Breaking News

ଓଲିଉଡ଼ କଳାକାର ମାନଙ୍କର Handsome ପୁଅ ମାନଙ୍କୁ ଆପଣମାନେ ଆଗରୁ କେବେ ଦେଖିନଥିବେ, କିଏ ଦେଖିବାକୁ ସବୁଠାରୁ ସୁନ୍ଦର !

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ୍ ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖିଥିବେ ଆଉ ଏଥିରେ ଅଭିନୟ କରୁଥିବା ହିରୋ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆସନ୍ତୁ ଜାଣିବା ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ର ହିରୋ ମାନଙ୍କର ପ୍ରକୃତ ପୁଅ ମାନଙ୍କ ବିଷୟରେ |

ନମ୍ବର 1 ରେ ଆସୁଛନ୍ତି ଉତ୍ତମ ମହାନ୍ତି – ତେବେ ଆପଣମାନେ ତ୍ ଉତ୍ତମ ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ଇଏ ହେଉଛନ୍ତି ଉତ୍ତମ ମହାନ୍ତି ଙ୍କର ପୁଅ ଯାହାଙ୍କର ନାଁ ହେଉଛି ବାବୁଶାନ୍ ମହାନ୍ତି |

ନମ୍ବର 2 ରେ ଆସୁଛନ୍ତି ମିହିର ଦାସ – ଯାହାଙ୍କର ତ ଖୁବ୍ ସୁନ୍ଦର ଅଭିନୟ ଆପଣମାନେ ତ ଫିଲ୍ମରେ ନିଶ୍ଚିତ ଦେଖିଥିବେ ମିହିର ଦାସଙ୍କର ଦୁଇଜଣ ପୁଅ ଅଛନ୍ତି ଇଏ ହେଉଛନ୍ତି ମିହିର ଦାସଙ୍କ ପୁଅ |

ନମ୍ବର 3 ରେ ଆସୁଛନ୍ତି ଆପଣମାନଙ୍କ ର ଅତି ପ୍ରିୟ ସିଦ୍ଧାନ୍ତ ମହାପାତ୍ର ତେବେ ଆପଣମାନେ ଜାଣିଥିବେକି ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଛନ୍ତି ଇଏ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ଯାହାଙ୍କର ନାଁ ହେଉଛି ସାଇ ସମର୍ଥ ମହାପାତ୍ର |

ନମ୍ବର 4 ରେ ଆସୁଛନ୍ତି ଦେବାଶିଷ ପାତ୍ର – ଦେବାଶିଷ ଆଲବମ ରୁ ହିଁ ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ ଇଏ ହେଉଛନ୍ତି ଦେବାଶିଷ ଙ୍କର ପୁଅ ଯାହାଙ୍କର ନାଁ ହେଉଛି ପରିଚିତ |

ନମ୍ବର 5 ରେ ଆସୁଛନ୍ତି ଓଲିଉଡର ଆଗଧାଡିର ଅଭିନେତା ପୁପିନ୍ଦର ସିଂହ ଯାହାକୁ କି ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ତେବେ ପୁପିନ୍ଦର ଙ୍କର 3 ଜଣ ପୁଅ ଅଛନ୍ତି ଇଏ ହେଉଛନ୍ତି ପୁପିନ୍ଦରଙ୍କ ପୁଅ ମାନେ |

ନମ୍ବର 6 ରେ ଆସୁଛନ୍ତି ଆକାଶ ଦାସ ନାୟକ ଯାହାଙ୍କର ତ୍ ଖୁବ୍ ସୁନ୍ଦର ଅଭିନୟ ଆପଣମାନେ ଫିଲ୍ମ ରେ ନିଶ୍ଚିତ ଦେଖିଥିବେ ଇଏ ହେଉଛନ୍ତି ଆକାଶର ପୁଅ ଯାହାଙ୍କର ନାଁ ହେଉଛି ଅଂଶ ଏବଂ ସେ ଦେଖିବାକୁ ବୋହୁତ କ୍ୟୁଟ |

ନମ୍ବର 7 ରେ ଆସୁଛନ୍ତି ଦୀପକ କୁମାର ଯିଏକି ଚତ୍ମକାର୍ ଅଭିନୟ କରି ଖୁବ୍ କମ୍ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରି ପାରିଛନ୍ତି ତେବେ ଇଏ ହେଉଛନ୍ତି ଦୀପକଙ୍କ ପୁଅ ଯାହାର ନାଁ ହେଉଛି ଦିଶାନ ଓ ତାଙ୍କର ଜନ୍ମ 2021 ମସିହାରେ ହୋଇଥିଲା |

ନମ୍ବର 8 ରେ ଆସୁଛନ୍ତି ଓଲିଉଡର ଚକୋଲେଟ୍ ହିରୋ ତଥା ଆପଣମାନଙ୍କର ଅତି ପ୍ରିୟ ବାବୁଶାନ୍ ମହାନ୍ତି ଆପଣମାନେ ଜନୁଥିବେକି ବାବୁଶାନ୍ ଗତ 2021 ମସିହାରେ ବାପା ହେଇଛନ୍ତି ଇଏ ହେଉଛନ୍ତି ବାବୁଶାନ୍ ଙ୍କ ପୁଅ ଯାହାର ନାଁ ହେଉଛି ଗ୍ବାନ ଏହା ଥିଲା ଓଲିଉଡ଼ ହିରୋ ମାନଙ୍କର ପୁଅ ମାନେ |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.