Breaking News

ପ୍ୟାନ କାର୍ଡ ଅପେଡେଟ ନକଲେ ବନ୍ଦ ହୋଇଯିବ Bank ଆକାଉଣ୍ଟ, ଦେଖନ୍ତୁ ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ରେ ଆକାଉଣ୍ଟ ଥିଲେ କରନ୍ତୁ ଏହି କାମ !

ତେବେ ଦର୍ଶକବନ୍ଧୁ ଯଦି ଆପଣ ଜଣେ ଜଣେ SBI ର ଗ୍ରହକ ତାହାଲେ ନିହାତି ଦେଖନ୍ତୁ ଯାହାକି ଆପଣ ମାନଙ୍କ ପାଇଁ SBI ତରପରୁ କିଛି ବଡ ସୂଚନା ଆସୁଛି ପ୍ୟାନ କାର୍ଡ ଅପଡେଡ଼ ନକଲେ ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଗ୍ରହକଙ୍କୁ ବଡ ସୂଚନା ଦେଲେ ସରକାର ଚାଲନ୍ତୁ ଜାଣିବା ସମ୍ପୂର୍ଣ ଖବର କଣ ରହିଛି !

ତେବେ ଦର୍ଶକବନ୍ଧୁ ଶେଷରେ ଡିଜିଟାଲ ରାସନ ଚାଲୁଥିବା ବେଳେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏହା ମଧ୍ୟ ମିଥ୍ୟା ଖବର ମଧ୍ୟ ପ୍ରସାରିତ ହେଉଅଛି ଆଜିକାଲି ମୋବାଇଲି ଏମିଲେରେ ଏହିପରି ଅନେକ ଲିଙ୍କ ଆସୁଛି ଯାହା ବିଷୟରେ ଆପଣଙ୍କୁ ଅବଡେଡ଼ ରହିବାକୁ ପଡିବ |

ଆପଣ ମାନେ ନଜାଣି ଭୁଲୁ ଲିଙ୍କିରେ କ୍ଲିକ କରିଦିଅନ୍ତି ଯାହା ଫଳରେ ଆପଣକୁ ଠକି ଦିଅନ୍ତି ସାଇବର ଲୁଟେରା ଲୋକଙ୍କୁ ସଚେତନ କରିବା ପାଇଁ ଉଦେଶରେ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି | ଯେଉଁଥିରେ ଲିଙ୍କ ଗୁଡିକର ଯାଞ୍ଚ କରାଯାଏ ତାର ସତ୍ୟତା କୁହାଯାଇଥାଏ | ଗତ କିଛି ଦିନ ହେବ ଲୋକଙ୍କୁ SBI ନାମରେ ମେସେଜ ଆସିବାର କଥା କୋଉଛନ୍ତି ଏହି ଥିରେ ଗ୍ରାହକଙ୍କୁ ଫ୍ୟାନ ନମ୍ବର ମଗାଯାଉଛି |

SBI ନାମରେ ପଠାଯାଉଥିବା ଏସଏମଏସ ରେ ପ୍ୟାନ କାର୍ଡ ଅଵେଡେଡ଼ କରିବାକୁ କୁହାଯାଉଛି ମେସେଜେ କୁହାଯାଉଛି ଯଦି ପ୍ୟାନ ଅଵେଡେଡ଼ ନହୁଏ ତେବେ ଆକାଉଣ୍ଟ ବ୍ଲକ ହୋଇଯିବ ତେବେ ଏପରି ଏମିଲେ ଏସଏମଏସ ଜରିଆରେ ଉତ୍ତର ଦିଅନ୍ତୁ ନାହିଁ ଏଠାରେ ପ୍ୟାନ ଗ୍ରାହକଙ୍କୁ ସଚେତନେ କରଲାବେଳେ କୁହାଯାଉଛି ବ୍ୟାଙ୍କ ଆପଣଙ୍କ ବ୍ୟକ୍ତିଗତ ଏବଂ ବ୍ୟାଙ୍କ ନିଜର କିଛି ଡାକାମେଣ୍ଟ ଫୋନ ମାଧ୍ୟମରେ ମାଗେ ନାହିଁ |

ପ୍ୟାନ କାର୍ଡ ଅଵେଡେଡ଼ ମାଗିବା କଥା କୋଉଥିଲେ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲୁରେ ଦିଅନ୍ତୁ ନାହିଁ ନଚେତ ବହୁ ଅସୁବିଦାର ସମ୍ମୁଖୀନ ହେଵାଉ ପଡିଥାଏ |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.