Breaking News

ଅଲିଉଡ ଜଗତକୁ ଫେରିଲେ ଜ୍ଯୋତି ମିଶ୍ର || କ୍ଯାମରା ସାମ୍ନା କୁ ଆସି ଜଣାଇଲେ ଖୁସି ଖବର

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଦର୍ଶକ ବନ୍ଧୁ ଉଳିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ । ବର୍ତମାନ ସମୟ ରେ ତାଙ୍କର ର ଆଉ ଅଭିନୟ ଦେଖିବାକୁ ମିଳୁନି । ହଁ ବନ୍ଧୁ ସେ ଆଉ କେହି ନୁହନ୍ତି ଜ୍ୟୋତି ମିଶ୍ର । ହଁ ବହୁତ୍ ଦିନ ପରେ ତାଙ୍କ ନାମ ଶୁଣିଲେ ଆପଣ । ଜ୍ୟୋତି ମିଶ୍ର ଅନେକ ଫିଲ୍ମ୍ କରିଛନ୍ତି ଓ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହୋଇଥିଲା । ଜ୍ୟୋତି ମିଶ୍ର ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରୁଛନ୍ତି ।

ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଥିଲେ । ତାହେଲେ ଆସନ୍ତୁ ଜାଣିବା ଜ୍ୟୋତି ମିଶ୍ର ଙ୍କ ବିଷୟ ରେ । ଜ୍ୟୋତି ମିଶ୍ର ୨୨/ ଫେବୃୟାରୀ ରେ ତାଙ୍କ ଜନ୍ମ ଦିନ ପାଳନ କରନ୍ତି । ସେ ବର୍ତ୍ତମାନ ଭୁବନେଶ୍ବର ରେ ତାଙ୍କ ସ୍ବାମୀ ଓ ପୁଅ ସହ ରହୁଛନ୍ତି ।ଜ୍ୟୋତି ମିଶ୍ର ବସ୍କି ଜଗବନ୍ଧୁ ମହାବିଦ୍ୟାଳୟ ରେ ପାଠ ପଢୁଥିଲେ । ସେ ତାଙ୍କ ଫିଲ୍ମ୍ କ୍ୟାରିଅର ୧୯୯୮ ମସିହା ରେ ଆରମ୍ଭ କରିଥିଲେ । ଓଡ଼ିଆ ଆଲବମ୍ ହିରୋଇନ୍ ଭାବେ କାର୍ଯ୍ୟ କରିଥିଲେ ।

ସେ ୧୯୯୮ ମସିହା ରେ ସୌଭାଗ୍ୟବତୀ ଚଳଚ୍ଚିତ୍ର ରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ୧୯୯୯ ମସିହା ରେ ତୋ ଆଖି ମୋ ଆଇନା , ୨୦୦୬ ରେ ତୁ ଏକା ମୋ ସାହା ଭରଷା । ଜ୍ୟୋତି ମିଶ୍ର ୧୫ ରୁ ଉର୍ଦ୍ଧ ଫିଲ୍ମ୍ ରେ ଅଭିନୟ କରିଛନ୍ତି ଯେମିତି କି ତୁ ଏକା ମୋ ସାହା ଭରଷା, ଏଇଠି ସ୍ୱର୍ଗ ଏଇଠି ନର୍କ , ମାତୃ ଶକ୍ତି , ସିନ୍ଦୂର ନୁହେଁ ଖେଳ ଘର , ଧର୍ମ ସହିଲେ ହେଲା , ମା ମଙ୍ଗଳା, ମନ ରହିଗଲା ତୁମରି ଠାରେ,ବୋଉ,ତୋ ଆଖି ମୋ ଆଇନା , ସହର ଜଳୁଛି ,ଇତ୍ୟାଦି ଫିଲ୍ମ୍ କରିଛନ୍ତି । ସେ ଓଡ଼ିଆ,ବେଙ୍ଗଲୀ,ତେଲୁଗୁ, ଛତିଶଗଡ଼ି ଫିଲ୍ମ୍ ରେ ଅଭିନୟ କରିଛନ୍ତି ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *