Breaking News

ପବିତ୍ର ବିଶ୍ଵକର୍ମା Puja କରନ୍ତୁ ନାହିଁ ଏହି (୫ଟି କାମ ) ନହଲେ ଆପଣଙ୍କର ହେବ ସର୍ବନାଶ, ଆପଣ କରୁଛନ୍ତି ଏହି କାମ ତାହାଲେ ନିହାତି ଦେଖନ୍ତୁ !

ବନ୍ଧୁଗଣ ବିଶ୍ୱକର୍ମା ପୂଜାରେ କେଉଁ କାମ କାରିବ ଉଚିଛି ଏବଂ କେଉଁ କାମ କରିବା ଅନୁଚିତ ହୋଇଥାଏ ଏବଂ କେଉଁ କାମ କଲେ ଆପଣ ଧନବାନ ହୋଇପାରିବେ ସେହି ଉପାୟ ବିଷୟରେ ଜାଣିବା ବନ୍ଧୁଗଣ ସେପ୍ଟେମ୍ବର 17 ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେବ ଭଗବାନ ବିଶ୍ୱକର୍ମା ପୂଜା କରୁଥିବା ବ୍ୟକ୍ତିଙ୍କ ଘର ସବୁ ବେଳେ ଧନ ଧାନ୍ୟରେ ଭରିଯାଏ ସୁଖ ଶମୄତି ବୃଦ୍ଧି ହୋଇଥାଏ | ଏହି ଉଜର ମହିମା ବ୍ୟକ୍ତିର ବେପରରେ ଉର୍ନତି ହୋଇଥାଏ ଏବଂ ବ୍ୟକ୍ତିର ସବୁ ମନସ୍କମାନ ପୁରାଣ ହୋଇଥାଏ ହିନ୍ଦୁ ପୁରାଣ ଅନୁସାରେ ଭଗବାନ ବିଶ୍ୱକର୍ମା ନିର୍ମାଣ ଏବଂ ସୂଚନାର ସେବତା ଅଟନ୍ତି |

ଏଭଳି ମାନ୍ୟତା ରହିଛି କି ଭଗବାନ ବିଶ୍ୱକର୍ମା ଇନ୍ଦ୍ରପୁରୀ ଦୁରୀକ ହସ୍ତିନା ପୁର ସ୍ୱର୍ଗ ଲୋକ ଲଙ୍କା ଆଦିର ନିରିମାଣ କରିଥିଲେ ବିଶ୍ୱକର୍ମା ପୂଜା ଦିନ ସମସ୍ତ କମ୍ପାନୀ ବେବସାୟା ସ୍ଥଳୀ ଆଦିରେ ଭଗବାନ ବିଶ୍ୱକର୍ମା ପୂଜା କରାଯାଇଥାଏ ଚଳିତ ବର୍ଷ ସେପ୍ଟେମ୍ବର 17 ତାରିଖରେ ଏହି ପୂଜା ଅନୁଷ୍ଠିତ ହୋଉଛି | ବିଶ୍ୱକର୍ମା ପୂଜା ପାଇଁ ବେକ୍ତିକୁ ପ୍ରବାହ କାଳରୁ ସ୍ଥାନ ଆଦି ସାରି ନିଜ ପତ୍ନୀ ଙ୍କ ସହିତ ପୂଜା କରିବା ଆବଶକ୍ୟ | ପୂଜାର ବସିଥିବା ସମୟରେ ହାତରେ ଫୁଲ ଅରୁଆ ଚାଉଳ ବା ଅଖ୍ୟାତ ଧରନ୍ତୁ |

ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟି କର୍ତା ଏହି ବିଶ୍ୱକର୍ମା ପୂଜାରେ ଆପଣ ଏହି ଦିନ ସବୁ ଭୁଲୁ କରନ୍ତୁ ନାହିଁ ନଚେତ ବିଶ୍ୱକର୍ମା ଙ୍କର ଅଵିଶାପ ଆପଣଙ୍କ ଉପରେ ନିଶ୍ଚୟ ଭାବରେ ପଡିପାରେ | ଆମ ଶାସ୍ତ୍ର ଅନୁଯାଇ ବିଶ୍ୱକର୍ମା ପୂଜା ଦିନ ଏହି ସବୁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ ଶାସ୍ତ୍ର ରେ ଏହା ବର୍ଜନୀୟ କୁହାଯାଇଛି |

ବିଶ୍ୱକର୍ମା ପୂଜା ଦିନ ଆପଣ ଉପବାସ ଗ୍ରହ ପୂଜା ହୋମ ଆଦି କରିପାରିବେ କିନ୍ତୁ ଏହି ଦିନ କୌଣସି ସ୍ୱଳ୍ପ ଅନୁଷ୍ଠାନ କୌଣସି କଳକାରଖାନରେ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ ଏହି ଦିନ ଆପଣ ଏଠାରେ କାର୍ଯ୍ୟ କରିବେ ନାହିଁ ଏହି ଦିନ ପ୍ରଭୁ ବିଶ୍ୱକର୍ମା ଙ୍କର ଉପାସନା କରନ୍ତୁ | ଆପଣଙ୍କ ଘରେ ଧନ ଆଦି ସୁଖର ବୃଦ୍ଧି ହୋଇଥାଏ ଏହି ବର୍ଷ ବିଶ୍ୱକର୍ମା ପୂଜା 17 ତାରିଖରେ ପଡୁଅଛି ଏଥିପାଇଁ ଏହି ବର୍ଷ ବିଶ୍ୱକର୍ମା ପୂଜାରେ ଭୁଲୁରେ ବି ହଲ କାର୍ଯ୍ୟ କରନ୍ତୁ ନାହିଁ |

ଆପଣ ଯେଉଁ ବସ୍ତୁ ଆସନ ରୂପରେ ବେବହାର କରୁଛନ୍ତି ତାହା କଦାପି ଆରାମ ଦାୟକ ହେବା ଅନୁଚିତ ଶେଷରେ ହେଲା ବିଶ୍ୱକର୍ମା ପୂଜା ପାଇଁ ଆପଣ ଫୁଲ ନିଜେ ଅଣାନ୍ତୁ ଆପଣ ନିଜେ ତୋଳି ଆଣନ୍ତୁ | ପୂଜା ପାଇଁ ଯଦି ଆପଣ ନିଜେ ଫୁଲ ତୋଳି ଆଣୁଛନ୍ତି ତେବେ ଭଗବାନ ବିଶ୍ୱକର୍ମା ଙ୍କର ଅଶେଷ କୃପା ଆପଣଙ୍କ ଉପରେ ରହିବ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.