Breaking News

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଯେଉଁ ଉପହାର ଦେଇଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ କି ବହୁତ ଦିନ ହେବ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ବିବା-ଦ ଲାଗି ରହିଛି ପୂର୍ବରୁ ଅଭିନେତା ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ନାଁ ରେ ଅଭିଯୋଗ ଆଣିଥିଲେ |

ଅନୁଭବ ମଧ୍ୟ ବର୍ଷାଙ୍କ ନାଁ ରେ ଛାଡପତ୍ର ମାମଲା ରୁଜୁ କରିଥିଲେ କେନ୍ଦ୍ରପଡ଼ା ସାଂସଦ ତଥା ଅନୁଭବ ମହାନ୍ତି ଓ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ଆସିଛି ନୂଆ ଅପଡେଟ ତେବେ ଷ୍ଟାର ଦମ୍ପତି ଙ୍କୁ ନେଇ ଏକାଧିକ ମାମଲା ଏବେ କୋର୍ଟ ରେ ବିଚାରାଧୀନ ରହିଛି ଏହା ମଧ୍ୟରେ କୋର୍ଟ ଭିତରେ ଅନୁଭବ ବର୍ଷା ଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି |

ଅନୁଭବ ମହାନ୍ତି ଯେଉଁ ଉପହାର ଦେଇଛନ୍ତି ଯାହା ଜାଣିଲା ପରେ ଆପଣମାନେ କହିବେ ଦୁନିଆରେ ଏତେ ସବୁ ଉପହାର ଥାଇ ମଧ୍ୟ ଅନୁଭବ ମହାନ୍ତି ଏଭଳି ଉପହାର କିଭଳି ଦେଲେ ଏବଂ କାହିଁକି ତେବେ ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଉପହାର ଦେଇଛନ୍ତି ଏବଂ କହିଲେ ଶ୍ଳୋକ ର ଅର୍ଥ ବୁଝି ପାରିବାରିକ କଳହ ତୁଟାନ୍ତୁ |

ତେବେ ଏନେକ ସାରା ଜାଗାରୁ ସୁହାନା ଆସୁଛି କି ଓଲିଉଡ଼ ର ସୁପରହିଟ ଯୋଡି ଅନୁଭବ ଏବଂ ବର୍ଷା ପୁଣିଥରେ ଏକାଠି ହୋଇଯାଆନ୍ତୁ ଏବଂ ପୂର୍ବଭଳି ଆମକୁ ସୁପରହିଟ ସିନେମା ଦିଅନ୍ତୁ ତେବେ ବନ୍ଧୁଗଣ ଆପଣାମାନଙ୍କୁ ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.