Breaking News

ଓଡିଶାର ଲୋକପ୍ରିୟ ଅଭିନେତ୍ରୀଙ୍କ ଭାଇ ଓ ଭଉଣୀଙ୍କ ବାହାଘର ଦେଖନ୍ତୁ, ଦେଖନ୍ତୁ କେମିତି ରାନୀ ପଣ୍ଡା ନିଜେ॥

ଓଡ଼ିଆ ଚଳଚ୍ଚିତ୍ର ଜଗତ ଏକ ବିବାଦୀୟ ଅଭିନେତ୍ରୀ ରାନି ପଣ୍ଡା ଙ୍କ ଭାଇ ଭଉଣୀ ଗତ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଏହି ବିବାହ ଉତ୍ସବରେ ରେ ରାନି ପଣ୍ଡା ଯୋଗ ଦେଇଥିଲେ ଏବଂ ବହୁତ୍ ମଜା ମସ୍ତି କରିଥିଲେ ।

ରାନି ପଣ୍ଡା ଙ୍କ ଭାଇ ଭଉଣୀ ବାହା ଘର ରେ ଓଡ଼ିଆ ଫିଲ୍ମ୍ ,ଯାତ୍ରା ଦୁନିଆର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ । କିନ୍ତୁ ଆହୁରୀ ଅନେକ ଅଭିନେତ୍ରୀ ଓ ଅଭିନେତା ଯୋଗ ଦେଇ ପାରିନଥିଲେ । କାରଣ ପାଇଁ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ରାନି ପଣ୍ଡା ଭାଇ ଭଉଣୀ ଙ୍କ ବାହା ଘରେ ରେ ଯୋଗ ଦେଇ ପାରିନଥିଲେ ।

ରାନି ପଣ୍ଡା ତାଙ୍କ ଭାଇ ଭଉଣୀ ଙ୍କ ବାହା ଘରେ ଗାଁ ଲୋକ ଙ୍କୁ ଭୋଜି ଭାତ ଦେଇଥିଲେ । ଆପଣ ମାନେ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ବିବାଦୀୟ ରାନି ପଣ୍ଡା ପ୍ରଥମ ଓଡ଼ିଆ ଆଲବମ ଓ ଓଡ଼ିଆ ଫିଲ୍ମ୍ କରୁଥିଲେ । ଏହା ପରେ ରାନି ପଣ୍ଡା ଓଡ଼ିଆ ଯାତ୍ରା ଦୁନିଆର ଆଇଟମ ନାଚ କରୁଥିଲେ । ରାନି ପଣ୍ଡା ଙ୍କ ଆଇଟମ ନାଚ ଲୋକ ବେଶ ପସନ୍ଦ କରୁଥିଲେ ।

 

କିନ୍ତୁ ରାନି ପଣ୍ଡା ଯାତ୍ରା ଦୁନିଆରେ ବିବାଦୀୟ ହେଲା ପରେ ସେ କିଛି ଦିନ ଯାତ୍ରା ଦୁନିଆରୁ ଦୂରେଇ ଯାଇଛନ୍ତି । ଏବେ ସିଏ ମଞ୍ଜର ଟିଭି ରେ ପ୍ରସାରିତ ହେଉଥିବା ସବୁଠୁ ଲୋକ ପ୍ରିୟ କମେଡି ବଜରଙ୍ଗି କଲୋନୀ ରେ ଝୁଳନ ମହାନ୍ତି ଚରିତ୍ର ରେ ଅଭିନୟ କରୁଛନ୍ତି ।

ଏହି ନୂଆ ଓଡ଼ିଆ କମେଡି ଶିରିଏଲ୍ ରେ ରାନି ପଣ୍ଡା ଙ୍କ ଲୋକ ମାନେ ବେଶ୍ ପସନ୍ଦ କରୁଛନ୍ତି । ଆପଣ ମାନଙ୍କୁ ଓଡ଼ିଆ ଫିଲ୍ମ୍ ଓ ଆଲବମ ଦୁନିଆରେ ଲୋକ ପ୍ରିୟ ଅଭିନେତ୍ରୀ ରାନି ପଣ୍ଡା । ଖଣ୍ଡଗିରି ଯାତ୍ରା ହେଉଥିବା ବେଳେ ରାନି ପଣ୍ଡା ସେଇଟେ ତାଙ୍କର ଅଧିକ ଟିକେ ଭଲ ଆଇଟମ ନାଚ ନାଚି ଥିବାରୁ ଲୋକେ ତାଙ୍କୁ ଅଧିକ ପସନ୍ଦ କରିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *