Breaking News

ଓଡିଶାର ସବୁଠୁ ଅଧିକ ଧନୀ ୫ ଓଡିଆ ସିରିଏଲ ଅଭିନେତ୍ରୀ, ୫ ନମ୍ବରଙ୍କ ମୋଟ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ।ଏହି ଓଲିଉଡ ଅଭିନେତ୍ରୀ ମାନେ ନିଜର ଅଭିନୟ ହେଉ ଅବା ନିଜର ଜୀବନର ଶୈଳି ଯୋଗୁଁ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରୁହନ୍ତି ଆପଣ ମାନେ ଜାଣିଥିବେ ଓଲିଉଡ ଜଗତରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଓ ଧନୀ ମଧ୍ୟ।

ତାହେଲେ ଆସନ୍ତୁ ଜାଣିବା କେଉଁ ସବୁ ଅଭିନେତ୍ରୀ ଅଧିକ ଧନୀ ଓଲିଉଡ ଜଗତରେ। ତେବେ ଡେରି ନ କରି ଆସନ୍ତୁ ଜାଣିବା ସେହି ସବୁ ଅଭିନେତ୍ରୀ ଙ୍କ ବିଷୟରେ।ଆମେ ଆଜି ଜାଣିବା କେଉଁ ଅଭିନେତ୍ରୀ ଓଲିଉଡ ଜଗତରେ ଅଧିକ ଧନୀ।


ଆଜି ଆମର ଏହି ଲିଷ୍ଟ ରେ ପ୍ରଥମେ ଅଛନ୍ତି ତୃପ୍ତି। ଆପଣ ମାନେ ସାମସ୍ତେ ତୃପ୍ତିଙ୍କୁ ମହାଦେବୀ ସିରିଏଲରେ ନିଶ୍ଚୟ ରୂପେ ଦେଖିଥିବେ ।ତୃପ୍ତି ଓଲିଉଡ ଜଗତରେ ବହୁତ ଲୋକପ୍ରିୟ ହେଇପାରିଛନ୍ତି ତାଙ୍କର ସୁନ୍ଦର ଅଭିନୟ ପାଇଁ। ଲୋକମାନଙ୍କୁ ତୃପ୍ତିଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବେସ ପସନ୍ଦ ଆସିଥାଏ ।ତୃପ୍ତି ଙ୍କର ମୋଟ ସମ୍ପତି 30 ଲକ୍ଷ ରୁ ବି ଅଧିକ।


ଦିତୀୟ ରେ ଅଛନ୍ତି ଓଲିଉଡ ର ସୁନ୍ଦର ଅଭିନେତ୍ରୀ ଅନନ୍ୟା ଆପଣ ମାନେ ସମସ୍ତେ ‘ଦିବ୍ୟଦ୍ରୁଷ୍ଟି’ ସିରିଏଲରେ ଦ୍ରୁଷ୍ଟିର ଭୂମିକାରେ ନିଶ୍ଚୟ ଦେଖିଥିବେ ।ସେ ଏହି ସିରିଏଲ ରେ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।ଅନନ୍ୟା ଙ୍କର ସମ୍ପତି ପ୍ରାୟ 50 ଲକ୍ଷ ରୁ ଅଧିକ।

ତୃତୀୟ ରେ ଆସୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ସବିତା। ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ରହିଛି ରହିବି ତୋରି ପାଇଁ’ ସିରିଏଲରେ ସବିତାଙ୍କ ଅଭିନୟକୁ ନିଶ୍ଚୟ ଦେଖିଥିବେ ।ସେ ଏହି ସିରିଏଲ ରେ ସୁନ୍ଦର ଅଭିନୟ କରି ଦର୍ଶକ ଙ୍କର ମନ ଜିତିପାରିଛନ୍ତି।ଆମେ କହି ରଖୁଛୁ କି ତାଙ୍କର ମୋଟ ସମ୍ପତି ହେଉଛି 80 ଲକ୍ଷ ରୁ ଅଧିକ।


ଆମର ଏହି ଲିଷ୍ଟ ରେ ଆସୁଛନ୍ତି ଓଲିଉଡ ର ଫେମସ ଅଭିନେତ୍ରୀ ଜେସି।ଆପଣ ମାନେ ଜେସି ଙ୍କୁ ବହୁତ ସିରିଏଲ ରେ ଅଭିନୟ କରୁଥିବାର ଦେଖିଥିବେ।ବର୍ତ୍ତମାନ ସେ ଜୀବନ ସାଥି ସିରିଏଲ ରେ ଅଭିନୟ କରୁଛନ୍ତି ଆପଣ ମାନେ ଦେଖିଥିବେ।ଜେସି ଙ୍କର ମୋଟ ସମ୍ପତି ହେଉଛି 1.5 କୋଟି ରୁ ଅଧିକ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *