Breaking News

ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସମାନ୍ତରାୟ (Elina Samantray) ଙ୍କ ସମ୍ପତ୍ତି ଜାଣିଲେ ଆପଣ ଚକିତ ହୋଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ଙ୍କୁ।ଏହି ଅଭିନେତ୍ରୀ ମାନେ ନିଜର ଜୀବନ ଶୈଳି କୁ ନେଇ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ଆଜି ଆମେ ଜଣେ ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଜିଏ କି ଖୁବ କମ ସମୟରେ ଓଲିଉଡ ଜଗତରେ ସଫଳତା ପାଇ ପାରିଛନ୍ତି।ବନ୍ଧୁଗଣ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଏଲିନା ସାମନ୍ତରାୟ।


ଏଲିନା ଙ୍କର ବହୁତ ଗୁଡିଏ ହିଟ ଫିଲ୍ମି ଆପଣ ମାନେ ଦେଖିଥିବେ ନିଶ୍ଚୟ।ଅଲିନା ତାଙ୍କର ସୁନ୍ଦର ଅଭିନୟ ରେ ଓଲିଉଡ ଜଗତରେ ଲୋକପ୍ରିୟତା ହାସଲ କରି ପାରିଛନ୍ତି।ଆପଣ ମାନେ ତ ସମସ୍ତେ ଏଲିନା ଙ୍କୁ ଜଣିଛନ୍ତି ହେଲେ ଆପଣ ଜାଣିଛନ୍ତି କି ଏଲିନା ଙ୍କ ପରିବାର ଓ ସମ୍ପତ୍ତି ବିଷୟରେ।ତେବେ ଆସନ୍ତୁ ଜାଣିବା ଏଲିନା ଙ୍କ ପରିବାର ଆଉ ସମ୍ପତ୍ତି ବିଷୟରେ।


ଏଲିନା ଙ୍କ ସମ୍ପତି ବିଷୟରେ ବହୁତ କମ ଲୋକ ଜାଣିଥିବେ।ଆପଣ ମାନଙ୍କୁ କହି ରଖୁଛୁ ଏଲିନା 1996 ମସିହାରେ ଜନ୍ମଗ୍ରହଣ କରିଥିଲେ।ସେ ଖୁବ କମ ସମୟ ଭିତରେ ଓଲିଉଡ ରେ ସଫଳତା ପାଇଛନ୍ତି। ବନ୍ଧୁଗଣ ବର୍ତ୍ତମାନ ଏଲିନା ଙ୍କ ବୟସ 23 । ସେ ବହୁତ କମ ବର୍ଷ ବୟସରେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।

ସେ ନିଜ କ୍ୟାରିଅର ଏକ ରିଅଲିଟି ସୋ ରୁ ଆରମ୍ଭ କରିଥିଲେ।ରିଅଲିଟି ସୋ ର ନାମ ହେଉଛି ‘କିଏ ହେବ ମୋ ହିରୋଇନ, ଏହି ରିଅଲିଟି ସୋ ରେ ଏଲିନା ସଫଳତା ପାଇଥିଲେ। ଏହି ସୋ ରେ ବିଜେତା ହେଲା ପରେ ସେ ତାଙ୍କର ପ୍ରଥମ ଫିଲ୍ମି ଇସ୍କ ତୁ ହି ତୁ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।ଏଲିନା ଙ୍କର ଏହି ଫିଲ୍ମି ଟି ହିଟ ହେଇଥିଲା ଆଉ ଏହାପରେ ଏଲିନା ଏହା ପରେ ଆମ ଓଲିଉଡ ଜଗତରେ ବହୁତ ଫିଲ୍ମି ମଧ୍ୟ କରିଛନ୍ତି।

ଏଲିନା ଗୋଟେ ଫିଲ୍ମି ରେ ଅଭିନୟ କରିବା ପାଇଁ ପ୍ରାୟ 10 ରୁ 15 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି। ଏଲିନା ବହୁତ କମ ସମୟରେ ସଫଳତା ହାସଲ କରି ପାରିଛନ୍ତି।ସେ ଏ ପର୍ଯ୍ୟନ୍ତ 12 ଟି ଓଡ଼ିଆ ଫିଲ୍ମି ରେ ଅଭିନୟ କରିଛନ୍ତି ।ଏଲିନା ଗୋଟେ ବିଜ୍ଞାପନ କରିବା ପାଇଁ 1 ରୁ 5 ଲକ୍ଷ ଡିମାଣ୍ଡ କରନ୍ତି।ବର୍ତ୍ତମାନ ଏଲିନା ଙ୍କ ମୋଟ ସମ୍ପତ୍ତି 4 କୋଟି ଟଙ୍କା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *