Breaking News

ଓଲିଉଡର Choklet ହିରୋଇନ ଅର୍ଚ୍ଚିତା ସାହୁ ଅଭିନୟ ଛାଡି ଶେଷରେ ସେ ଓକିଲ ହେଲେ…. ଦେଖନ୍ତୁ ଅଭିନୟ ଛାଡି କାହିଁକି ଓକିଲ ହେଲେ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଅର୍ଚିତା ସାହୁ ଜବରଦସ୍ତ ଅଭିନୟ ପାଇଁ ବେଶେ ଲୋକ ପ୍ରିୟ ହୋଇଥିଲେ ଅର୍ଚିତା ସବୁ ବହୁ ମାତ୍ର ଚଳଚିତ୍ରରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ଲୋକ ପ୍ରିୟ କରାଇ ପାରିଛନ୍ତି | ଆପଣ ମାନେ ନିହାତି ଜାଣିଥିବେ ଅର୍ଚିତା ଓ ଅଭିନେତା ସବ୍ୟସାଚୀ ଙ୍କ ସହିତ ବହୁସରା ଅଭିନୟ କରିଥିଲେ ଏପରିତ ତାଙ୍କର ଜବରଦସ୍ତ ପାଇଁ ଓଡ଼ିଶାରେ ଅନେକ ଲୋକ ପ୍ରିୟ ହାସଲ ରିଛନ୍ତି |

ଅର୍ଚିତା ଙ୍କୁ ନେଇ ପ୍ରତି ବର୍ଷ ଦୁଇଟା କିମ୍ବା 3ଟା ଚଳଚିତ୍ର ରେ ଅଭିନୟ କରିନାହାନ୍ତି ହେଲେ ଏହି ଗୋଟେ ବର୍ଷ ହେବ ସେ କୌଣସି ଚଳଚିତ୍ର ରେ ଅଭିନୟ କରିନାହାନ୍ତି | କାରଣ କୋଭିଡି ପରେ ଏହି ଅଭିନେତ୍ରୀ ଜଣଙ୍କ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରି ବେଶେ ଖୁସିରେ ଅଛନ୍ତି |

ବିବାହ ପରେ ନିଜ ସ୍ୱାମୀଙ୍କ ସହିତ ସୋସିଆଲ ମିଡିଆରେ ବେଶେ ସକ୍ରିୟ ରହୁଛନ୍ତି ବର୍ତମାନ ସମୟରେ ଅର୍ଚିତାଙ୍କୁ ନେଇ ଏକ ଖସୁ ଖବର ଆସିଯାଇଛି | ସେ ଜଣେ ଫ୍ୟାନଙ୍କ ପାଇଁ ଏହି ଖବରଟି ହେଉଛି ଅର୍ଚିତାଙ୍କୁ ଏକ ଚଳଚିତ୍ର ଆସିବାକୁ ଯାଉଛି | ଏହି ଚଳଚିତ୍ର ଟିର ନାମ ହେଉଛି ମହିଷାଶ୍ୱର |

ତରଙ୍ଗ ଟିଭିର 47 ତମ ଚଳଚିତ୍ର ମହିଷାଶ୍ୱର ଚଳଚ୍ଚିତ୍ର ରେ ନଜର ଆସିବେ ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହି ଚଳଚ୍ଚିତ୍ରରେ ସେ ଅଇନି ଜୀବି ହୋଇଛନ୍ତି ଏବଂ ସେ ମୂଷିଲିମ ପରିବାରର ଏହି ଚଳଚ୍ଚତ୍ର ର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଦେଇକହିବାକୁ ମିଳୁଛି ଏହି ଚଳଚିତ୍ର ବିଷୟରେ ଅର୍ଚ୍ଚିତା କିଛି ପ୍ରତିକ୍ରିୟା ରଖିଛନ୍ତି | ଆପଣ ମାନେ ଯେଉଁ ଫୋଟ ଦେଖୁଛନ୍ତି ସେ କୋଉ ସିରିଲେ ଲାଇଫିର କଥା ନୁହେଁ ସେ ହେଉଛି ରିଅଲ ଲାଇଫିର ମହିଷାଶ୍ୱର ଚଳଚ୍ଚିତ୍ରରେ ରେ ସେ ଅଇନି ଜୀବି ଭାରେ ଅଭିନୟ କରୁଛନ୍ତି |
udra

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.