Breaking News

ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଘରକୁ ଆଣନ୍ତୁ ଏହି 5ଟି ଜିନିଷ ଦେଖିବେ ସ୍ୱୟଂମା ଲଷ୍ମୀ ଏଥର କରିବେ କୃପାବର୍ଷା !

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଦୋଳ ପୂର୍ଣ୍ଣିମା ବା ହୋଲି ପର୍ବରେ ଘରକୁ ନେଇ ଆସନ୍ତୁ ଏହି ୫ଟି ଜିନିଷ ଦେଖିବେ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟାର ହେବ ଅନ୍ତ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ହେବ କେବଳ ଧନର ବର୍ଷା। ଦର୍ଶକ ବନ୍ଧୁ ଧନ ସଂପତ୍ତି ଜନିତ ସମସ୍ୟା ଲାଗି ରହୁଥିଲେ ଏହାର ମୁଖ୍ୟ କାରଣ ଘରର ବାସ୍ତୁ ଦୋଷ ହୋଇଥାଏ ଯେଉଁ ଗୃହରେ ବାସ୍ତୁ ଦୋଷ ସମସ୍ୟା ରହିଥାଏ |

ସେଠି ଅଧିକ ଟଙ୍କା ରୋଜଗାର କରିଲେ ମଧ୍ୟ ସଞ୍ଚୟ ହୋଇପାରେ ନାହିଁ ମାତ୍ର ଏପରି କେତେକ ଜିନିଷ ରହିଛି ଯାହାକୁ ଘରେ ରଖିଲେ ଏହିସବୁ ସମସ୍ୟାରୁ ଆମକୁ ମୁକ୍ତି ମିଳିବା ସହ ଘରେ ସୁଖ ଶାନ୍ତିର ବାତାବରଣ ମଧ୍ୟ ଲାଗି ରହିଥାଏ। ଯେହେତୁ ଦୋଳ ପୂର୍ଣ୍ଣିମା ବା ହୋଲି ପର୍ବ ଆଗକୁ ଆସୁଛି ତେବେ ହୋଲି ପୂର୍ବରୁ ଜ୍ୟୋତିଷ ମାନଙ୍କ ମତ ଅନୁସାରେ ଏହି ୫ଟି ଜିନିଷ ଘରକୁ ନେଇ ଆସନ୍ତୁ ଦେଖିବେ ଆପଣଙ୍କ ଗୃହର ସୁଖ ଦୁଇଗୁଣ ବଢିଯିବ।

ୱିଂ ଚାଇଲ୍ଡ
ଏହାକୁ ଘରେ ଲଗାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ପବନରେ ଏହାର ଶବ୍ଦ ଘରର ନକାରାତ୍ମକତାକୁ ଦୂର କରିଥାଏ।

କ୍ରିଷ୍ଟାଲ୍ ଗ୍ଲବ୍
ଦର୍ଶକ ବନ୍ଧୁ ପେଙ୍ଗୁଇଂ ଶାସ୍ତ୍ର ଅନୁସାରେ କ୍ରିଷ୍ଟାଲ୍ ଗ୍ଲବ୍ ନିଜ ଭିତରେ ପ୍ରକାଶ ସମହିକ ରଖିଥାଏ ତେଣୁ ଏହାକୁ ଗୃହରେ ରଖିବା ଦ୍ଵାରା ସକାରାତ୍ମକ ଶକ୍ତି ସହ ଘରେ ହସ ଖୁସିର ବାତାବରଣ ମଧ୍ୟ ଆସିଥାଏ।

ଘୋଡାର ନାଲ
ଘର ଉପରେ ବା ମଝି ସ୍ଥାନରେ ଏହାକୁ ଆଣି ହୋଲି ପୂର୍ବରୁ ଲଗାଇ ଦିଅନ୍ତୁ ଏହା ସମସ୍ତ ପ୍ରକାରର ନକରାତ୍ମକ ଶକ୍ତିକୁ ଦୂରରେ ରଖିଥାଏ ଓ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନକୁ ମଧ୍ୟ ଦୂର କରିଥାଏ।

ଧାତୁ ନିର୍ମିତ କଇଁଛ ଫଙ୍ଗଲ୍ସ ୱିଙ୍ଗସ୍
ଶାସ୍ତ୍ର ଅନୁସାରେ ଧାତୁ ନିର୍ମିତ କଇଁଛର ବୋହୁତ ବିଶେଷ ମହତ୍ତ୍ଵ ରହିଛି ଏହାକୁ ଘରେ ରଖିଲେ ଘରେ ଆର୍ଥିକ ଉନ୍ନତି ହୁଏ ବାସ୍ତୁ ଦୋଷ ଦୂର ମଧ୍ୟ ହୋଇଥାଏ ଓ ଜୀବନରେ ସମସ୍ତ ପ୍ରକାରର ସୁଖ ଶାନ୍ତି ମଧ୍ୟ ଆସିଥାଏ।

ଲାଫିଂ ବୁଦ୍ଧ
ଘରେ ଲାଫିଂ ବୁଦ୍ଧର ମୂର୍ତ୍ତିକୁ ଏହି ହୋଲି ପୂର୍ବରୁ ନେଇ ଆସନ୍ତୁ ଦେଖିବେ ଆପଣଙ୍କର ଘରର ସୁଖ ସମୃଦ୍ଧି ବଢିବା ସହିତ ଆର୍ଥିକ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ ଏବଂ ଘରର ଉତ୍ତର ପଶ୍ଚିମ କୋଣରେ ଏହାକୁ ଆଣି ଆପଣ ରଖନ୍ତୁ ସମସ୍ତ କ୍ଷେତ୍ରରେ ଆପଣଙ୍କୁ ସଫଳତା ମଧ୍ୟ ମିଳିବ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.