ଓଡିଶାର ଏହି ଜାଗାରେ ୫୦୦ ଟଙ୍କାରେ ମିଳେ ଦେହ ସୁଖ, ସମିତି ସଭ୍ୟଙ୍କ ଘରେ ଚାଲିଥିଲା ସେ -କ୍ସ ରାକେଟ…

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓଡ଼ିଶା ର କିଛି ସ୍ଥାନ ରେ ସେ କ୍ସ୍ ରାକେଟ ଚାଲୁଛି । ଦେହ ବେପାର ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଓ ପୋଲିସ ମଧ୍ୟ ସେ କ୍ସ୍ ରାକେଟ ଠାବ କରୁଛି । ତାହେଲେ ବର୍ତ୍ତମାନ ସମୟ ରେ ପୋଲିସ ଓଡିଶା ର ଆଉ  ଏକ ସ୍ଥାନ ସେ କ୍ସ୍ ରାକେଟ ର ଠାବ କରିଛି ପୋଲିସ । ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ୍ ।

ବର୍ତ୍ତମାନ ସମୟ ଆଉ ଏକ ସେ କ୍ସ୍ ରାକେଟ କୋଠୀ ଠାବ କରି ସେହି ସ୍ଥାନ ରେ ପୋଲିସ ପହଞ୍ଚି ଦୁଇ ଯୁବତୀ ଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଯୁବକ ଙ୍କୁ ଗିରଫ କରିଛି । ଏହି ଘଟଣା ଟି ଘଟିଛି ମୟୂର ଭଞ୍ଜ ଜିଲ୍ଲା ଝରପୋ ଖରିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଦୁର୍ଗା ପୂଜା ବସ୍ତି ରେ ଏହି ଦେହ ବେପାର ଚାଲିଥିଲା।

ଏହି ଦେହ ବେପାର କୁ ଚଳାଉ ଥିଲେ ତାଙ୍କ ବିଷୟ ରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସେକ୍ସ୍ ରାକେଟ ପଛ ରେ ଜଣେ ସମିତି ସଭ୍ୟ ଙ୍କ ହାତ ରହିଛି । ଏହି ବସ୍ତି ରେ ଯେତେବେଳେ ଗ୍ରାହକ ମାନେ ପହଞ୍ଚି ଥାଆନ୍ତି ଗ୍ରାହକ ପାଛୋଟି ଟି ନେଇ ତାଙ୍କ ସେବା କରି ଥାଆନ୍ତି । ମାତ୍ର 500ଟଙ୍କା ରେ ଏଠାରେ ଚାଲୁଥିଲା ସେକ୍ସ୍ ରାକେଟ ।

ପୂର୍ବ ରୁ ସ୍ଥାନୀୟ ଲୋକ ମାନେ ଯାଇ ମହିଳା ଙ୍କୁ ମନା କରି ଥିଲେ ଏଠାରେ ଏହି କାମ ନ କରିବା ପାଇଁ କିନ୍ତୁ ମହିଳା କାହା କଥା ନ ଶୁଣି ଦେହ ବେପାର କରାଇଥିଲେ। ପରେ ସମସ୍ତେ ଏକାଠି ହେବା ପରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚିଛି ସେହି ସେକ୍ସ୍ ରାକେଟ କୋଠୀ ରେ । ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଆଜି କୁ ପ୍ରାୟ 3 ବର୍ଷ ରୁ ଅଧିକ ହେବ ଏଠାରେ ଏହି ସେ କ୍ସ୍ କାମ ଚାଲିଛି ।


ଏହି ଘର ହୋଇଛି ସରକାର ଙ୍କ ଜାଗା ରେ  , ସରକାର ଙ୍କ ଜାଗା ରେ ଏହି ସମିତି ସଭ୍ୟ ଦେହ ବେପାର କରୁଥିଲେ । ବର୍ତ୍ତମାନ ସମୟରେ ଦୁଇ ପୁଅ ଆଉ ଦୁଇ ଝିଅ ଙ୍କୁ ଉଦ୍ଧାର କରିଛି ପୋଲିସ । ସମିତି ସଭ୍ୟ ସମସ୍ତ ଙ୍କୁ ନାଲି ଆଖି ଦେଖାଇ ଏଠାରେ ଦେହ ବେପାର କରୁଥିଲେ । ଜୟନ୍ତୀ ପତି ନାମ ଥିବା ସମୟ ରେ ଲିଜା ପାତ୍ର କହୁଥିଲେ ।।

Leave a Comment