Breaking News

ପଦ୍ମନାଭନ ମନ୍ଦିର ର ରହସ୍ୟ !! ଖୋଲିଲେ ଆସିବ ମହାପ୍ରଳୟ

ଚର୍ଚ୍ଚାରେ କେରଳର ପଦ୍ମନାଭନ ମନ୍ଦିର | ବାରମ୍ବାର ଚେଷ୍ଟା ସତ୍ତ୍ୱେ ଖୋଲୁ ନାହିଁ ପଞ୍ଚମ ଦ୍ଵାର | କବାଟ ଖୋଲିଲେ ମହାପ୍ରଳୟ ଆସିବ ବୋଲି କହିଲେ ରାଜପରିବାର | ହିନ୍ଦୁ ଧର୍ମରେ ତେତିଶ କୋଟି ଦେବତା ଥିବା କୁହାଯାଏ | ସେଥିପାଇଁ ବାରମାସ ରେ ତେର ପର୍ବ ପାଳନ ମଧ୍ୟ କରାଯାଏ | ଚାରି ଧାମ ର ପରିକ୍ରମା ସହ ଗଙ୍ଗାରେ ସ୍ନାନ ଏବଂ ଗୟାରେ ପିଣ୍ଡ ଦାନ ଦେଲେ ପିତୃ ପୁରୁଷ ମୁକ୍ତି ପାଆନ୍ତି ବୋଲି ବିଶ୍ବାସ ରହେ | ଏହା ଛଡା ଦେଶରେ ଅନେକ ରାଜ୍ୟ ମାନଙ୍କରେ ଏପରି ମନ୍ଦିର ରହିଛି ଯାହା ପାଇଁ ଜାତୀୟ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ ଚର୍ଚ୍ଚା ରହିଛି |

ଏହାରି ମଧ୍ୟରେ ଏମିତି ଏକ ସୂଚନା ମିଳିଛି ଯାହାକୁ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଏବଂ ଚକିତ ମଧ୍ୟ ହୋଇଯିବେ | କେରଳର ଥିରୁଅନନ୍ତପୁରମ ରେ ଥିବା ପ୍ରସିଦ୍ଧ ପଦ୍ମନାଭନ ମନ୍ଦିର ସମ୍ପର୍କରେ ଆପଣ ମାନେ ସମସ୍ତେ ନିଶ୍ଚୟ ଜାଣିଥିବେ | ଏହି ମନ୍ଦିରରେ ଭଗବାନ ବିଷ୍ଣୁ ପୂଜା ପାଉ ଥିବାର ଜଣାଯାଏ | ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ର କିଛି ବିଶେଷ ରହସ୍ୟ ସମ୍ପର୍କରେ . . | ତେବେ ଏହି ମନ୍ଦିର ରେ ଭଗବାନ ବିଷ୍ଣୁ ଙ୍କର ବିରାଟ ମୂର୍ତ୍ତି ରହିଛି | ଯାହା ଶେଷ ନାଗ ଉପରେ ବିରାଜ ମାନ ମଧ୍ୟ ରହିଛି |

ସ୍ଥାନୀୟ ଲୋକ ମାନଙ୍କର କହିବ ହିସାବରେ ଏହି ମନ୍ଦିର ଷଷ୍ଠ ଶତାବଧି ରେ ନିର୍ମାଣ ହୋଇଛି | କୁହାଯାଏ ତ୍ରହନ ପୁର ର ରାଜା ଏହି ମନ୍ଦିର ର କାନ୍ଥ ଏବଂ ଗର୍ଭ ଗୃହରେ ଅନେକ ଧନ ସମ୍ପତି ଲୁଚାଇ ରଖିଛନ୍ତି | ତେବେ ୨୦୧୧ ମସିହାରେ ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ ଅନୁସାରେ ଏହି ମନ୍ଦିର ର ଅନେକ କବାଟ ଖୋଲା ଯାଇଥିଲା | ଏହା ପୂର୍ବ ରୁ ଏହି କବାଟ କେବେ ଖୋଲା ଯାଇ ନଥିବା ସୂଚନା ରହିଛି | ତେବେ ଏହି କବାଟ ଖୋଲିବା ମାତ୍ରକେ ଏହି ଗୃହ ମଧ୍ୟରୁ କୁଇଣ୍ଟାଲ କୁଇଣ୍ଟାଲ ସୁନା ହିଡ଼ ଆଦି ମିଳିଥିଲା ହେଲେ ଏହି ମନ୍ଦିର ର ପଞ୍ଚମ ଗୃହର କବାଟ ଖୋଲି ନଥିଲା |

ସବୁଠୁ ଗୁରୁତ୍ଵପୂର୍ଣ କଥା ହେଲା ଏହି ପଞ୍ଚମ ଗୃହ ର କବାଟ ରେ କୌଣସି ତାଲା ପଡି ନଥିଲା | ହେଲେବି ଏହି କବାଟ ଟିକୁ ଅନେକ ପ୍ରୟାସ ପରେ ମଧ୍ୟ ଖୋଲା ଯାଇ ପାରିନଥିଲା | ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି କବାଟ ରେ ସାପ ର ଚିହ୍ନ ଥିଲା | କୁହାଯାଏ ତାହା ଖୋଲିଲେ ଅନେକ କ୍ଷତି ହେବ ବୋଲି ଏବଂ ପରେ ତାହା ପ୍ରମାଣିତ ମଧ୍ୟ ହେଲା | ୨୦୧୧ ମସିହା ଜୁଲାଇ ୧୭ ତାରିଖ ଦିନ ପ୍ରଥମ ତିନୋଟି ପକ୍ଷର କବାଟ ଖୋଲାଯିବା ର ତିନି ସପ୍ତାହ ପରେ ଏହାକୁ ଖୋଲି ଥିବା ଲୋକ ର ମୃତ୍ୟୁ ହୋଇଯାଇଥିଲା |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.