Breaking News

ଓଲିଉଡ଼ ଇଣ୍ଡଷ୍ଟ୍ରିର ଆପଣଙ୍କର ପ୍ରିୟ Heroine ମାନେ କେତେଯାଏଁ ପଡିଛନ୍ତି, ଏହି ସବୁ ହିରୋଇନ ମାନଙ୍କ ମଧ୍ୟରୁ କିଏ କିଏ ମାଟ୍ରିକ ଫେଲ ହୋଇଛନ୍ତି ଦେଖନ୍ତୁ !

ହେଲୋ ଫ୍ରେଣ୍ଡ୍ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ବର୍ଷା , ଅର୍ଚ୍ଚିତା , ଏଲିନା ,ଶୀତଲ ,ଶିବାନୀ , ତମନ୍ନା ଏମିତି ସବୁ ହିରୋଇନ୍ ମାନଙ୍କର ଶିକ୍ଷ୍ୟାଗତା ଯୋଗ୍ୟତା କେତେ ଏବଂ ସେମାନେ କେଉଁ ଠାରେ ପାଠ ପଢ଼ିଛନ୍ତି ଓ କେତେ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ତାହା ଆପଣ ମାନଙ୍କର ଜାଣିବା ପାଇଁ ଇଚ୍ଛା ଥିଲେ । ତେବେ ଆସନ୍ତୁ ଜାଣିବା ଆପଣ ମାନଙ୍କର ଓଲିଉଡ଼ ଇଣ୍ଡଷ୍ଟ୍ରିର ସବୁ ପ୍ରିୟ ହିରୋଇନ୍ ମାନେ କେତେ ପାଠ ପଢ଼ିଛନ୍ତି ଓ କେଉଁଠି ପାଠ ପଢ଼ିଛନ୍ତି ।

ଏକ ନମ୍ବର ରେ ଆସୁଛନ୍ତି ଅର୍ଚ୍ଚିତା ସାହୁ ତାଙ୍କର ଅଭିନୟ କୁ ଦ୍ରସକ୍ ମାନେ ବୋହୁତ ପସନ୍ଦ କରନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହୋଉଛି ସେ ଗ୍ରାଜୂଏସନ କମ୍ପଲିଟ କରିଛନ୍ତି ବଟେକ୍ ରେ କୀଟ ଉନିଭର୍ଶିଟୀ ରେ ଏବଂ ତାଙ୍କ ର ସ୍କୁଲ କମ୍ପଲିଟ ହୋଇଛି DM ସ୍କୁଲ ରେ । ଅର୍ଚ୍ଚିତା 29 ଜାନୁଆରୀ 1990 ରେ ଭୁବନେଶ୍ୱର ଠାରେ ଜନ୍ମ ଗ୍ରହଣ କରିଥିଲେ ।

ଦୁଇ ନମ୍ବରରେ ଆସୁଛନ୍ତି ଏଲିନା ସାମନ୍ତରାୟ ସେ ଇସ୍କ ତୁହି ତୁ ରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ପଦ ଦେଇଥିଲେ । ତାଙ୍କର ଜନ୍ମ 23 ଜୁଲାଇ 1996 ରେ କେଉଁଝର ଠାରେ ହୋଇଥିଲା । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବୋହୁତ ଭଲ ଲାଗୁଥିଲା ଓ ଦର୍ଶକ ମାନେ ତାଙ୍କୁ ବୋହୁତ ଭଲ ପାଇବା ମଧ୍ୟ ଦେଇଥିଲେ । ଏଲିନାଙ୍କର ଶିକ୍ଷାଗତ ଯୋଗ୍ୟତା ହୋଉଛି ସେ ଇଂଲିଶରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ତାଙ୍କର କଲେଜ ରେଭେନ୍ସା ଉନିଭର୍ଶିଟୀ ସେ ପଡ଼ିଥିଲେ ।

