Breaking News

ଓଡିଶା ରେ ଘୁଷୁରୀ ପେଟରୁ ଜନ୍ମ ନେଲା ଦାନଵ ଛୁଆ, ଦେଖିକି ଉଡ଼ିଗଲା ହୋସ ଏଠାକାର ଲୋକଙ୍କର, ଏମିତି Kichi କେବେବି ଦେଖି ନଥିବେ…ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଜୀବଜନ୍ତୁ ନିରୀହ ହୋଇ ଥାନ୍ତି ଆପଣ ଜାଣିଛନ୍ତି କି ଯଦି ରଖିଥିବା ପଶୁ ଙ୍କ ପେଟ ରୁ ମଣିଷ ଛୁଆ ଜନ୍ମ ହେଲା ତାହା ମୃ-ତୁ ର କାରଣ ହୋଇଥାଏ ଆଜି ର ଏହି ଭିଡିଓ ଠିକ୍ ସେହି ପରି ଭିଡିଓ ଟି କୋରାପୁଟ ରୁ ଆସିଛି ସେ ନିଜେ କହି କହିଛନ୍ତି ଏହି ଭିଡିଓ ରେ ।

ଶ୍ରୀକାନ୍ତ ଭାଇ କହିଛନ୍ତି । ସେ ଘୁଷୁରୀ ବ୍ୟାପାର କରି ପେଟ ପୋଷୁଛନ୍ତି । ତାଙ୍କର ୨୦-୨୫ ଘୁଷୁରୀ ଥିଲା ଏହି ଘୁଷୁରୀ ପ୍ରତି ମାସରେ ଗୋଟେ ନା ଗୋଟେ ଛୁଆ ଦେଇଥାଏ । ସେ କହି ଛନ୍ତି ଏହି ଘୁଷୁରୀ ଛୁଆ ତାଙ୍କୁ ବିପଦରେ ପକେଇବ ବୋଲି ସେ କେବେ ଭାବି ନଥିଲେ ।

ଆପଣ ଦେଖିଥିବେ ଗାଁ କୁ ଘୁଷୁରୀ ରୁ କୁ ଧରି ଯାଆନ୍ତି ସେ ମଧ୍ୟ ଗାଁ କୁ ନେଇ ଯାଇ ଥିଲେ । ଘୁଷୁରୀ କୁ ଦେଖିବା ଲାଗି ଛୁଆ ବଡ଼ ମାନେ ରୁଣ୍ଡ ହୁଅନ୍ତି । ସେଦିନ ମଧ୍ୟ ସେହି ଭଳି ଥାଏ ଗଡମଧୁ ପୁର କୁ ଦୀନ ୧୦ ଟା ସମୟରେ ଗୋଟେ ଘୁଷୁରୀ ଛୁଆ ଦିଏ ସେ ଛୁଆ ପୁରା ରାକ୍ଷସ ଭଳି ଦେଖା ଯାଉଥିଲା

ସେ ଜନ୍ମ ହେବା ସଙ୍ଗେ ସାଙ୍ଗେ ଗୋଟେ ଛୁଆ ଗୋଡ଼ କୁ କାମୁଡି ଦେଇଥାଏ ମୁ ଏହା କୁ ଦେଖି ସାଙ୍ଗେ ସାଙ୍ଗେ ସେ ଘୁଷୁରୀ ଛୁଆ କୁ ପିଟି କରି ମାରି ଦେଲି । ଆପଣଙ୍କୁ କଣ ଲାଗୁଚି ଆମକୁ କମେଣ୍ଟ କରିନିଶ୍ଚିତ ଜଣାନ୍ତୁ ।

About odisha news

Check Also

ଯେତେବେଳେ ପୋଖରୀରେ ପ୍ରକଟ ହେଲେ Maa Durga ଆଉ ନିଜ ଭକ୍ତଙ୍କୁ ଦେଲେ ଦର୍ଶନ, ତାପରେ ହେଲା ଏମିତି ଚମତ୍କାର ଦେଖିକି ପୁରା ସରକାର ବି ହଲିଗଲେ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ କଣ ହେଲା ଯେତେ ବେଳେ ଝାଡ଼ଖଣ୍ଡ ର ଗୋଟିଏ ଛୋଟ ଗାଁ ରେ ଏକ ପୋଖରୀରେ ଅଚାନକ …

Leave a Reply

Your email address will not be published.