Breaking News

Breaking News : ଓଡ଼ିଶାକୁ ମାଡ଼ିଆସୁଛି ବଡ଼ ଲଘୁଚାପ ଆଜିଠୁ ରାଜ୍ୟରେ ୮ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ହାଇ ଆର୍ଲଟ ଜାରି କଲା ପାଣିପାଗ ବିଭାଗ !

ଏବେ ଏବେ ପାଣି ପାଗକୁ ନେଇ ଆସୁଛୁଇ ଆଉ କିଛି ବଡ଼ ସୂଚନା ଆସୁଛି ଲଘୁଚାପ ଆଜିଠାରୁ ବଡ଼ ବର୍ଷା 17 ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ | ତେବେ ବଙ୍ଗଳା ଦେଶ ଓ ପାଶ୍ୱବର୍ତୀ ଅଞ୍ଚଳ ରେ ସୃଷ୍ଟି ହୋଥିବା ଘୁନି ବଳୟ ବର୍ତମାନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାଶ୍ୱବର୍ତୀ ଅଞ୍ଚଳରେ ଅବସ୍ତିତ ରହିଛି ଏବଂ ସମୁଦ୍ର ପତନ ଠାରୁ 5 ଦଶମୀକ 8 କିଲୋ ମିଟର ଉଚତାରେ ବିସ୍ତାରିତ ହୋଇ ରହିଛି ଏହାରି ପ୍ରଭାବରେ ଅଶାନ୍ତ 24 ଘଣ୍ଟ ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଏହାର ପ୍ରଭାବରେ ଆଗାମୀ 5ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ତରପରୁ ସତର୍କ ସୂଚନା ଜାରି କରାଯାଇଛି |

ତେବେ ଲଗୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏହି ପରି ପକ୍ଷରେ ଆଗାମୀ 24 ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ତଜ୍ଵର 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ 17 ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ 24 ଘଣ୍ଟା ମଧ୍ୟରେ ଅର୍ଥାତ ଆସନ୍ତା କାଲି ମଧ୍ୟନ ସୁଦ୍ଧା ରାଜ୍ୟର କେନ୍ଧୁଝର ସୁନ୍ଦରଗଡ଼ ବରଗଡ଼ ସମ୍ବଲପୁର ଓ ବଲାଙ୍ଗୀରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି | ସେଥି ପାଇଁ ଏହି 5ଟି ଜିଲ୍ଲାକୁ ୱାରେଞ୍ଜ ଉର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |

ସେହିପରି ଏହି ସମୟ ମ,ଅଧ୍ୟରେ ବୋଦ୍ଧ କଳାହାଣ୍ଡି ନୂଆପଡା କନ୍ଧମାଳ ମାଲକାନଗିରି କୋରାପୁଟ ସୋନପୁର ନବରଙ୍ଗପୁର ଭଦ୍ରକ ଯାଜପୁର କଟକ ଦେବଗଡ଼ ଢେଙ୍କାନାଳ ମୟୁରଭଞ୍ଜ ଝାରସୁଗୁଡା ବାଲେଶ୍ୱର ଅନୁଗୁଳୁ ପୁରୁ ପ୍ରଭୁତି ଏହି 17ଟି ଜିଲ୍ଲାରେ ଗୋଟେ କିମ୍ଭା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ରାଜ୍ୟର ଅନେକ ଜିଲ୍ଲା ଗୁଡିକରେ ଗୋଟେ କିମ୍ଭା ଦୁଇଟି ସ୍ଥାନରେ ଅମଧ୍ୟମରୁ ପ୍ରବଳ ବର୍ଷା ହେବ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛ ଆଜି ଅପରାହ୍ନରେ ଏକ ସତର୍କ ସୂଚନ ଜାରିକାଳ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜୟନ କେନ୍ଦ୍ର ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସମସ୍ତ ଜିଲ୍ଲା ଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ଶାନ୍ତ 5ଦିନ ପର୍ଯ୍ୟନ୍ତ ସତର୍କ ରହିବ ପାଇଁ ପାଣିପାଗ ବିଭାଗର ସତର ସୂଚନା ଜାରି କରାଯାଇଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.