Breaking News

ଓଠ ଫାଟିବା ସମସ୍ଯା ର ଘରୋଇ ଉପଚାର !

ଶିତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ଯା କିନ୍ତୁ ଏହିଓଠ ଫାଟିବା ଅନେକ ଙ୍କ ପକ୍ଷେ ଅସାଧାରଣ ରୂପ ନେଇଥାଏ | ତେଣୁ ଓଠ ର ଯତ୍ନ ନେବା ନିହାତି ଜରୁରୀ ନଚେତ ଓଠ ଭୟଙ୍କର ରୂପେ ଫାଟି ଥାଏ |

ଏଥିପାଇଁ ଝିଅ ମାନେ ବହୁତ ମହଙ୍ଗା କ୍ରୀମ ବ୍ୟବହାର କରିଥାନ୍ତି କିନ୍ତୁ ଏହାର କୌଣସି କସ ପ୍ରଭାବ ପଡି ନଥାଏ |ଏହା ବଦଳ ରେ ଯଦି ଘରୋଈ ଉପାୟ ଆପଣା ଯାଏ ତେବେ ଓଠ ଭଲ ଏବଂ ନରମ ରହିଥାଏ |


ଆସନ୍ତୁ ଜାଣିବା କିଭଳି ଓଠ ର ରଙ୍ଗ ବଦଳାଇବା ସହ ନରମ କରି ପାରିବା, ନ୍ନିଜ ଓଠ ର ନ୍ଯାଚୁରାଲ ରଙ୍ଗ ଆଣିବା ପାଇଁ ସପ୍ତାହକୁ ଠାରେ କିମ୍ବା ଦୁଈ ଥର ହୋମ ମେଡ ସ୍କ୍ରବ ବ୍ୟବହାର କରନ୍ତୁ | ଏଥି ପାଇଁ ମହୁ ଏବଂ ଚିନୀ ର ବ୍ୟବହାର କରନ୍ତୁ |


କିଛି ବୁନ୍ଦା ମହୁ ରେ କିଛି ଚିନୀ ମିଶାଇ ଓଠ ରେ ସ୍କ୍ରବ କାଲେ ଲାଭ ମିଳି ଥାଏ | ଚିନୀ କଳା ପାନ ଦୂର କରିବା ସହ ରଙ୍ଗ ପରିବର୍ତ୍ତନ କରିଥାଏ | ସ୍କ୍ରବ କରିବା ପରେ ସୁଧା ନଡିଆ ତେଲ ରେ ଓଠ କୁ ମାଲିସ କରନ୍ତୁ ଯାହାଫଳ ରେ ଓଠ ନରମ ହୋଏ ଥାଏ | ରାତି ରେ ଶୋଇବା ପୂର୍ବ ରୁ ମଦ୍ୟ ଏହାକୁ ବ୍ୟବହାର କରି ପାରିବେ | ନଡିଆ ତେଲ ସହ ଆଲୋବେରା ଜେଲ ମାରିଲେ ବି ଭଲ ଫଳ ଦେବ | ଏଠି ସହ ନଡିଆ ତେଲ ସହ ଗୋଲାବ ଜଳ ମିଶାଇ ମଧ୍ୟ ମାଲିସ କରି ପାରିବେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *