Breaking News

ଓଲିଉଡ଼ ଅଭିନେତ୍ରୀ ଘରୁ ଧରା ପଡିଲା ୨୧ କୋଟି ଟଙ୍କାର ଠକେଇ, ଦେଖନ୍ତୁ କେମିତି ଧରା ପଡିଲା ଏତେ ଟଙ୍କା !

ଦର୍ଶକବନ୍ଧୁ ଗିରଫ ହେଲେ ଓଲିଉଡ ଅଭିନେତ୍ରୀ ଅର୍ପିତାବିକା ଘରୁ ଜବତ ହୋଇଥିଲା କୋଟି କୋଟି ଟଙ୍କା ଗିରଫ ହୋଇ ଜେଲ ହାଜତ ଭିତରକୁ ଓଲିଉଡ଼ ଜଗତର ଜଣେ ଚିହ୍ନ ନାଇକା | ପଶ୍ଟିମ ବଙ୍ଗର ଶିକ୍ଷକ ବର୍ତି ଘୋଟାଲାରେ ଫସି ସେ ଏବେ ଇଡି ହାତରେ ଗିରଫ ହୋଇଛନ୍ତି | ଓଡ଼ିଆ ଅଭିନେତ୍ରୀ ତଥା ମମତା ବାନାର୍ଜୀ ଙ୍କ ସରକାର ମନ୍ତ୍ରୀ ପାର୍ଥଚାଟାର୍ଜୀ ସମ୍ପର୍କୀୟ ଅର୍ପିତ ମୁଖାର୍ଜୀ ଙ୍କୁ ଏବେ ଗିରଫ କରିଛି ପୋଲିସ |

ରେଡ କରିବା ସମୟରେ ଅର୍ପିତା ଙ୍କ ଘରୁ 20 କୋଟି ଟଙ୍କା ଜବତ କରିଛି ଇଡି ଫଳରେ ତାଙ୍କୁ ଗିରଫ କରିବା କଥା ଜଣା ପଡିଛି | ତେବେ ପୂର୍ବରୁ ଇଡ଼ି ହାତରେ ମନ୍ତ୍ରୀ ପାର୍ଥଚାଟାର୍ଜୀ ଗିରଫ ହୋଇଛନ୍ତି ଅର୍ପିତାଙ୍କ 20 କୋଟି ଟଙ୍କା ଜବତ କରାଯିବ ପରେ ଉଭୟଙ୍କୁ ଗିରଫ କରିଛି ଇଡି | ଜବତ ଟଙ୍କାକୁ ନେଇ ପଚାର ଉଚାର କରିବାରୁ ସେ ଇଡି ସହଜରେ କିଛି କହି ନଥିଲେ ଫଳରେ ଗିରଫ କରିବାବେଳେ ଅର୍ପିତାଙ୍କ ମଧ୍ୟ ଗୀରିଫ କରିଛି ଇଡି |

ତେବେ ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା SSC ଘୋଟାଲାରୁ ଆୟତ ହୋଇଥିବା ବୋଲି ଇଡି ସନ୍ଧେହ କରିଛି ପଶ୍ଟିମ ବଙ୍ଗର ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଙ୍କ ଘରେ ଚଢ଼ାଉ କରାଯାଥିଲା | ଶିକ୍ଷକ ଭର୍ତି ଘୋଟାଲାକୁ ନେଇ ପାର୍ଥଙ୍କୁ 11 ଘଣ୍ଟା ପଚାର ଉଚାର କରିଥିବା କଥା ମଧ୍ୟ ଜାଣିବାକୁ ମିଳିଛି | ଅର୍ପିତା ମୁଖାର୍ଜୀଙ୍କ ଘରୁ ବଡ଼ ଏମାଉଣ୍ଟର ନଗଦ ଟଙ୍କା ବେତିତ ମୋବାଇଲି ଫୋନ ମଧ୍ୟ ଜବତ କରାଯାଇଛି |

ଅର୍ପିତ ଅନେକ ବଙ୍ଗଳା ତାମିଲି ଚଳଚିତ୍ର ସହିତ ଓଡ଼ିଆ ଚଳଚିତ୍ର ନଜର ଆସିଛନ୍ତି ଓଲିଉଡ଼ ଷ୍ଟାର ସବ୍ୟସାଚୀ ଙ୍କ ସହ ତୋର ମୋର ଯୋଡି ସୁନ୍ଦର ଛଲଚିତ୍ର ରେ ଖୁବୁ ଲୋକ ପ୍ରିୟତା ହାସଲ କରିଥିଲେ | ଏହା ପରେ ଆକାଶଙ୍କ ସହ ଫିଲ୍ମ କରୁଥିବାର ନଜର ଆସିଥିଲେ

About odisha news

Check Also

ଶେଷରେ ବାହା ହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା, ବାହାଘରର ଏମିତି ସବୁ ଫୋଟୋ ଆସିଲା ସାମ୍ନାକୁ, ଦେଖିଲେ ହଲିଯିବେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ !

ନମସ୍କାର ଦର୍ଶକବନ୍ଧୁ ଶେଷରେ ବିବାହ ବନ୍ଧରେ ବାନ୍ଧିହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା ବାହାଘର ର ସବୁ ଫୋଟ ଆସିଲା …

Leave a Reply

Your email address will not be published.