Breaking News

ଓଡିଶାର ଏହି ଲୋକପ୍ରିୟ ସିରିଏଲ ଅଭିନେତ୍ରୀ ମାନଙ୍କର ସ୍ନେହର ଡାକ ନାମ ଜାଣନ୍ତୁ

ଆଜିର ଦିନରେ ଓଡିଶାରେ ସିନେମା ଅପେକ୍ଷା ଧାରାବାହିକର ଲୋକପ୍ରିୟତା ଅଧିକ ରହିଛି । ସିନେମା ଲୋକପ୍ରିୟତା ହରାଉଥିବାବେଳେ ଏବେ ଓଡିଶାର ଲୋକ ସିରିଏଲ ବା ଧାରାବାହିକକୁ ଅଧିକ ପସନ୍ଦ କରିବାରେ ଲାଗିଲେଣି । ସନ୍ଧ୍ୟା ହେଲେ ଓଡିଆ ଘରର ସ୍ତ୍ରୀ ଲୋକ ମାନେ ଟିଭି ଖୋଲି ବସି ପଡନ୍ତି । ଓଡିଶାରେ ଧାରାବାହିକ ଏତେ ପ୍ରିୟ ହୋଇଗଲାଣି ଯେ ଏଥିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ପାଇଁ ଲୋକ ମାନେ ଆଗ୍ରହ ରଖୁଛନ୍ତି ।

ଆଜି ଆସନ୍ତୁ ଜାଣିବା ଓଡ଼ିଆ ମେଘା ଧାରାବାହିକ ହିରୋହିନୀ ବା ଅଭିନେତ୍ରୀ ଙ୍କ ପକୃତ ନାମ କଣ । ପ୍ରଥମେ ନୂଆ ବୋହୂ ସିରିଏଲ୍ ରାଧିକା ଆପଣ ମାନେ ଜାଣିଥିବେ ସିଏ ଜବରଦସ୍ତ ଅଭିନୟ କରୁଛନ୍ତି । ତାଙ୍କ ଅଭିନୟରେ ସେ ଦର୍ଶକ ମାନଙ୍କୁ ବାଧି ରଖିବାରେ ସକ୍ଷମ ହୋଇଛନ୍ତି ଏବଂ ତାଙ୍କର ଡାକ ନାମ ମିତାଲି ।

 

ଦୁଇ ନମ୍ବରେ ଶ୍ରଦ୍ଧା । ସିଏ କୁଆଁରୀ ବୋହୂ ଶିରିଏଲ ରେ ଅଭିନୟ କରୁଛନ୍ତି ସିଏ ବହୁତ ଭଲ ଭାବରେ ଅଭିନୟ କରୁଥିବାରୁ ଦର୍ଶକ ମାନଙ୍କ ମନ୍ କୁ ଜିତି ପାରିଛନ୍ତି । ତାଙ୍କ ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କୁ ସିରିଏଲ ଦେଖିବା ପାଇଁ ବାଧ୍ୟ କରି ଦେଇଛନ୍ତି ଯେଉଁଥି ପାଇଁ କୁଆଁରୀ ବୋହୂ ଅଧିକ ଲୋକପ୍ରିୟତା ହୋଇ ପାରିଛି । ତାଙ୍କ୍ ଡାକ ନାମ ହେଲା ପ୍ରିୟଙ୍କା ।

ତିନି ନମ୍ବର ସ୍ତୁତି ,ତାଙ୍କୁ ମଧ୍ୟ ଆଗରୁ ଜାଣିଥିବେ ସିଏ ଦୁର୍ଗା ସୀରିଏଲ ରେ ଅଭିନୟ କରୁଥିଲେ ଓ ତାଙ୍କର ଡାକ ମାନ ଇତିସା।

ଚତୁର୍ଥ ରେ ଭକ୍ତି ଓ ତାଙ୍କୁ ମଧ୍ୟ ଜାଣିଥିବେ ସିଏ ଜୀବନ ସାଥି ସିଋଏଲ୍ ରେ ଖୁବ୍ ଭଲ ଅଭିନୟ କରୁଥିଲେ ଓ ତାଙ୍କର ଡାକ ନାମ ହେଲା ଜେସୀ । ଜେସୀଙ୍କ ଦମଦାର ଅଭିନୟ ପାଇଁ ସେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି ।

ପଞ୍ଚମରେ ଆସିଲେ ତାରିଣୀ , ସିଏ ତାର ତାରେଣି ସିରୀଏଲ୍ ଟେ ଜବର୍ଦଶ ଅଭିନୟ କରୁଛନ୍ତି । ତାଙ୍କର ଡାକ ନାମ ହେଲା ଲିପି । ଷଷ୍ଠ ରେ ଆସିଲେ ମଞ୍ଜରୀ ତାଙ୍କୁ ଆପଣ ଜାଣିଥିବେ । ସିଏ ମାୟା ସିରିଏଲ୍ ଅଭିନୟ କରୁଛନ୍ତି ମଞ୍ଜରୀ ଙ୍କ ଡାକ ନାମ ହେଲା ଅମ୍ବିକା ।

ଏହା ପରେ ବା ସଭା ଶେଷରେ ରୁଦ୍ରୀ । ରୁଦ୍ରୀ ଙ୍କୁ କିଏ ବା ନାଯାନେ ମାୟା ସିରୀଏଲରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି । ରୁଦ୍ରି ଙ୍କ ର ଡାକ ନାମ ହେଲା ଜସ୍ମି ରଥ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *