ବନ୍ଧୁଗଣ ପଣା ସଂକ୍ରାନ୍ତି କୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳିତ କରାଯାଇଥାଏ ଏହା ସାଧାରଣତଃ ଏପ୍ରିଲ 14 ତାରିକରେ ପଡିଥାଏ ବନ୍ଧୁଗଣ ଏହି ବର୍ଷ ଏହି ପଣା ସଂକ୍ରାନ୍ତି ଏହି ମାସ ଠିକି ଏହି ଦିନରେ ପଡ଼ିବାକୁ ଯାଇଅଛି ଏବଂ ଏହି ଦିନଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ ଏହାକୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ ଏବଂ ଯାଗା ଯାଗାରେ ଏହାକୁ ଠେକି ବାସ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ | ବନ୍ଧୁଗଣ ଏହି ଦିନ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉଁରା ମୂଳରେ ବାନ୍ଧି ଦିଅନ୍ତୁ ମାଠିଆରେ ଥିବା ଛୋଟ କଣାରୁ ଧୀରେ ଧୀରେ ପାଣି ଧରିଥାଏ |
ବନ୍ଧୁଗଣ ଏହି ଦିନ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କ ଜୟନ୍ତୀ ମଧ୍ୟ ପଡୁଅଛି ଯଦି ଏହି ଦିନ ଯେଉଁ ବ୍ୟକ୍ତି ଏହି 5ଟି କାମ କରିଥାଏ ତେବେ ସେମାନଙ୍କୁ ଗରିବ ଏବଂ ଭିକାରି ହେବାରୁ କେହି ମଧ୍ୟ ବଞ୍ଚେଇ ପାରନ୍ତି ନାହିଁ ଏବଂ ବଜରଙ୍ଗ ବାଲି ମଧ୍ୟ ରୋକିବାକୁ ପ୍ରୟାସ କରିପାରନ୍ତି ନାହିଁ ଏବଂ ଏହି ପରି ବ୍ୟକ୍ତି ମାନଙ୍କ ଉପରେ ସଙ୍କଟର କଲା ବାଦଲ ଖେଳି ଯାଇଥାଏ ପ୍ରଭୁ ହନୁମାନ ଏହି ବ୍ୟକ୍ତିଙ୍କୁ କେବେ ମଧ୍ୟ ଖେମା କରନ୍ତି ନାହିଁ | ଫଳରେ ଏମାନଙ୍କ ଜୀଵନରେ ମହା ପ୍ରଳୟ ଆସିଥାଏ ଏଥିପାଇଁ ମରିଯିବା ପଛେ ଏହି ଦିନ ଭୁଲୁରେ ମଧ୍ୟ ଏହି କାମ କରିବେ ନାହିଁ ବନ୍ଧୁଗଣ ଆପଣଙ୍କର ଆତ୍ମ କମ୍ପି ଉଠିବ ଯୋଉ ଦିନ ଜାଣିପାରିବ ଆପଣ ମଧ୍ୟ ଏପରି କାମ କରୁଛନ୍ତି ଏବଂ ଏହି କାରଣ ପାଇଁ ହନୁମାନ ଆପଣଙ୍କ ଉପରେ ରାଗି ଯାଇଥାନ୍ତି |
ବନ୍ଧୁଗଣ ଯଦି ଆପଣ ଚାହୁଁ ଛନ୍ତି ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କ କୋପ ଦୃଷ୍ଟି ନପଡୁ ବୋଲି ତ ଖସା କରି ଆପଣାକୁ ସୂଚନା ଦେଉଛିକି ଏହି ଦିନ କାହା ସହିତ ଶମ୍ବଦ ରଖନ୍ତୁ ନାହିଁ ଅନ୍ୟତା ଅକାରଣରେ ମହା ବିରିଙ୍କ କୋପର ଶିକାର ହେବାକୁ ପଡିଥାଏ | ବନ୍ଧୁଗଣ ମାନ୍ୟତା ଅଛି ଏହି ଦିନ ଶମ୍ବଦ ସ୍ଥାପନ କରିବା ଦ୍ୱାରା ସନ୍ତାନ ବିକଳାଙ୍ଗ ଜନ୍ମ ହୋଇପାରନ୍ତି ଏଠି ପାଇଁ ଏହି ଦିନ ମନକୁ ସଂଯୋଗ କରିରଖନ୍ତୁ | ନହଲେ ଭୟଙ୍କର ବିପଦ ମାଡି ଆସିଥାଏ ଏବଂ ଆପଣଙ୍କର କୁଣ୍ଡଳି ବିଗିଡିଯାଇଥାଏ |
ଦୁଧରେ ବନା ହୋଇଥିବା ଦିନିଷ ଘରକୁ ଆଣନ୍ତୁ ନାହିଁ ଏହି ଦିନ ଦୁଧରେ ବନା ହୋଇଥିବା ମିଠା ରାବିଡି ଇତ୍ୟଦି | ଦୁଧକୁ ଚନ୍ଦ୍ରମା କାରକ ବୋଲି ମନା ଯାଉଛି | ଦୁଧ ଏବଂ ଏଥିରେ ତିଆରି ହୋଇଥିବା ଦିନିଷ ଘରକୁ ଅଣାନ୍ତୁ ନାହିଁ ନହେଲେ ଆପଣ ଭାରି ମାତ୍ରେ ଖେତୀ ସହିବାକୁ ପଡିଥାଏ |
ଲୁହା ଦିନିଷ କିଣନ୍ତୁ ନାହିଁ ବନ୍ଧୁଗଣ ଏହି ଦିନ କୌଣସି ଲୁହା ଦିନିସ କିଣିବା ଅଶୁଭ ମାନାଯାଇଛି ଏବଂ ଷ୍ଟିଲ ଦିନିଷ କିମ୍ବା ଧାର ଥିବା ବସ୍ତୁ ଯେମିତି ଚାକୁ କିମ୍ବା କଇଁଚି କିଣନ୍ତୁ ନାହିଁ ଏବଂ ଏହି ଦିନ ନଖ ଏବଂ ବାଳ କାଟିବା ଉଚିତି ହୋଇନଥାଏ ବନ୍ଧୁଗଣେହ କରିବା ଦ୍ୱାରା ହନୁମାନଙ୍କର କୋପ ଦୁଷ୍ଟି ଆପଣାକୁ ସମୁଖୀନ କରିବାକୁ ପଡିପାରେ |
ମାଛ ମାଂସ ଏହି ଦିନ ଖାଆନ୍ତୁ ନାହିଁ ବନ୍ଧୁଗଣ ବଜରଙ୍ଗ ବାଲିଙ୍କର ସାମ୍ନା ଏହି ପରି ଲୋକ ଙ୍କୁ କାର୍ତ୍ତିବାକୁ ପଡିଥାଏ ଯେଉଁ ଲୋକ ମାନେ ଏହି ଦିନ ମାଛ ମାଂସ ସେବନ କରିଥାନ୍ତି ସେହି ଲୋକ ମାନକୁ ବଜରଙ୍ଗ ବାଲି ତାଙ୍କୁ ବର୍ବାଦ କରିଦେଇଥାନ୍ତି ଏବଂ ସେହି ପରି ଲୋକଙ୍କୁ ହନୁମାନ ଭିକାରି କରି ଛାଡିଦେଇଥାନ୍ତି ଏଥି ପାଇଁ ଆପଣ ଏମିତି ଭୁଲୁ କେବେ କରନ୍ତୁ ନହିଁ |
ଦର୍ଶକବନ୍ଧୁ ଏହି ଦିନ ହନୁମାନଙ୍କୁ ସୁଗନ୍ଧ ଫୁଲ ଅର୍ପଣ କରନ୍ତୁ ଏହି ଦିନ ହନୁମାନଙ୍କୁ ଫଳ ଏବଂ ଲଡୁ ଦେବା ଦ୍ୱାରା ବଜରଙ୍ଗ ବାଲି ଆପଣଙ୍କ ଉପରେ ଖୁସି ହୋଇଥାନ୍ତି ଏବଂ ତାଙ୍କର ତାଙ୍କ ଉପରେ କୃପା କରିଥାନ୍ତି | ଦର୍ଶକବନ୍ଧୁ ଆପଣଙ୍କୁ କହି ରଖୁଛି ମଙ୍ଗଳବାର ଦିନ ଏବଂ ଶନିବାର ଏହି ଦୁଇ ଦିନକୁ ହନୁମାନଙ୍କର ସର୍ଵତ ଦିନ ବୋଲି ମାନାଯାଇଥାଏ |