Breaking News

ଓଲିଉଡ ଜଗତ ରେ ଫୁଣି ଆସିଗଲା ବହୁତ ବଡ଼ ଦୁଃଖ ଖବର, ରାଜେଶ୍ୱରୀ ଙ୍କ ପରେ ପରେ ଏହି ପ୍ରସିଦ୍ଧ ଅଭିନେତାଙ୍କ ମୄ-ତ୍ୟୁ ଘଟିଛି…

ନମସ୍କାର ବନ୍ଧୁଗଣ ଫୁଣି ସିନେମା ଜଗତ ପାଇଁ ବଡ଼ ଦୁଖଦ ଖବର ସାମ୍ନାକୁ ଆସିଛି ଆଜି ପ୍ରସିଦ୍ଧ ଅଭିନେତା ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ କେହଲିଯାଇଛି | ଟିଭି ଇଣ୍ଡ୍ରଷ୍ଟି କୁ ବଡ଼ ଝଟକା ଆଜି ପ୍ରସିଦ୍ଧ ଅଭିନେତାଙ୍କର ପରୋ ଲୋକ ହୋଇଛି ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାରଙ୍କ ମୃ-ତ୍ୟୁ ହୋଇଛି |

ଏହି ଭଳି ଖବର ପ୍ରଚାରିତ ହେବା ପରେ ସବୁ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ସୂଚନା ମୁତାବକ ଏହି ପ୍ରସିଦ୍ଧ ଅଭିନେତା ସକାଳେ ଖେଳୁଥିବା ବେଳେ ଅଚାନକ ତଳେ ପଡିଯାଇଥିଲେ ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲା ହେଲେ ସେଠାରେ ତାଙ୍କୁ ଡାକ୍ତର ମୃ-ତ୍ୟୁ ଘୋଷଣା କରିଥିଲେ | ସେ ଦିଲ୍ଲୀରେ ନିଜର ପାଠ ପଢିବା ପରେ 2005 ରେ ମୁମ୍ବାଇ ଆସିଥିଲେ ସେ 2019 ରେ ବିବାହ କରିଥିଲେ ତାଙ୍କର ଏକ ପୁଅ ଥିବା କଥା କୁହାଯାଇଛି |

ଏହିଭଳି ଖବର ପାଇବା ପରେ ଵିଵାଜି ଘରପର ହେ ସିରିଏଲ ର ଆକ୍ଟର ସଞ୍ଜୟ ବେନିଫତ ଏହି କଥା ଶୁଣିବା ପରେ ଓଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ଦୁଃଖ ପ୍ରକାଶ କରିଛନ୍ତି | ସେମାନେ କହିଛନ୍ତି କି ଦିବେଶ ତାଙ୍କ ଟିମିର ଜଣେ ଏଭଳି ସଦସ୍ୟ ଥିଲେ ଯିଏକି ସମସ୍ତ ପରିବାର ସଦସ୍ୟ ବୋଲି ମନେଇ ପାରୁଥିଲେ ଏହା ସହ ସଂଜୟ ଦିବେଶ ଜଣେ ତ୍ୟାଗୀ କଳାକାର ବୋଲି ଉଭୟ କଳଙ୍କର କହିଛନ୍ତି |

ଦିବେଶ ତାଙ୍କର ମଜାଦାର ଅଭିନୟ ପାଇଁ ବେଶେ ପରିଚିତ ଥିଲେ ସେ ଭାବିଜି ଘରପର ହେ ବେତିତ କମେଡି କିଙ୍ଗି କମ କମେଡି କ୍ଳବ ଓ ସେ ବହୁ ସାରା ସିରିଏଲରେ ଅଭିନୟ କରି ବେଶେ ଲୋକ ପ୍ରିୟ ହାସଲ କରିଥିଲେ ତେବେ ଟିଭି ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା ଲାଗିଛି | ତେବେ ଦିବେଶ ଙ୍କ ପରଲୋକ ପରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି |

About odisha news

Check Also

ବିବାହ ପରେ କିଭଳି ଦୁଃଖରେ ଶାଶୂଘରେ ଚଳୁଛନ୍ତି ସୋନାଲି, ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ !

ନମସ୍କାର ବନ୍ଧୁଗଣ ଓଡ଼ିଆ ସିରିଏଲର ଅଭିନେତ୍ରୀ ନିବେଡ଼ିତାଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ବହୁ ସାରା ଓଡ଼ିଆ …

Leave a Reply

Your email address will not be published.