Breaking News

ଓଡିଶାର ଲୋକପ୍ରିୟ ନାୟକ ନାୟିକ ସବ୍ୟସାଚୀ ଅର୍ଚ୍ଚିତା (Sabyasachi Archita) କଣ ତାଙ୍କ ଚତୁର୍ଥୀ ପାଇଁ ସଜ ହେଉଛନ୍ତି!

ଓଡିଶାର ଲୋକପ୍ରିୟ ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ସବ୍ୟ ଅର୍ଚିତା ଯୋଡି । ଏହି ଯୋଡି ମାର୍ଚ ୧ ତାରିଖ ଦିନ ବିବାହ କରି ସାରିଛନ୍ତି । ସେ ରାଜସ୍ଥାନର ଯୋଦପୁର ରେ ରାଜସ୍ଥାନୀ ଢଙ୍ଗ ତାଙ୍କ ଖାସ ବନ୍ଧୁ ବାନ୍ଧବଙ୍କ ସହିତ ବେଶ ଧୂମ ଧାମରେ ବିବାହ କରିଛନ୍ତି । ସେମାନଙ୍କ ବିବାହ ଖବର ସେମାନେ ନିଜେ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପ୍ରତି ସମୟରେ ଅପଡେଟ ଦେଉଛନ୍ତି ।

ତାଙ୍କର ବିବାହ ଘର ର ଭିଡିଓ ସହିତ ପ୍ରି ୱେଡିଂ ଆପଣ ମାନେ ଦେଖିଥିବେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ । ଏହା ପରେ ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ରିସପେସନ୍ କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ଏବଂ ତାଙ୍କର ରିସେପସନ୍ କେଉଁଠି ହବ ତାହା ମଧ୍ୟ ସ୍ପଷ୍ଟୀକରଣ କରାଯାଇନାହିଁ ।

କିନ୍ତୁ ଏପଟେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କ ର କିଛି ବ୍ରାଇଡ଼ାଳ ମେକ୍ ଉପ ହେଉଥିବା ସମୟ ର ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ଚାଲିଛି ଯାହା କି ସବ୍ୟସାଚୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି । ଯଦି ଆମେ ଦେଖିବା ତାଙ୍କ ବିବାହ ଘର୍ ତିନ ଦିନ ପୁରି ସାରିଲାଣୀ ଏବଂ ତାଙ୍କ ର ରିସପେଶନ କେଉଁଠି ହବ ତାହା ର କୌଣସି ସ୍ପଷ୍ଟ ଖବର ବର୍ତ୍ତମାନ ସୁଦ୍ଧା ମିଳି ପାରିନି ।

ସବ୍ୟସଚୀ ଅର୍ଚିତା ଏବେ ସେମାନଙ୍କର ବିବାହ ଘର ସାରି ଓଡିଶା ଫେରି ଆସିଛନ୍ତି । ତେବେ ସେମାନେ କହିଛନ୍ତି ଓଡିଶାରେ ଥିବା ତାଙ୍କ ବନ୍ଧୁ ମାନଙ୍କ ପାଇଁ ଓଡିଶାରେ ଏକ ବଡ ପାର୍ଟିର ଆୟୋଜନ କରାହେବ । ତେବେ ଦେଖିବା ପାଇଁ ବାକି ରହିଲା ଓଡିଶାର ଲୋକ ମାନଙ୍କୁ ସବ୍ୟ କେବେ ତାଙ୍କ ବାହାଘର ଭୋଜି ଦେଉଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *