Breaking News

ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଗଲା ନିଜ ଘରକୁ ନେଇ ଆସନ୍ତୁଏହି 4ଟି ମଧ୍ୟରୁ କେଉଁ ବି ଜିନିଷ, ଦେଖିବେ ପୁରା ଜୀବନ ଆପଣଙ୍କୁ କେବେ ଧନର ଅଭାବ ହେବନାହିଁ !

ନମସ୍କାର ବନ୍ଧୁଗଣ ଶ୍ରାବଣ ମାସରେ ଘରୁ ନେଇ ଆସନ୍ତୁ ଏହି ସବୁ ଦିନିଷ ମିଳିବ ଶିବଙ୍କ ଅଶେଷ କୃପା ଅପାଙ୍କ ଘରେ ସବୁ ବେଳେ ସୁଖ ଶାନ୍ତି ବାଣୀ ରହିବ | ଫ୍ରେଣ୍ଡସେ ଏହି ମାସର ମହତ୍ୱ ଶିବ ଭକ୍ତଙ୍କ ପାଇଁ ଉଛବ ସଦୃଶ୍ୟ ହୋଇଥାଏ ବାର ମାସ ମଧ୍ୟରୁ ସବୁ ଠାରୁ ଅଧିକ ପବିତ୍ର ଶ୍ରବଣ ମାସ ବୋଲି କୁହାଯାଏ ଏହି ଶ୍ରବଣ ମାସରେ ଶିଵଙ୍କୁ ପୂଜା ଅରିବା ଦ୍ୱାରା ଦେବାର ଦେବ ମହାଦେବ ଅଧିକ ପ୍ରସନ୍ନ ହୋଇଥାନ୍ତି | ଶିବଙ୍କ ଦର୍ଶନ କରିବା ପାଇଁ ଭକ୍ତ ସହ ସହ କିଲୋ ମିଟର ଖାଲି ପାଦରେ ଆସିଥାନ୍ତି |

ବିଶ୍ୱାସ ରହିଛି କି ଶ୍ରାବଣ ମାସରେ ପ୍ରଭୁ ଶିବଙ୍କୁ ଜାଲା ଅଭିଷେକ କରିବା ଦ୍ୱାରା ଶିବ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ମନସ୍କମାନ ପୂର୍ଣ୍ଣ କରିଥାନ୍ତି | ଏହି ଶ୍ରାବଣ ମାସରେ ଆପଣ ନିଜ ଘରକୁ କେଉଁ ସବୁ ଦିନିଷ ନିଶ୍ଚୟ ଆଣିବା ଦରକାର ଯାହାଦ୍ୱାରା ଶିବଙ୍କ କୃପା ଆପଣଙ୍କ ଉପରେ ବନି ରହିବ ଚାଲନ୍ତୁ ସେହି ଦିନିଷ ଗୁଡିକ ବିଷୟରେ ଜାଣିବା |

ପ୍ରଥମରେ ଆସୁଛି ତ୍ରିଶୂଳ – ପ୍ରଭୁ ଶିବଙ୍କ ହସ୍ତରେ ସର୍ବଦା ତ୍ରିଶୂଳ ଶୋଭା ପାଇଥାଏ ଏହା ତିନିଦେବ ଓ ତ୍ରିଲୋକକୁ ସୂଚାଇ ଥାଏ ଏହି ଶ୍ରାବଣ ମାସରେ ନିଶ୍ଚୟ ଭାବରେ ରୁପାର ତ୍ରିଶୂଳ ଘରକୁ ନେଇ ଆସନ୍ତୁ ଏହି ଦ୍ୱାରା ଘରୁ ସମସ୍ତ ନକରାତ୍ମକ ଶକ୍ତି ବିନାଶ ହୋଇଥାଏ ଏବଂ ଶିବଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବନି ରହିଥାଏ |

ଦ୍ୱତୀୟ ହେଉଛି ରୁଦ୍ରାକ୍ଷ – କୁହାଯାଏ କି ରୁଦ୍ରାକ୍ଷ ହେଉଛି ସ୍ୱୟଂ ଶିବଙ୍କର ଅବତାର ଏହି ଶ୍ରବଣ ମାସରେ ଅସଲି ରୁଦ୍ରାକ୍ଷ ଘରକୁ ଆଣିବା ଦ୍ୱାରା ଶିବଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବନିରହିଥାଏ | ତେଣୁ ଆପଣ ଏହି ଶ୍ରାବଣ ମାସରେ ରୁଦ୍ରାକ୍ଷ ନିଶ୍ଚୟ ଭାବରେ ଘରକୁ ଅଣାନ୍ତୁ |

ତୃତୀୟରେ ହେଉଛି ଡ଼ମ୍ବୁରୁ – ଏହି ଥିରୁ ଏକ ପ୍ରକାର ଦୈବ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ ଏହା ଘରକୁ ଆଣିବା ଦ୍ୱାରା ଘରୁ ସମସ୍ତ ଅଶୁଭ ଶକ୍ତି ଦୂର ହୋଇଥାଏ ତେଣୁ ଆପଣ ଡ଼ମ୍ବୁରୁ ମଧ୍ୟ ନିଶ୍ଚୟ ଭାବରେ ଆପଣ ଘରକୁ ନେଇ ଆସନ୍ତୁ |

ଶେଷରେ ହେଉଛି ରୁପାର ଚନ୍ଦ୍ର – ଏହା ଶିବଙ୍କ ମସ୍ତକରେ ଶୋଭା ପାଏ ଏହା ଦ୍ୱାରା ପ୍ରଭୁ ଶିବ ଶାନ୍ତ ରହିଥାନ୍ତି ବୋଲି ଏହା ସମସ୍ତ ବିଶ୍ୱାସ ରହିଅଛି ଏହି ଶ୍ରାବଣ ମାସରେ ରୁପାର ଚନ୍ଦ୍ର ନିଜ ଘରକୁ ଆଣିବା ଦ୍ୱାରା ଘରେ ସବୁ ବେଳେ ଶାନ୍ତି ବନି ରହିଥାଏ ଏହି ଶ୍ରାବଣ ମାସରେ ନିଶ୍ଚୟ ଭାବରେ ଏହି ଚାରାଟି ଦିନିଷ ଘରକୁ ଅଣାନ୍ତୁ ଦେଖିବେ ଶିବଙ୍କ କୃପାରେ ଆପଣ ସବୁ ମନକାମନା ପୁରଣ ହୋଇଯିବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.