Breaking News

Pakistan ବୋଲର ଦେଲେ ଭାରତକୁ ଚେତାବନୀ, ଯାହାକୁ ଶୁଣିବାପରେ ଆପଣଙ୍କ ର-କ୍ତ ଗରମ ହୋଇଯିବ…ଦେଖନ୍ତୁ

ପାକିସ୍ତାନ ଦ୍ରୁତ ବୋଲର ଦେଲେ ଭାରତକୁ ଚେତାବନୀ T20 ବିଶ୍ଵକପ ପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲର ହାରିସର୍ ଟିମ୍ ଇଣ୍ଡିଆ କୁ ଚେତାବନୀ ଦେଇଛନ୍ତି T20 ୱର୍ଲ୍ଡକପ୍ 16ଅକ୍ଟୋବର ରୁ ଆରମ୍ଭ ହେବାକୁ ଯାଉଛି। 30 ଅକ୍ଟୋବର ବେଲପିନ କ୍ରିକେଟ ଗ୍ରାଉଣ୍ଡ ରେ ଭାରତ ଓ ପାକିସ୍ତାନ ସାମ୍ନା ସମ୍ନି ହେବେ ୱାଲ୍ଡକପ୍ ରେ ପାକିସ୍ତାନ ବିପକ୍ଷରେ ଭାରତ ରେକର୍ଡ ଭଲ ରଖିଛି ।

ଫୁନି ଥରେ 2 ଦେଶ ମଧ୍ୟ ରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ବର୍ତ୍ତମାନ ପାକିସ୍ତାନ ର ଦ୍ରୁତ ବୋଲର ହାରୀସର୍ ଭାରତକୁ ଚେତାବନୀ ଦେଇ କହିଛନ୍ତି ବେଲବନ୍ କ୍ରିକେଟ ଗ୍ରାଉଣ୍ଡ ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମତେ ଖେଳିବା ବହୁତ୍ କଷ୍ଟ କର ହେବ ହରିସର୍ Bbl ର ମେଲବନ୍ ଷ୍ଟାର ପକ୍ଷ ରୁ ଖେଳୁଛନ୍ତି ।

ତାଙ୍କୁ ଏଠାରେ ଭାରତ ଠୁ ସଫଳତା ମିଳିବ ବୋଲି ଆଶାରଖିଛନ୍ତି ମୁଁ ନିଜର ସର୍ବ ଶ୍ରେଷ୍ଟ ପ୍ରଦର୍ଶନ କରିପାରିବି ତା ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଖେଳିବା ସହଜ ହେବନି ମୁଁ ବହୁତ୍ ଖୁସୀ ଅଛି ଏହି ମ୍ୟାଚ୍ ମେଲବନ ରେ ହେବ ।

କାରଣ ମୁ ମେଲବାନ ଷ୍ଟାର ପାଇଁ ଖେଳୁଛି । ମୁଁ ଭଲସେ ଜାଣିଛି ଏଠାରେ କେମିତି ଖେଳା ଯାଏ। ସେ ଆହୁରି କହିଛନ୍ତି ମୁ ଭାରତ ବିପକ୍ଷରେ ରଣ ନୀତି ବନେଇବା ଆରମ୍ଭ କରି ସାରିଲିଣି । ଭାରତ ବିପକ୍ଷରେ କିଭଳି ବୋଲିଗ କରିବି ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.