ତିନି ନମ୍ବର ରେ ଆସୁଛନ୍ତି ଆପଣ ମାନଙ୍କର ପ୍ରିୟ ଶୀତଲ ପାତ୍ର ତାଙ୍କର ଅଭିନୟକୁ ତ ଆପଣ ମାନେ ବୋହୁତ ପସନ୍ଦ କରନ୍ତି । ଶୀତଲ ପ୍ରଥମ ବର୍ଷ mbbs ଷ୍ଟୁଡେଣ୍ଟ୍ ଭାବରେ ପ୍ରାଇଭେଟ୍ ମେଡିକାଲ କଲେଜରେ ପଢ଼ୁଛନ୍ତି । ବ୍ରତମାନ ସମୟରେ ପାଠ ପଢା ସହିତ ଚଳଚିତ୍ର ସୁଟିଙ୍ଗ ରେ ବେସ୍ତ ରହିଛନ୍ତି ।

ଚରି ନମ୍ବର ରେ ଆସୁଛନ୍ତି ଆପଣ ମାନଙ୍କର ପ୍ରିୟ ପ୍ରକୃତି ମିଶ୍ର । ସେ ଓଲିଉଡ଼ ଛଡ଼ା ବଲିଉଡରେ ମଧ୍ୟ କାମ କରି ସାରିଲେଣି । ସେ ଭେଙ୍କେଟେଶ୍ୱର୍ ଇଂଲିଶ ମେଡିୟମ୍ ସ୍କୁଲ ଭୁବନେଶ୍ୱର ରେ ପଢିଥିଲେ ଓ ସେ ରମାଦେବୀ ଓମେନ୍ସ କଲେଜ ରେ ପଢିଥିଲେ । ଏବଂ ସେ ତାଙ୍କର BA କମ୍ପଲିଟ କରିଛନ୍ତି ୱେଷ୍ଟ ମୁମ୍ବାଇ ଭବାନ୍ସ କଲେଜରେ ପଢ଼ିଛନ୍ତି । 3 ମାର୍ଚ୍ଚ 1995 ରେ ସେ ଭୁବନେଶ୍ୱର ଠାରେ ଜନ୍ମ ଗ୍ରହଣ କରିଥିଲେ ।

ପାଞ୍ଚ ନମ୍ବର ରେ ଆସୁଛନ୍ତି ସୁପ୍ରିୟା ନାୟକ ସେ ତାଙ୍କର ସ୍କୁଲ ପାଠ ପଢା ଗୁଜୁରାଟରେ କରିଥିଲେ ଏବଂ ସେ ତାଙ୍କର ହାଇସ୍କୁଲ ମୁମ୍ବାଇରେ ହୋଇଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହୋଉଛି ସେ ଲୋଭେଲି ପ୍ରଫେସନାଲ ଉନିଭର୍ଶିଟୀ ପଞ୍ଜାବରେ ଜନାଲୈଜିମ୍ ଓ ଫିଲ୍ମ୍ ମେଫିଙ୍ଗ ରେ ଗ୍ରାଜୁଏସନ କରିଛନ୍ତି ।

ଛଅ ନମ୍ବର ରେ ଆସୁଛନ୍ତି ପ୍ରିୟା ଚୌଧୁରୀ ସେ ଉତ୍କଳ ଉନିଭର୍ଶିଟୀ ରେ ନିଜର ଗ୍ରାଜୁଏସନ ପୂରଣ କରିଥିଲେ ।

