Breaking News

ଓଲିଉଡର ଆଗଧାଡିର Comedian ଗୁଡ଼ୁ ବିବାହର ଗୋଟେ ବର୍ଷ ପରେ ଦେଲେ ବହୁତ ବଡ଼ ଖୁସି ଖବର ଦେଖନ୍ତୁ…. କଣ ସେହି ଖୁସି ଖବର !

ନମସ୍କାର ବନ୍ଧୁଗଣ ତେବେ ସାଙ୍ଗମାନେ ଆପଣ ମାନେ ତ ଆମ ଓଡ଼ିଆ ସିନେମା ତଥା ଓଡ଼ିଶା ବାସୀ କର ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୁ ଙ୍କୁ ଭଲଭାବେ ଜାଣିଥିବେ | ତେବେ ଆପଣ ମାନେ ତାଙ୍କର ଖୁବ୍ ସୁନ୍ଦର ଅଭିନୟ ତଥା କମେଡି ମଧ୍ୟ ନିଶ୍ଚିତ ରୂପେ ଦେଖିଥିବେ ଅନେକ ଗୁଡ଼ିଏ ସିନେମା ସହ ଅନେକ ଗୁଡ଼ିଏ ରିଆଲିଟି ଶୋ ମାଧ୍ୟମରେ ଆପଣ ମାନେ ତାଙ୍କୁ ଦେଖିଥିବେ |

ତେବେ ସାଙ୍ଗମାନେ ଆପଣ ମାନେ କର ଏହି ପ୍ରିୟ ର ହାସ୍ୟ ଅଭିନେତା ଗୁଡୁ ତାଙ୍କ ଦର୍ଶକ ମାନକୁ ଦେଇଛନ୍ତି ଏକ ଖୁସି ଖବର ତେବେ ସାଙ୍ଗମାନେ ଚାଲନ୍ତୁ ଜାଣି ନେବା କଣ ରହିଛି ଏହି ଖୁସି ଖବର ଯାହା ତାଙ୍କ ଦର୍ଶକ ମାନକୁ ଦେଇଛନ୍ତି ଗୁଡୁ ତେବେ ସାଙ୍ଗମାନେ ଯେମିତି କୁ ଆପଣ ମାନେ ଜାଣିଛନ୍ତି ଗୁଡୁ ହେଉଛନ୍ତି | ଆମ ଓଡ଼ିଶା ବାସୀ କର ଅତି ଲୋକ ପ୍ରିୟ ହାସ୍ୟ ଅଭିନେତା |

ସେ ଜଣେ ହାସ୍ୟ ଅଭିନେତା ହେବା ସହିତ ସେ ଜଣେ ବୋହୁତ ଭଲ କଲା କର ମଧ୍ୟ ତେବେ ସାଙ୍ଗମାନେ ସେ ନିଜର ଖୁବ୍ ସୁନ୍ଦର ଅଭିନୟ ତଥା କମେଡି ପାଇ ସାରା ଓଡ଼ିଶାରେ ନିଜ ପାଇ ଏକ ସ୍ବତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ତେବେ ସାଙ୍ଗମାନେ ଚାଲନ୍ତୁ କଥା ହେଇଯିବ କଣ ରହିଛି ତାଙ୍କ ବିଷୟରେ ଖୁସି ଖବର ତେବେ ସାଙ୍ଗମାନେ ଆପଣ ମାନେ ତ ସମସ୍ତେ ଜାଣିଥିଲେ କୁ ଆପଣ ମାନକର ଏହି ପ୍ରିୟ ର ହାସ୍ୟ ଅଭିନେତା ଗୁଡୁ ୨୦୨୧ ମସିହା ରେ ବିବାହ କରିଥିଲେ |

ତାଙ୍କ ପ୍ରେମିକା ପ୍ରିୟଙ୍କା କୁ ତେବେ ସାଙ୍ଗମାନେ ବର୍ତ୍ତମାନ ସମୟରେ ଯାହା ଖୁସି ଖବର ଶୁଣି ବାକୁ ମିଳୁଛି ଏବଂ ଯେଉଁ ଖବର ବର୍ତ୍ତମାନ ସମୟରେ ପ୍ରତ୍ୟେକ ଟି ସୋସିଆଲ ମିଡିଆ ରେ ଭାଇରାଲ ହେବାକୁ ଲାଗିଛି ସେହି ଖବର ଟି ହେଉଛି ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଆପଣ କ ପ୍ରିୟ ର ହାସ୍ୟ ଅଭିନେତା ଗୁଡୁ ତେବେ ସାଙ୍ଗମାନେ ଏହି ଖବର ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ ଏହି କଥା ର କେତେ ସତ୍ୟତା ଅଛି ତେବେ ସତରେ ଗୁଡୁ ବାପା ହେବାକୁ ଯାଇଛନ୍ତି କୁ ନାହିଁ ତାହା ଏପର୍ଯ୍ୟନ୍ତ ସାମ୍ନା କୁ ଆସିନାହିଁ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.