Breaking News

David Miller ପଡ଼ିଆରେ ବ୍ୟାଟିଙ୍ଗ କରୁଥିବା ବେଳେ ଚାଲିଗଲା ତାଙ୍କ ଝିଅର ଜୀବନ, ତା ପରେ ମିଲରଙ୍କ ଏଭଳି ଅବସ୍ଥା ଦେଖି ଆପଣଙ୍କ ଆଖିରେ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ଝିଅଙ୍କ ମୃ-ତ୍ୟୁରେ ମର୍ମାହନ୍ତ ହୋଇ କାନ୍ଦି ପକାଇଲେ ସାଉଥ ଆଫ୍ରିକାର ବିସ୍ପୋରକ ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଭାରତ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରର୍ଥମେ ଟିଟ୍ୱେଣ୍ଟି ମ୍ୟାଚ ବର୍ତ୍ତମାନ ସମୟରେ ଏକ ଦିବସ ମ୍ୟାଚ ଖେଳା ଯାଉଥିବା ସମୟରେ ଏହି ମ୍ୟାଚରେ ଭାରତ ଗସ୍ତରେ ଆସିଛନ୍ତି ଡେଭିଡ ମିଲର |

ତାଙ୍କ ଝିଅ କ୍ୟାନ୍ସର ରୋଗରେ ପୀଡିତ ଥିବା ଅବସ୍ଥାରେ ବର୍ତ୍ତମାନ ସମୟରେ ମୂର୍ତ୍ତି ହୋଇଛି ଯାହାକୁ ଇଂସ୍ଟଗ୍ରାମରେ ନେଇ ଡେଭିଡ ମିଲର ଏହି ଖବର ସ୍ଥିର କରିଛନ୍ତି ଏହାକୁ ଦେଖି ଭାରତୀୟ କ୍ରିକେଟରଙ୍କ ମନରେ ମଧ୍ୟ ଦୁଖଦଃ ଖେଳିଯାଇଛି ତା ସହିତ ମିଲରଙ୍କ ଝିଅଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭାରତୀୟ କ୍ରିକେଟର ମାନେ |

ଇନ୍ଷ୍ଟଗ୍ରାମ ଭିଡିଓରେ ମିଲର ତାଙ୍କ ଝିଅ ସହିତ ମଜା କରିବାର ନଜରରେ ଆସୁଛନ୍ତି କିନ୍ତୁ କର୍କଟ ରୋଗରେ ଝିଅର ମୃତ୍ୟୁ ହେବା ପରେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ଡେଭିଡ ମିଲର ଭାରତୀୟ କ୍ରିକେଟରଙ୍କ ମନରେ ସେ ଆଜିର ଖେଳିବେକି ନାହିଁ କୌଣସି ସୂଚନା ମିଳିନାହିଁ |

ଡେଭିଡ ମିଲର ତାଙ୍କ ଝିଅଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଝିଅର ମର୍ମାହାତରେ ସେ ପୁରା ଭାଙ୍ଗି ପଡିଛନ୍ତି ଡେଭିଡ ମିଲର ସାଉଥ ଆଫ୍ରିକାର ଜଣେ ଖୁବ ସୁନ୍ଦର ବ୍ୟାଟ୍ସ ମାନେ ହେଇଥିବା ବେଳେ ସେ ଜଣେ ବହୁତ ସୁନ୍ଦର ଖେଳାଳି ମଧ୍ୟ ଅଟନ୍ତି |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.