ସାତ ନମ୍ବର ରେ ଆସୁଛନ୍ତି ଆପଣ ମାନଙ୍କର ପ୍ରିୟ ଶିବାନୀ ସଙ୍ଗୀତା । ତାଙ୍କର ଅଭିନୟ ଆପଣ ମାନଙ୍କୁ ବୋହୁତ ପସନ୍ଦ ଆସୁଛି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହୋଉଛି ସେ ଜଣେ ପ୍ରଫେସନାଲ ଡାନ୍ସର ଅଟନ୍ତି । ଓଡ଼ିଶା ଡାନ୍ସଏକାଡେମୀ ଜରିଆରେ ସେ ଓଡ଼ିଶୀ ଏବଂ ଓଷ୍ଟେଣ୍ଡ ଡାନ୍ସ କୁ ଶିକ୍ଷା କରିଛନ୍ତି । ତାଙ୍କର ସ୍କୁଲ କମ୍ପଲିଟ କରିଥିଲେ ଦିଲ୍ଲୀ ପବଲିକ୍ ସ୍କୁଲରେ । ସେ ଭୁବନେଶ୍ୱର ର କୀଟ ଉନିଭର୍ଶିଟୀ ରେ ନିଜର ଗ୍ରାଜୁଏସନ୍ କମ୍ପଲିଟ କରିଛନ୍ତି । ସେ ଜନାଲୈଜିମ୍ ଓ ମସ୍କାନୁନିକେଶନ ସେ ଗ୍ରାଜିଏସନ କମ୍ପଲିଟ କରିଛନ୍ତି ।

ଆଠ ନମ୍ବର ରେ ଆସୁଛନ୍ତି ଭୂମିକା ଦାସ ତାଙ୍କ ଅଭିନୟ ଓ ଡାନ୍ସ କୁ ଲୋକମାନେ ବୋହୁତ ପସନ୍ଦ କରନ୍ତି । ସେ ହୋଇଛନ୍ତି ଜଣେ କ୍ଲାସିକାଲ ଡାନ୍ସର ଓ ସେ ପିଲା ବେଳୁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି । ଭୂମିକା DAV public school unity 8 ଭୁବନେଶ୍ୱର ରେ ତାଙ୍କର ସ୍କୁଲ କମ୍ପଲିଟ କରିଥିଲେ । ଏବଂ ଏବେ ସେ ଆକ୍ଟିଙ୍ଗ ସହିତ ନିଜର ପାଠ ପଢା ଜାରି ରଖିଛନ୍ତି ।

ନଅ ନମ୍ବର ରେ ଆସୁଛନ୍ତି ସର୍ମିଆନଗେଶ ସେ ତାଙ୍କର ସ୍କୁଲ କମ୍ପଲିଟ କରିଛନ୍ତି ସତ୍ୟସାଇ ବିଦ୍ୟା ମନ୍ଦିର ବାରିପଦାରେ । ତାଙ୍କର ହାଇ ସ୍କୁଲ ଓ +2 dav public school unity 8 ଭୁବନେଶ୍ୱର ରେ କମ୍ପଲିଟ କରିଥିଲେ । ଏବଂ ସେ ତାଙ୍କର ଗ୍ରାଜୁଏସନ୍ MPC junior college ବାରିପଦା ରେ କମ୍ପଲିଟ କରିଛନ୍ତି ଓ ଏବେ ମଧ୍ୟ ନିଜର ପାଠ ପଢା ଜାରି ରଖିଛନ୍ତି ।

ଦଶ ନମ୍ବରରେ ଆସୁଛନ୍ତି ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ବର୍ଷା ପ୍ରିୟର୍ଶିନୀ ସେ କଟକରେ ଜନ୍ମ ଗ୍ରହଣ କରିଥିଲେ ଏବଂ କଟକରେ ରହୁଛନ୍ତି । ସେ ରମାଦେବୀ ଓମେଂସ୍ ଉନିଭର୍ଶିଟୀ ଓ ସୌଳବାଳା ଓମେଂସ୍ କଲେଜ କଟକରେ ସେ ପାଠ ପଢ଼ିଥିଲେ । ତାଙ୍କର ଶିକ୍ଷ୍ୟାଗତା ଯୋଗ୍ୟତା ହେଉଛି ବର୍ଷା ଗ୍ରାଜୁଏଟ ଅଟନ୍ତି ।

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.