ଓଡ଼ିଶାର ଧର୍ମ କହିଲେ ଜଗନ୍ନାଥ ଧର୍ମ ଇତିହାସ କହିଲେ ଜଗନ୍ନାଥଙ୍କ ଇତିହାସକୁ ବୁଝାଏ ସମଗ୍ର ବିଶ୍ୱରେ ଶ୍ରୀଜଗନ୍ନାଥ ରଥଯାତ୍ରା ପାଳିତ ହେଉଥିଲା ବେଳେ ସେଥିପାଇଁ ସେ ସମସ୍ତ ବିଶ୍ୱରେ ସର୍ବ ଭମ ଦେବତା ବିଶ୍ୱ ଅତିହ ସଂସ୍କୃତିରେ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରାର ଭୂମିକା ଅତୁଳନୀୟ ସମୁଦ୍ରର ଯେପରି ଖେୟ ଆବୃଦ୍ଧି ନଥାଏ ଆକାଶର ଯେପରି ଆଦି ଅନ୍ତ ନଥାଏ ବାୟୁର ଯେପରି ଦିଗ ନଥାଏ ଠିକି ସେହିପରି ଶ୍ରୀ ଜଗନ୍ନାଥା କଥାର ଆରମ୍ଭ କିମ୍ଭା ଶେଷ ନଥାଏ ସମୁଦ୍ରର ଗଭୀରତା ଆକାଶର ସୀମା ଓ ପବନର ଦିଗ କଳନା ନହେବା ଭଳି ଜଗନ୍ନାଥ ତତ୍ୱ ର ଗଭୀରତା ସୀମା ଓ ଦିଗ କେବେ ହେଲେ ନିର୍ନୟ କରି ହୁଏ ନାହିଁ | ସମସ୍ତ ପ୍ରକାରର ମନ୍ତ ଯନ୍ତ୍ର ଏବଂ ତନ୍ତ୍ର ମଧ୍ୟରୁ ସେ ଶତନ୍ତ୍ର ସମସ୍ତ ପ୍ରକାର ନୀତି ନିୟମ ଏବଂ କର୍ମକୁ ଅତି କ୍ରମ କରି ସେ ବେତିକ୍ରମ |
ସେ ହେଉଛନ୍ତି ବିସିମିୟ ବିଚିତ୍ର ରହସ୍ୟ ମୟ ଓ ତତ୍ତ୍ୱ ମୟ ଦେବତା | ଦାରୁ ଦେବତା ଶ୍ରୀ ଜଗନ୍ନାଥ ଶବର ମାନଙ୍କର ଦେବତା ଶ୍ରୀ ଜଗନ୍ନାଥଙ୍କୁ କୁହାଯାଏ ମାଦଳା, ମାଦଳା ଶବ୍ଦର ଅର୍ଥ ହେଉଛି ହସ୍ତ ପଦ ବିହୀନ ଗଣ୍ଡି ଏବଂ ମଧ୍ୟ ଶବର ମାନଙ୍କର ମାଦଳା ପୂଜା ପ୍ରଚଳିତ ଅଛି ଏମାନେ ହସ୍ତ ପଦ ବିହୀନ କେତେକ ଜଗନ୍ନାଥ ଙ୍କୁ ବାମନ ମଧ୍ୟ କହିଥାନ୍ତି ଏବର୍ଷର ରଥଯାତ୍ରା ଜୁଲାଇ ୧ ତାରିଖରେ ପଢୁଛି ଏବେ ଆସନ୍ତୁ କିଛି କିଛି ଛୋଟିଆ କଥା ଜାଣିବା ଯାହାକି ଗୁଣ୍ଡିଚା ଠାରୁ ଆରମ୍ଭ କରି ସୁନା ବେଶ ପର୍ଯ୍ୟନ୍ତ ଏହି କାମ କରିବେ ନାହିଁ କାରଣ ଏହି ସବୁ ଛୋଟିଆ ଛୋଟିଆ କାର୍ଯ୍ୟ କୁ ଅଶୁଭ କାର୍ଯ୍ୟ ବୋଲି ବିଚାର କରାଯାଏ |
ଏହି ଦିନ ଦୁଇ ହାତରେ ମୁଣ୍ଡ କୁଣ୍ଡାଇବେ ନାହିଁ ଓ ଦାନ୍ତରେ ନଖ ଲୋମ କେଶ ଛିଣ୍ଡାଇବେ ନାହିଁ ଅକାରଣରେ ମାଟି ଖୋଲିବେ ନାହିଁ ନଖକୁ ନକାହାରେ କାଟିବେ ନାହିଁ ଯଦି ଆପଣ ପୂଜା କରିବା ସମୟରେ କୌଣସି ଆସନରେ ବସୁଛନ୍ତି ସେ ଆସନକୁ ଏବେବି ଗୋଡ଼ରେ ଟାଣିକି ଆଣିବେ ନାହିଁ ଏହି ସବୁ ଅଶୁଭ କର୍ମ ବିଚାର କରାଯାଏ | ମୁଣ୍ଡ ବାଳକୁ ହାତରେ ଧରି କେବେ ଟାଣିବେ ନାହିଁ ଭୋଜନ ଦେବ ପୂଜା ମାଙ୍ଗଳିକ କର୍ମ ଓ ବଡ ଲୋକଙ୍କ ସାମ୍ନାରେ ଛିଙ୍କିବା ଅଶୁଭ କର୍ମ କରାଯାଏ | ଜୋରରେ ହସିବା କିମ୍ଭା ଜୋରରେ କଥା କହିବା ତଥା ଗୁରୁଜନ ସାମନାରେ ବଡ ପାଟି କରିବା ଏହା ମଧ୍ୟ ଅଶୁଭ କାର୍ଯ୍ୟ କରାଯାଏ |
ଅକାରଣରେ ଥୁକିବା ହାତକୁ ପଛପଟକୁ ରଖିବା ଭଲ ନୁହେଁ ତେବେ ଏହା ଥିଲା ଛୋଟିଆ ଛୋଟିଆ କର୍ମ ଯାହାକୁ ଆପଣ କରିବେ ନାହିଁ ଏବଂ ତାହା ସହିତ ନିଜକୁ ସମ୍ପୂର୍ଣ ପବିତ୍ର ରଖିବେ ଏବଂ ଯଦି ଏହିଦିନ ମାନଙ୍କରେ ଆପଣ ସକାଳୁ ଉଠି ସ୍ଥାନ କରିସାରିବା ପରେ ଗାଈକୁ ସ୍ପର୍ଶ କରୁଛନ୍ତି ତେବେ ଆପଣ ନିଶ୍ଚୟ ରୂପରେ ପାପମୁକ୍ତ ହୋଇ ପାରିବେ ଅଇଁଠା ହାତରେ ଗାଈ ବ୍ରହ୍ମଣ ଅଗ୍ନି ଦେବପ୍ରତିମା ବୃକ୍ଷ ଯଂଜ୍ଞକାଠ ତଥା ନିଜର ମସ୍ତକକୁ ସ୍ପର୍ଶକରିବା ଅନୁଚିତ ଯାହା ସବୁ ଆପଣ ମାନେ ଜାଣିଲେ ତାହା ପ୍ରତେକ ସମୟରେ ଅଶୁଭ ବୋଲି ବିଚାର କରାଯାଏ | ତେବେ ବନ୍ଧୁଗଣ ଆପଣ ମାନେ ଯଦି ଭଗବାନ ଜଗନ୍ନାଥ ଙ୍କୁ ହୃଦୟରୁ ଭକ୍ତି କରୁଥାନ୍ତି ତାହାଲେ ତଳେ ଥିବା ଆମ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ନିଶ୍ଚୟ ଲେଖନ୍ତୁ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …