକ୍ରାନ୍ତି କୁହାଯାଇଥାଏ |

ଏହି ପବିତ୍ର ଓଡ଼ିଆ ପବିତ୍ର ନବବର୍ଷ ବା ମହା ବିଷୁବ ସଂକ୍ରାନ୍ତିରେ ଗ୍ରହ ମାନଙ୍କ ସ୍ତିସ୍ଥିରେ ଏମିତି ପରିଵର୍ତନ ହେବାକୁ ଯାଉଛି ଯାହା ଦ୍ୱାରା କିଛି ରାଶି ମାନଙ୍କର ବିଶେଷ ଲାଭ ହେବାକୁ ଯାଉଛି ଏମାନଙ୍କର ଭାଗ୍ୟ ସୁନା ଠାରୁ ଅଧିକ ଚମକିବାକୁ ଯାଉଛି ଏହି ରାଶିର ଲୋକ ମାନେ ରାଜାଙ୍କ ଭଳି ଜୀବନ ବିତାଇବେ ଏହି 4 ଗୋଟି ରାଶିର ବ୍ୟକ୍ତିଙ୍କୁ ମିଳିବ ବହୁତ ବଡ ଖସୁର ଖବର |

ସିଂହ ରାଶି
ଏହି ରାଜାଯୋଗ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବୁ ଭଲ ରହିବାର ଅଛି ଆପଣ ମାନଙ୍କ ଭାଗ୍ୟର ଦୁଆର ଖୋଲିଯିବ ଆପଣଙ୍କର ଶୁଭ ସମୟରେ ଆରମ୍ବ ହେବାକୁ ଯାଉଅଛି ଆପଣଙ୍କର କିଛି ନୂଆ ଯୋଜନା ଅଛି ଏହା ଉପରେ କାମ କରିବା ଆରମ୍ଭ କରିଦିଅନ୍ତୁ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷୀବ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିପାରେ ଯଦି ଆପଣ ଲମ୍ବା ସମୟରେ ପ୍ରୋମସନ ଆପେକ୍ଷ କରିଛନ୍ତି ତେବେ ଆପଣଙ୍କୁ ଏହାର ଫଳ ପ୍ରାପ୍ତ ହେବ ସମାଜରେ ଆପଣଙ୍କର ମାନସନମାନ ବଢିବ ଏବଂ କିଛି ଖୁସିଖବର ମିଳିବ |

କନ୍ୟା ରାଶି
ଏରି ରାଶିର ଲୋକଙ୍କ ପାଇଁ ବଡ଼ ଧନ ଲାଭର ଯୋଗ ବନୁଅଛି ବେପାରୀ ମାନଙ୍କ ପାଇଁ ବେପାର କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନ ରହିଅଛି ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ ଏହି ଯୋଗ ପରେ ଆପଣଙ୍କର ପଇସାରେ କିଛି ଅସୁବିଦା ରହିବ ନାହିଁ ଭାଗ୍ୟର ସଂପୁର୍ଣ ସହଯୋଗ ପ୍ରାପ୍ତ ହେବ ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ |

ତୁଳା ରାଶି
ଏହି ରାଶିର ଲୋକ ମାନଙ୍କ ଉପରେ ମା ଲକ୍ଷ୍ମୀ ଓ ପ୍ରଭୁ ବଜରଙ୍ଗ ବାଲି ବିଶେଷ କୃପା ବର୍ଷୀବାକୁ ଯାଉଅଛି ଯାହା ଫଳରେ ଅଟକି ରହିଥିବା କାର୍ଯ୍ୟ ପୁରଣ ହେବ ଏବଂ ଦ୍ୱତୀୟ ପଟେ ଆପଣଙ୍କ ଘରେ କୌଣସି ନୂଆ ବାହାନା ଆସିପାରେ ଫାଲତୁ ଦିନିସରେ ପଇସା ଖର୍ଚ୍ଚ କରିବା ଠାରୁ ଆପଣ ଦୁରେଇ ରୁହନ୍ତୁ ଏହା କଲେ କୁବେର ମହରାଜେ ଆପଣଙ୍କ ଠାରୁ ନିଜର କୃପା ଦୃଷ୍ଟି ମଧ୍ୟ ଦୁରେଇ ପାରନ୍ତି |

କୁମ୍ଭ ରାଶି
ଏହି କୁମ୍ଭ ରାଶିର ଲୋକ ମାନଙ୍କର ସବୁ ଅସୁବିଦା ବହୁତ ଜଲଦି ସମାପ୍ତ ହେବାକୁ ଯାଉଅଛି ଚାକିରୀ ଖୋଜୁଥିବା ଲୋକ ମାନଙ୍କୁ ବହୁତ ଜଲଦି ଚାକିରୀ ମିଳିବାର ଆମ୍ଭବନା ଅଛି ଏହା ବେତିତ ଆଜି ଯାଏଁ ଚାଲି ଆସୁଥିବା ଆର୍ଥିକ ଅସୁବିଦା ମଧ୍ୟ ବହୁତ ଜଲଦି ସମାପ୍ତ ହେବ କୌଣସି କାର୍ଯ୍ୟକୁ ତରତର ହୋଇ କଲେ ବଡ଼ ଅସୁବିଦାରେ ପଡ଼ି ପାରନ୍ତି | ତେବେ ବନ୍ଧୁଗଣ ଏହି ଥିଲା ସେହି 4ଗୋଟି ରାଶି ଯେଉଁ ମାନଙ୍କର ଭାଗ୍ୟ ଏହି ପଣା ସଂକ୍ରାନ୍ତି ଠାରୁ ଖୋଲିବାକୁ ଯାଉଅଛି ଏମାନଙ୍କର ଭାଗ୍ୟ ସୁନା ଠାରୁ ଅଧିକ ଚମକି ଉଠିବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.