Breaking News

ପଖାଳ ସହିତ ଶୁଖୁଆ ଖାଇଲେ ମହାଦେବୀ ସିରିଏଲର ଅର୍ପିତା || ଶୁଟିଙ୍ଗ ସେଟ ରେ ହେଲେ ହଟହଟା

ବନ୍ଧୁଗଣ ଆମ ଓଡ଼ିଆ ଲୋକମାନେ ଚକଚିତ୍ର ଦେଖିବା ଅପେକ୍ଷା ସିରିଏଲ ଦେଖିବାକୁ ବହୁତ ଭଲ ପାଆନ୍ତି।ତେବେ ଏହି ସିରିଏଲ ଗୁଡିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି।ତେବେ ବନ୍ଧୁଗଣ ଆପଣ ମାନେ ମହାଦେବୀ ସିରିଏଲ ନିଶ୍ଚୟ ଦେଖିଥିବେ ସେଥିରେ ଅଭିନୟ କରୁଥିବା ଅର୍ପିତା କର ଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ।ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ହୋଇପାରିଛନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ମାର୍ଚ୍ଚ 20 ତାରିଖରେ ବିଶ୍ୱ ପଖାଳ ଦିବସ ହୋଇଥିଲା ଏହି ପଖାଳ ଦିବସ ରେ ବଡ ବଡ କଳାକାର ଓ ରାଜନେତା ସମସ୍ତେ ପଖାଳ ଖାଇ ସୋସିଆଲ ମିଡ଼ିଆ ରେ ଫଟୋ ସେୟାର କରିଥିଲେ।ତେବେ ଏହି ଲିଷ୍ଟ ରୁ ବାଦ ପଡିନାହାନ୍ତି ଅର୍ପିତା ବା ମହାଦେବୀ।ସେ ସେ ମଧ୍ୟ ପଖାଳ ଖାଇଛନ୍ତି ।

C
ତେବେ ବନ୍ଧୁଗଣ ଆପଣ ମାନେ ଦେଖିଥିବେ ମହାଦେବୀ ସିରିଏଲ ରେ ଅର୍ପିତା ଖୁବ ସୁନ୍ଦର ଅଭିନୟ କରି ଲୋକମାନଙ୍କ ମନକୁ ଜିତିପାରିଛନ୍ତି ।ତେବେ ତାଙ୍କର ଏହି ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବହୁତ ଫେମସ ହୋଇପାରିଛନ୍ତି।ତେବେ ବନ୍ଧୁଗଣ ଖାଲି ମହାଦେବୀ ସିରିଏଲ ନୁହେଁ ସେ ବହୁତ ଗୁଡିଏ ସିରିଏଲ ରେ ଅଭିନୟ କରିଛନ୍ତି ।ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ବହୁତ ସିରିଏଲ ରୁ ମଧ୍ୟ ଅଫର ଆସେ।

ତେବେ ଏହି ମାର୍ଚ୍ଚ 20 ପଖାଳ ଦିବସ ଉପଲକ୍ଷେ ମହାଦେବୀ ବା ଅର୍ପିତା ସୁଟିଙ୍ଗ ସେଟ ରେ ପଖାଳ ଖାଉଥିବାର ଦେଖିବାକୁ ମିଳିଛି ଓ ଏହି ପଖାଳ ଖାଇଥିବା ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।ସେ ପଖାଳ ଖାଇବା ସହ ସମସ୍ତଙ୍କୁ ପଖାଳ ଦିବସ ର ଅଭିନନ୍ଦନ ଜଣାଇ ଛନ୍ତି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *